ସାବଧାନ : ଯଦି ଆପଣ ଚା ପିଉଥାନ୍ତି, ତେବେ ନିଶ୍ଚୟ ପଢି ନିଅନ୍ତୁ ଏହି ସବୁ କଥା, ନଚେତ ଚାଲି ଯାଇପାରେ ଜୀବନ

ଓଡିଶାରେ ଅଧିକାଂଶ ଲୋକ ସକାଳ ସଂଜରେ ଚା ପିଇବାର ଅଭ୍ୟାସ ରଖିଥାନ୍ତି । ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚା ପିଇବାକୁ ପସନ୍ଦ କରିଥାନ୍ତି । ଗୋଟିଏ ରିପୋଟ ଅନୁସାରେ ଓଢିଶାରେ ପ୍ରତି 10 ଜଣରୁ 6 ଜଣ ଚା ପିଇଥାନ୍ତି  । ହେଲେ କଣ ଆଫଣ ଜାଣି ଛନ୍ତି ଚା ଆମ ଶରୀର ପାଇଁ ଉପକାର ନା ଅପକାର ଆଣି ଦେଇଥାଏ । ଖାସ ଆପଣ ମାନଙ୍କୁ ଜଣାଇବା ପାଇଁ ଆମେ ଆଜି ନେଇ ଆସିଛୁ ଏହି ପୋଷ୍ଟ । ତେବେ ଆସନ୍ତୁ ଜାଣିବା ଚା ଆମ ଶରୀରରେ କି କ୍ଷତି ଘଟାଇ ଥାଏ ।

ଏବେ ଏବେ ବୌଜ୍ଞାନିକ ମାନେ ଚା ଉପରେ ରିସର୍ଚ କରି ଏମିତି ଏକ ତଥ୍ୟ ଦେଇଛନ୍ତି, ଯାହା ଜାଣିଲେ ଆପଣ ଆଜି ହିଁ ଚା ପିଇବା ଛାଡି ଦେବେ । ଆମେରିକାର ନାମି ଦାମି 23 ଜଣ ବୌଜ୍ଞାନିକ ଦୀର୍ଘ 6 ମାସ ହେବ ଚା ଉପରେ ଏକ ରିସର୍ଚ ଜାରି ରଖିଥିଲେ, ଆଉ ଏବେ ଏବେ ସେ ଏହାର ରିପୋଟ ଜାରି କରିଛନ୍ତି । ତାଙ୍କ ରିପୋଟ ଅନୁସାରେ ଯଦି ଜଣେ ଦିନକୁ 1 କପ ଚା ପିଉଥାଏ, ତେବେ ତା ଉପରେ ସେମିତି ବେଶି କିଛି ପ୍ରଭାବ ପଡିବ ନାହିଁ, ହେଲେ ସେ ଯଦି 1 କପରୁ ଅଧିକ ଚା ପିଉଥାଏ, ତେବେ ବହୁତ ଶିଘ୍ର ସେ ଏହି ସବୁ ମାରାତ୍ମକ ରୋଗର ଶିକାର ହେବ । ତେବେ ଆସନ୍ତୁ ଜାଣିବା ସେ ରୋଗ ସବୁ କଣ ।

ପ୍ରଥମ ରୋଗ : ଚା ପିଇବା ଦ୍ବାରା ମାନସିକ ଦୁଶ୍ଚିନ୍ତା ବଢିଥାଏ, ବିତି ଯାଇଥିବା ପୁରୁଣା କଥା ଗୁଡିକ ମନେ ପଡେ, ଚାରି ଆଡୁ ସବୁ ଚିନ୍ତା ଆସି ମୁଣ୍ଡକୁ ଗୋଳ ମାଳିଆ କରି ଦେଇଥାଏ । ଭୟ ବ ମନରେ ବସା ବାନ୍ଧିଥାଏ ।

ଦ୍ବୀତିୟ ରୋଗ : ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ , ଯେପରି ମଦ , ସିଗେରେଟ ପିଇଲେ ସେଇ ଗୋଟିଏ ନିଷା ହୋଇଯାଏ ସବୁ ବେଳେ ପିଇବାକୁ ଇଛ୍ଚା ହୁଏ । ସେହି ପରି ଚା ମଧ୍ୟ ଏକ ନିଷା ଅଟେ , ନିଷା ଲାଗି ଗଲେ ଛାଡିବା କଷ୍ଟ । ଚା ରେ ନିକୋଟିନ ଥିବା କଥା ବି ରିସର୍ଚର୍ ଦର୍ଶା ଯାଇଛି ।

ଚା ରେ କୋଲେଷ୍ଟ୍ରୋଲ ଅଧିକ ଥାଏ , ଜାହା ଫଳରେ ହାଡ ପାପରା ହୋଇ ଯାଏ । ଶରୀରରେ କୋଲେଷ୍ଟ୍ରୋଲର ପରିମାଣ ଦିନକୁ ଦିନ ବଢିବାକୁ ଲାଗେ, ଯାହା ଫଳରେ ମେରୁଦଣ୍ଡ ଦୁର୍ବଳ ହୋଇଯାଏ, ଆଉ ମଣିଷ ସିଧା ହୋଇ ଚାଲିବା , ଗଣ୍ଠି ବ୍ୟଥା ଆଧି ଅସୁବିଧାର ସମ୍ମୁଖୀନ ହୁଏ ।

ଚା ରେ ଫାଇଟୋ କେମିକାଲ ରହିଥାଏ, ତେଣୁ ଅଧିକ ଚା ପିଇଲେ ନିଦ ନ ଆଆସିବାର ସମସ୍ୟା ଦେଖା ଦିଏ । ଆପଣ ଏ କଥା ବି ଭଲ ଭାବେ ଅନିଧ୍ୟାନ କରିଥିବେ ନିଦ ଆସୁଥିବା ସମୟରେ ଗୋଟେ କପ ଚା ପି ଦେଲେ ବୁ ନିଦ କୁଆଡେ ଚାଲି ଯାଏ । ହେଲେ ମନେ ରଖନ୍ତୁ ଏହି ଫାଇଟୋ କେମିକାଲ ଆମ ଶରୀରର ପାଇଁ ବହୁତ କ୍ଷତି କାରକ ଅଟେ ।

ଯଦି ଆପଣ ଅଧିକ ଗରମ ଥିବା ଚା ସବୁ ଦିନ ପିଉଥାନ୍ତି ତେବେ , ମୁହଁରୁ ପାକସ୍ତଳି ପର୍ଯ୍ୟନ୍ତ ଲମ୍ବି ଥିବା ପାଚକ ନଳୀ ନଷ୍ଟ ହୋଇ ଯିବାର ଅନେକ ସମ୍ଭାବନା ରହିଥାଏ । ତେଣୁ ଯଦିବି ଚା ପିଉଛନ୍ତି ଅଳ୍ପ ଗରମର ଚା ପିଅନ୍ତୁ । କେବଳ ସେତିକି ନୁହେଁ ବେଳେ ବେଳେ ଗରମ ଚା ପାଇବା ବେଳେ ଜିଭ ମଧ୍ୟ ପୋଡି ଯାଇଥାଏ ।

ଚା ପିଇବାର ମାତ୍ରା ଅଧିକ ହେଲେ ଶରୀରରେ ୟୁରିକ ଏସିଡର ପରିମାଣ ମଧ୍ୟ ବଢି ଯାଇଥାଏ, ଗୋଟେ ରିସର୍ଟରୁ ମିଳିଥିବା ତଥ୍ୟ ଅନୁସାରେ , ଚା ପିଇବା ପରେ ଶରୀରରେ 400 ରୁ 500 ପ୍ରତିଶତ ୟୁରିକ ଏସିଡ ବଢି ଯାଇଥାଏ ।

ଏହି ସବୁ କିଛି ଥିଲା ଚା ପାଇବା ପରେ ଆମ ଶରୀରରେ ଦେଖା ଦେଉଥିବା ଅସୁବିଧା । କେବଳ ଆପଣ ସଚେତନ ହେଲେ ହେବନି, ଏହି ଫୋଷ୍ଟକୁ ଏବେ ହିଁ ସେୟାର କରି ନିଜ ପାଖ ଆଖରେ ଥିବା ଲୋକଙ୍କୁ ସଚେତନ କରାନ୍ତୁ । ଏହି ଭଳି କିଛି ଜାଣିବା କଥା ପ୍ରତିଦିନ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ମ ପେଜକୁ , ଜୟ ହିନ୍ଦ ଜୟ ଭାରତ

 

Leave a Reply

Your email address will not be published. Required fields are marked *