ଝିଅର ରୁମରେ ମା ବାପା ଲଗେଇ ଦେଲେ CC କ୍ୟାମେରା, ଝିଅ ରୁମରେ ସେମାନେ ଜାହା ଦେଖିଲେ ବହୁତ ଭୟାନକ ଥିଲା

ସାଙ୍ଗ ମାନେ କେବେ କେବେ ଏମିତି କିଛି କାହାଣୀ ବା କଥା ଶୁଣିଇବାକୁ ପଡିଥାଏ, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବା ସହିତ ତୁମ ରୁମ ଟାଙ୍କୁରି ହୋଇ ଉଠିବ ! ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ଚମକି ଉଠିବେ ! ଆପଣ ସମସ୍ତେ ତ ଭଲ ଭାବେ ଜାଣିଥିବେ ଯେ, ଯେବେ ଜଣା ବ୍ୟାକ୍ତି ଶୋଇ ରହିଥାଏ, ସେ ଜାଣି ପାରିନଥାଏ ପ୍ରକୃତରେ ତା ସହ କଣ ହେଉଛି ବୋଲି ! ଯଦି ଆପଣ ନିଜ ରୁମରେ ଏକୁଟିଆ ଶୋଇଛନ୍ତି, ତେବେ ଆପଣଙ୍କୁ ଜମାବି ଜଣା ପଡେନି କି ଆପଣଙ୍କ ରୁମରେ ଆପଣଙ୍କ ସହ କଣ ହେଉଛି ବୋଲି !

କିଛି ଲୋକ ଏମିତି ଥାନ୍ତି,ଯିଏ ନିଦରେ କର ନେଉଟାନ୍ତି, ଆଉ କିଛି ଲୋକ ଏମିତି ବି ଥାନ୍ତି ଯେ ନିଦରେ ଗପିବାରେ ମଧ୍ୟ ଲାଗନ୍ତି ! ଆଉ ସବୁଠୁ ବଡ କଥା ହେଲା କିଛି ଲୋକ ନିଦରେ ଚାଲି ମଧ୍ୟ ଥାନ୍ତି ! ପ୍ରକୃତ ଜୀବନରେ ହେଉ ବା ଫିଲ୍ମରେ ହେଉ ଆପମ ଏ ଦୃଶ୍ୟ ନିଶ୍ଚୟ କେବେ ନା କେବେ ଅବଶ୍ୟ ଦେଖିଥିବେ ! ଆଜି ଆମେ ଆପଣହ୍କୁ ଏହି ପୋଷ୍ଟ ମାଧ୍ୟମରେ ଏମିତି ଏକ ଝିଅ ବିଷୟରେ କହିବାକୁ ଯାଉଛୁ, ଯାହା ସହିତ ରାତିରେ ବହୁତ କିଛି ଅଜବ ହୋଇଥିଲା ! ଯେତେବେଳେ ବି ସକାଳୁ ସେ ଝିଅ ଶୋଇକି ଉଠୁ ଥିଲା, ସବୁବେଳେ ତା ଶରୀରରେ ଗୋଟେ ଗୋଟେ କଟା ଦାଗ ବା ଘା ହୋଇ ଯାଉଥିଲା ! ପ୍ରଥମରୁ ଏ ଥରେ ଥରେ ହେଉଥିଲା, ତେଣୁ ବାପା ମା ଏହା ଉପରେ ଧାନ୍ୟ ଦେଇ ନଥିଲେ, ହେଲେ  ଧିରେ ଧିରେ ସମୟ ବଢିବା ସହିତ ଝିଅ ଶରୀରରେ କଟା ଦାଗର ପରିମାଣ ଓ ସାଥିରୁ ଘା ର ପରିମାଣ ବଢିବାରେ ଲାଗିଲା !

ଏହି କାରଣରୁ ଝିଅଟିର ପରିବାରରେ ସମସ୍ୟା ବହୁତ ବଢିଗଲା , ଥରେ ଝିଅଟି ସାଙ୍ଗ ମାନଙ୍କ ସହ ଶ୍କୁଲ ପିକନିକ ରେ ଯାଇଥିଲା ଏବଂ ସେଠାରେ ମଧ୍ୟ ତା ଶରୀରରେ ଏମିତି କ୍ଷତ ସୃଷ୍ଠି ହେଲା, ତେଣୁ ତା ବାପା, ମା ଭାବିଲେ କି ଝିଅ ଦେହରେ ଆଇରନର ଅଭାବ ଅଛି, ତେଣୁ ଏମିତି ହେଉଛି ! ସେମାନ ଗୋଟିଏ ଡକ୍ଟରକୁ ଦେଖାଇବାକୁ ଭାବିଲେ, ହେଲା ଝିଅଟି କହିଲାକି ସେ ଯେବେ ସକାଳୁ ଉଠୁଛି , ଏ ଚିହ୍ନ ମନକୁ ମନ ତା ଶରୀରରେ ହୋଇ ଯାଉଛି !

ତେଣୁ ଶେଷରେ ରାତିରେ କଣ ହେଉଛି ଜାଣିବା ପାଇଁ ଝିଅଟିର ରୁମରେ ମା ବାପା ଗୋଟିଏ କ୍ୟାମେରା ବଗାଇ ଦେଲେ, ଆଉ ଯାହା ଦେଖିଲେ ତାଙ୍କ ହୋସ ଉଡିଗଲା ! ସେମାନେ ଦେଖିଲେ କି ରାତିରେ ଝିଅ ଶୋଇଥିବା ଅବସ୍ତରେ ,ଝିଅ ରୁମ ଭିତରେ ପବନରେ ଉଡୁଛି ! ଏହି ଦେଖି ଘର ବାଲା ଡରିଗଲେ ଆଉ ଗୋଟେ ତନ୍ତ୍ରୀକକୁ ଦେଖାଇଲେ ଏବଂ ତାନ୍ତ୍ରୀକ କହିଲା ଏହା ଏକ ଖରାପ ଆତ୍ମାର ପ୍ରଭାବ !

ସବୁ ଦିନ କିଛି ଅଲଗା ନ୍ୟୁଜ ନେଇ ଆମେ ଆସୁ ଆପଣଙ୍କ ପାଖକୁ, ଏବେ ହିଁ ଲାଇକ କରନ୍ତୁ ଆମ ପେଜକୁ ,

Leave a Reply

Your email address will not be published. Required fields are marked *