42 ଟି ମ୍ୟାଚ ପରେ ସାମ୍ମାକୁ ଆସିଲା ରେଜଲ୍ଟ, ଜାଣନ୍ତୁ କିଏ ଭଲ କ୍ୟାପଟେନ, ଧୋନି ନା ବିରାଟ, ସେୟାର ନିଶ୍ଚୟ କରନ୍ତୁ

ଏବେକା ସମୟରେ ଯଦି ଭାରତୀୟ ବ୍ୟାଟସମ୍ୟାନଙ୍କ କଥାକୁ ବିଚାରକୁ ନିଆଯାଏ, ତେବ ସବୁଠୁ ପ୍ରଥମ ଓ ଧୁଆଁଧାରା ବ୍ୟାଟସ୍ ମ୍ୟାନ ଲିଷ୍ଟର ପ୍ରଥମରେ ଆସିବେ ବିରାଟ କୋହଲି ! ଆପଣ ଭଲ ଭାବେ ଜାଣି ଥିବେ କି ଏହି କିଛି ବର୍ଷ ହେବ ବିରାଟ କୋହଲି ଲଗାତର ଭାବେ ଭଲ ପର୍ଦଶନ କରି ଆସୁଛନ୍ତି ! ଏବେକା ସମୟରେ ସେ ପୁରା ବିଶ୍ବରେ ଏକ ଦିବସୀୟ ଓ ଟେଷ୍ଟ ପରି ମ୍ୟାଚରେ ନମ୍ବର ୱାନ ବ୍ୟାଟସ ମ୍ୟାନ ରୁପେ ଜଣା ଯାନ୍ତି ! ବର୍ତ୍ତମାନ ସମୟରେ ସେ ଭାରତୀୟ ଦଳର ଅଧିନାୟକ ପଦରେ ରହିଥିଲେ ମଧ୍ୟ ବହୁତ ଭଲ ଖେଳ ପ୍ରଦଶନ କରୁଛନ୍ତି !

ଯେହେତୁ ସେ ଉଭୟ କ୍ୟାପଟେନ ଓ ଖେଳାଳୀ ଭାବରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି, ଏବେକା ସମୟରେ ତାଙ୍କର କ୍ୟାପଟେନସିପକୁ ନେଇ ଧୋନିଙ୍କ ସହ ତୁଳନା ଆରମ୍ଭ କରାଗଲାଣି ! ଆପଣଙ୍କୁ ଆମେ କହି ରଖୁଛୁ କି ଏଇ ନିକଟରେ ହୋଇଥିବା ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟେଷ୍ଟ ମ୍ୟାଚରେ ଦୁଇଟିରୁ ଦୁଇଟି ମ୍ୟାଚ ଜିତି , ନିଜ ଭୁମିରେ ଲଗାତର 10 ଟି ସିରିଜ ଜିତିବାର ରେକଡ କରିଛନ୍ତି ବିରାଟ କୋହଲି !

ଏବେ ପର୍ଯ୍ୟନ୍ତ ବିରାଟ 42 ଟି ମ୍ୟାଚରେ ନିଜର କ୍ୟାପଟେନସିପ ର ନମୁନା ଦେଖାଇ ସାରିଛନ୍ତି ! ଆଜି ଆମେ ଆପଣହ୍କୁ କହିବାକୁ ଯାଉଛୁ ବିରାଟ କୋହଲି ଓ ଧୋନୀ ଙ୍କ ମଧ୍ୟରୁ 42 ମ୍ୟାଚ ଖେଳି ସାରିବା ପରେ କାହାର ରେକଡ ସବୁଠୁ ଅଧିକ ଅଛି ! କିଏ ଭାରତର ସବୁଠୁ ସଫଳତମ ବ୍ୟାଟସ ମ୍ୟାନ ଆଉ କିଏ ପଛରେ ରହିଛନ୍ତି !

ଯଦି ଦେଖା ଯାଏ ତେବେ ବର୍ତ୍ତମାନ ସମୟରେ ବିରାଟ କୋହଲି ବହୁତ ଭଲ ଫର୍ମରେ ଥିବା ଲହିତ ଭଲ ଖେଳ ମଧ୍ୟ ପ୍ରଦର୍ଶନ କରୁଛନ୍ତି ! ଆପଣଙ୍କୁ ଆମେ କହି ରଖୁଛୁ କି ଧୋନୀ ମୋଟ 60 ଟି  ଟେଷ୍ଟ ମ୍ୟାଚରେ କ୍ୟାପଟେନ ବନିଛନ୍ତି, ଯଦି ଆମେ ପ୍ରଥମ 42 ଟି ମ୍ୟାଚ କଥା ତୁଳନା କରିବା ତେବେ  ସେଥିରୁ 20 ଟିରେ ବିଜୟ 12 ଟିରେ ପରୀଜୟ ଏବଂ 10 ଟି ମ୍ୟାଚ ଡ୍ର ରହିଛି ! ଏହା କୌଣସି ଖରାପ ରେଜଲ଼୍ଟ ନୁହେଁ, ଏହା ବହୁତ ଭଲ ରେଜଲ୍ଟ ଅଟେ !

42 ମ୍ୟାଚରେ ବ୍ୟାଟିଙ୍କ କରି ଧୋନି 47.72 ପ୍ରତିଶତ ହିସାବରେ ମୋଟ 2362 ରନ ସଂଗ୍ରହ କରିଛନ୍ତି ! ଯେଉଁଥିରେ 4 ଟି ସତକ ଓ 18 ଟି ଅର୍ଧ ଶତକ ସାମିଲ ଅଛି ! ଏବଂ ଟେଷ୍ଟରେ ଧୋନୀଙ୍କ ବ୍ୟାଷ୍ଟ ଷ୍କୋର ହେଉଛି 144 ରନ ! ତଳେ ଫଟୋରେ ଏହାର ବିବରଣୀ ଆପଣ ଦେଖି ପାରୁଥିବେ !

ସେହିପରି ଭାବେ ଯଦି ଆମେ କୋହଲିଙ୍କ ଫର୍ମକୁ ବିଚାରକୁ ନେବା ତେବେ ମୋଟ 42 ଟି ଟେଷ୍ଟରେ 24 ଟି ବିଜୟ 9 ଟି ରେ ପରାଜୟ ଓ 9ଟି ମ୍ୟାଚ ଡ୍ର ଖିଛନ୍ତି କୋହଲି ! କୋହଲି 42 ଟି ଟେଷ୍ଟରେ 69 ଥର ବ୍ୟାଟିଙ୍ଗ କରି 17 ଟି ଶତକ 9 ଟି ଅର୍ଧ ଶତକ ଓ 65.12 ପ୍ରତିଶତ ରନ ହାରରେ ମୋଟ 4233 ରନ ସଂଗ୍ରହ କରିଛନ୍ତି ! ଏଥିରୁ ଆପଣ ସ୍ପଷ୍ଟ ବାରି ପାରୁଥିବେ କାହାର ରେକଡ କେତେ ଟଗଡା ଅଛି !

ଆମେ ଏ ମଧ୍ୟ ଆପଣହ୍କୁ କହିବାକୁ ଚାହୁଂଛୁ କି, ଧୋନି କୋହିଲଙ୍କଠୁ ଟିକେ ପଛରେ ରହିଥାଇ ପାରନ୍ତି, ହେଲେ ଆଜି ଯାଏ ପୁରା ବିଶ୍ବ ଧ୍ବନୀଙ୍କ କ୍ୟାପଟେନ ସିପ କୁ ସଲାମ କରେ ! ଆପଣ ଯାହାର ବି ଫ୍ୟାନ ହୋଇ ଥାନ୍ତୁ ନା କାହିଁକି, ଏବେ ହିଁ ଏ ପୋଷେଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ ! ତଳେ ଲାଇକ ଓ ସେୟାର କରିବାକୁ ଭୁଲିବେନି !

Leave a Reply

Your email address will not be published. Required fields are marked *