ଘର କରିବା ପାଇଁ ଚାହୁଁଛନ୍ତି କି ? ନରେନ୍ଦ୍ର ମୋଦୀ ଲାଗୁ କରିଥିବା ଏହି ଯୋଜନାରେ ମାଗଣାରେ ପାଇ ପାରିବେ 2.67 ଲକ୍ଷ ଟଙ୍କା

ଆମେ ମାନେ ଜୀବନ ରେ ଗୋଟିଏ ହିଁ ସ୍ବପ୍ନ ଦେଖି ଥାଉ କି ଆମ ପାଖରେ ନିଜର ଗୋଟିଏ ଘର ଥାଉ । ଆଜି କାଲିର ବ୍ୟକ୍ତିଙ୍କ ମନରେ ବର୍ତ୍ତମାନ ସମୟରେ ଏହି ସ୍ବପ୍ନ ସବୁ ବେଳେ ରହିଥାଏ । ଯଦି ଆପଣ ନିଜର ସ୍ବପ୍ନର ଘର ବନାଇବା ପାଇଁ ଜାଉଛନ୍ତି ବା ଗୋଟିଏ ଏହି ପରି ଘର କିଣିବା ପାଇଁ ଜାଉଛନ୍ତି ତେବେ ଆମର ଏହି ରିପୋର୍ଟ ଥରେ ନିଶ୍ଚିତ ପଢନ୍ତୁ । କାରଣ ଏପରି ଭିତରେ ଏବେ ଆମ ଭାରତର ପ୍ରଧଆନ ମନ୍ତ୍ରୀ ଦେଉଛନ୍ତି ପ୍ରତ୍ୟେକ ଘର କିଣିବା ପାଇଁ ଜାଇଥିବା ବ୍ୟକ୍ତି ଙ୍କୁ 2.67 ଲକ୍ଷ ଟଙ୍କା  ଯାଏଁ ଛାଡ ।

ଯଦି ବର୍ତ୍ତମାନ ସମୟରେ ଆପଣଙ୍କୁ ଗୋଟିଏ ଘରର ଦରକାର ରହିଛି କିନ୍ତୁ ଆପଣଙ୍କ ପାଖରେ ଟଙ୍କାର କମି ରହିଛି ତେଣୁ ଖାସ ଏହି ପରି ପରିସ୍ଥିତି ପାଇଁ ଏବେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆସିଛି ଯେଉଁ ଥିରେ ଆପଣଙ୍କୁ ଦୁଇ ଲକ୍ଷ ରୁ ଅଧିକ ଟଙ୍କାର ସହାୟତା ମିଳିବ । ଯେଉଁଥି ପାଇଁ ଆପଣ ନିଜର ସ୍ବପ୍ନର ଘର ନେବା ପାଇଁ ଭାବି ପାରିବେ । କିନ୍ତୁ ଏପରି ବେଳେ ଯଦି ଆପଣଙ୍କ ଘରେ କାହାରୀ ବି ପାଖରେ କୈଣସି ବି ପ୍ରକାରର ଘର ରହିଛି ତେବେ ଆପଣ ଏହି ଯୋଜନାର ଲାଭ ଉଠେଇ ପାରିବେ ନି ।

ଏହା ସହିତ ଯଦି ଆପଣଙ୍କ ପରିବାରର କେହି କୈଣସି ବି ପ୍ରକାରର ଚାକିରି କରୁଥିଲେ ଆମେ ଆପଣଙ୍କୁ କହି ଦେଉଛୁ କି ଏହି ଯୋଜନାର ଲାଭ ଆପଣ ଉଠେଇ ପାରିବେନି । ତେବେ ଏମିତି ସମୟରେ ଏହି ଯୋଜନାର ଲାଭ ଆପଣ ଏଥିରେ ଉଠେଇ ପାରିବେ ଯେତେ ବେଳେ ଆପଣଙ୍କ ପାଖରେ ଆଧାର କାର୍ଡ ରହିଥିବ । ଆପଣ ଙ୍କ ପାଖରେ ପାନ କାର୍ଡ ରହିଥିଲେ ଆପଣ ଏହି ଲାଭ ବି ଉଠାଇ ପାରିବେ । ଏପରି ସମ ୟରେ ଆମେ ଆପଣ ଙ୍କୁ ଏହା ସହିତ ଯୋଡିତ ଏକ ବଡ ଖବର ଦେବୁ କି ଯଦି ଆପଣ ଏହି ଯୋଜନା ଲାଭ ଉଠାଇ ଆପଣ ନିଜ ଘର କୁ ତିନି ମାସ ଭିତରେ ସଂମ୍ପୂର୍ଣ୍ଣ କରିଲେ ଆପଣଙ୍କୁ ମିଳିବ 20 ହଜାର ଟଙ୍କାର ବୁନସ ଓ ଏହା ସହିତ ସରକାର ଙ୍କ ନୁଆ ନିଅମ ରହିଛି କି ଆପଣଙ୍କ ଘର ପୂରା ହେବା ପର୍ଯ୍ଯନ୍ତ ତିନି ଥର ବିଲ ପାସ ହେବ ଓ ଏହା ଭିତରେ ଘରର ପୂରଣ ହେବା ଦରକାର ତେବେ ଆପଣଙ୍କୁ ସବୁ ଟଙ୍କା ମିଳିବ ।

ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲାଗୁ ହୋଇଥିବା ଏହି ନୁଆ ନୀୟମ , ନିଶ୍ଚିନ୍ତ ରୁପେ ସ୍ବାଗତ ଯୋଗ୍ୟା, ଯଦି ଆପଣ ବି ନରେନ୍ଦ୍ର ମୋଦୀଙ୍କ ଏହି ନିୟମରେ ଖୁସି ଅନୁଭବ କରୁଛନ୍ତି, ତେବେ ଏବେ ହିଁ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ, ତଳେ ଲାଇକ କରିବାକୁ ଭୁଲିବେନି.

Leave a Reply

Your email address will not be published. Required fields are marked *