୫ ବର୍ଷ ଟିମ୍ ରୁ ବାହାରେ ରହିଥିବା ଏହି ଖେଳାଳୀ ଫେରିବା ପରେ କରିଦେଲେ ରନ୍ ର ବର୍ଷା , କରିଦେଲେ ୪୯୦ ରନ୍ , ଜାଣନ୍ତୁ କିଏ ସେ ମହାନ୍ ଖେଳାଳୀ

ଆଜି ଆମେ ଏପରି ଜଣେ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ କି ଇଣ୍ତିଆନ୍ ଟିମ୍ ରେ ୫ ବର୍ଷ ବାହାରେ ରହିବାପରେ ଟିମ୍ କୁ ଫେରି ବିସ୍ପୋଟକ ଫର୍ମକୁ ଆସି କରିଦେଲେ ୪୯୦ ରନ୍ , ଏହି ଖେଳାଳୀଙ୍କ ନାଁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ , ଆପଣଙ୍କୁ କହିଦେଉଛୁ କି ବହୁତଥର ଏପରି ଦେଖାଯାଏ କି କିଛି ଖେଳାଳୀମାନଙ୍କୁ କ୍ରିକେଟ୍ ବୋର୍ଡଙ୍କ ଦ୍ୱାରା ସବୁବେଳେ ନଜର ବାହାରେ କରିଦିଆଯାଏ , କିନ୍ତୁ ଯେତେବେଳେ ଏମିତି ଖେଳାଳୀଙ୍କୁ ମଉକା ମିଳିଥାଏ , ସେମାନେ ପଡିଆ ମଧ୍ୟରେ ବିସ୍ପୋଟକ ପାରି ଖେଳିବାରେ କିଛି ବି ମୂହୁର୍ତ୍ତ ଛାଡନ୍ତି ନାହିଁ , ଆଜି ଆମେ ଏପରି ଜଣେ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏକି କିଛି ଏପରି କାରନାମା କରି ଦେଖାଇଛନ୍ତି

ଖେଳ ଦୁନିଆଁରେ ସେମିତି ବି ବହୁତ ମହାନ୍ ଖେଳାଳୀମାନେ ନିଜର ଭଲ ପ୍ରଦର୍ଶନ କରି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଛନ୍ତି , ସେମିତି ଯୁବା ଖେଳାଳୀମାନେ ଇଣ୍ତିଆନ୍ ଟିମ୍ ରେ ଡେବ୍ୟୁ କରି ମଧ୍ୟ ସେମାନେ ଆକ୍ରମକ ବ୍ୟାଟିଙ୍ଗ୍ କରି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି , ଆପଣଙ୍କୁ କହିଦେବୁ କି ଏବେ ଇଣ୍ତିଆନ୍ ଟିମ୍ ରେ ଚୟନ ସମୟରେ ସମିତିର ଫଇସଲାକୁ ଧ୍ୟାନରେ ରଖି ଇଣ୍ତିଆନ୍ ଟିମ୍ ରେ ଡେବ୍ୟୁ କରିବା ସହଜ ଅଟେ , କିନ୍ତୁ ଟିମ୍ ରେ ଫେରିବା ବହୁତ କଷ୍ଟକର , ସେମିତି ଏହି ସବୁ ସତ୍ତ୍ୱେ ମଧ୍ୟ କିଛି କ୍ରିକେଟିୟର ଏପରି ଘରୋଇ କ୍ରିକେଟରେ ଲଗାତାର ଶାନଦାର ପ୍ରଦର୍ଶନ କରି ଇଣ୍ତିଆନ୍ ଟିମ୍ କୁ ଆଉଥରେ ଫେରିବାକୁ ପ୍ରୟାସ ଜାରି ରଖିଛନ୍ତି ।

ଆପଣଙ୍କ ସୂଚନା ପାଇଁ କହିଦେବୁ କି ଆଜି ଆମେ ଯେଉଁ ଖେଳାଳୀଙ୍କ ବିଷୟରେ କହୁଛୁ ସେ କେହି ନୁହେଁ ବରଂ ୩୬ ବର୍ଷୀୟ ବିସ୍ପୋଟକ ଓପନର ବ୍ୟାଟ୍ସମ୍ୟାନ୍ ଗୌତମ ଗାମ୍ଭୀର ଅଟନ୍ତି , ଯିଏକି ନିଜର ଶେଷ ଏକ ଦିବସୀୟ ୱାନ୍ ଡେ ମ୍ୟାଚ୍ ଇଂଲଣ୍ତ ବିପକ୍ଷରେ ୧୩ ଜାନୁୟାରୀ ୨୦୧୩ କୁ ଖେଳିଥିଲେ , ଗତ ୫ ବର୍ଷ ମଧ୍ୟରେ ଭାରତୀୟ ୱାନ୍ ଡେ ଟିମ୍ ଜାରି ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପାଇଁ ନେତୃତ୍ୟ କରିଥିଲେ ।

ତାଙ୍କ ପଛ ରେକର୍ଡକୁ ନଜର ପକାଇଲେ ତାଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା , କାରଣ ବିଜୟ ହଜାରେ ଟ୍ରଫି ୧୪ ଅକ୍ଟୋବର କୁ ହରିୟାଣା ବିପକ୍ଷରେ ଗୌତମ ଗାମ୍ଭୀର ଭଲ ପ୍ରଦର୍ଶନ କରି ୭୨ ଟି ବଲ୍ ରୁ ୧୦୪ ରନ୍ ର ସାନଦାର୍ ପାରି ଖେଳିଥିଲେ , ଏହି ମଧ୍ୟରେ ସେ ୧୬ ଟି ଚଉକା ବି ମାରିଥିଲେ , ଓ କହିଦେବୁ କି ଗୌତମ ଗାମ୍ଭୀର ପ୍ରାୟ ୮ ଟି ମ୍ୟାଚ୍ ରୁ ୨ ଟି ଶତକ ଓ ୧ ଟି ଅର୍ଦ୍ଧଶତକ ଲଗାଇକରି ୬୧ମଧ୍ୟରେ ପ୍ରାୟ ୪୯୦ ରନ୍ କରି ଚୟନକର୍ତ୍ତାଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥିଲେ ,

Leave a Reply

Your email address will not be published. Required fields are marked *