ଲକ୍ଷ ଲକ୍ଷ ଟଙ୍କା କମାଇ ଓ ତିନିଟି ସ୍ତ୍ରୀ ସହିତ ଏବେ ଅଏସ କରୁଛି ଏହି ଭିକାରୀ । କାରଣ ଜାଣିଲେ ଆପଣ ଚକିତ ହୋଇଯିବେ

ଗୋଟିଏ ଗରିବ ନିଜ ଜୀବନରେ ବହୁତ କିଛି ହାସଲ କରିବା ପାଇଁ ବାଭିଥାଏ କି ?  ନାହିଁ ଆଜ୍ଞା ସେ କେବଳ ଏହା ଭାବିଥାଏ କି କେମିତି ସେ ନିଜର ପେଟ ପୋଶିବା ପାଇଁ ଟିକିଏ ଭିକ ମିଳିବ ବୋଲି । କିନ୍ତୁ ଏମିତି ବେଳେ ଦୁନିଆଁରେ କିଛି ଏମିତିବି ଭିକାରୀ ରହିଛନ୍ତି ଯେଉଁମାନେ କି ଭିକ ମାଗିବା ପାଇଁ ବହୁତ ମଜା ଆସିଥାଏ ଏମିତି ଗୋଟିଏ ଭିକାରୀ ଦେଖିବା ପାଇଁ ମିଳିଛି ଯିଏ କି ଏବେ କା ସମୟ ରେ ଚକ୍ରଧର ପୁର ଷ୍ଚେସନରେ ଭିକ ମାଗିବା ପାଇଁ ବସିଥାନ୍ତି । ଏମିତି ରେ ସେ ବହୁତ ଥର ବହୁତ ଲୋକଙ୍କ ମନ ଗଢଣ କଥା କହି ଲୁଟି ଥାନ୍ତି  ବୋଲି ନିକଟସ୍ଥ ଲୋକ କହିଛନ୍ତି ।

ଏମିତିରେ ଆପଣ ଏହି ଭିକାରୀଙ୍କର ବିଷୟରେ କିଛି କଥା ଜାଣି ଲେ ଆପଣ ହୁଏତ ବହୁତ ଆସ୍ଚର୍ଯ୍ଯ ହୋଇ ଉଠିବେ । ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ଟଙ୍କାର କମାଣି କରିବାରେ ଲାଗିଛନ୍ତି ବୋଲି ଜଣା ପଡିଛି ଏପରି କି ସେ ପ୍ରତ୍ୟେକ ଦିନ ସେ ବହୁତ ଦୋକାନ ରୁ ମାଗି ମାଗି ଦୁଇ ରୁ ତିନି ହଜାର ଟଙ୍କା ପର୍ଯ୍ଯନ୍ତ କରିଥାନ୍ତି । ଓ ଏମିତି ବି ସେ ସେଷ୍ଚନରେ ବି ଏହି ପ୍ରକାରର ମାଗି ଦିନ କୁ ପ୍ରାୟ 3 ରୁ 5 ହଜାର ପର୍ଯ୍ଯନ୍ତ କମାଣି କରିଥାନ୍ତି । ଏମିତି ରେ ଆପଣଙ୍କୁ କହି ଦେଉଛୁ କି ଏହି ଭିକାରୀର ତିନୋଟି ସ୍ତ୍ରୀ ରହି ଥିବାର ଜଣା ପଡିଛି ।

ଏହା ସହିତ ଏହି ବିକାରୀ ଜାହାଙ୍କ ନାମ ଛୋଟୁ ବାରିକ ବୋଲି କହିଛନ୍ତି । ସେ ଏବେ ପର୍ଯ୍ଯନ୍ତ ଏପରି ମାଗି ମାଗି ବହୁତ ଟଙ୍କା କମାଣି କରିବାର ଜଣା ପଡିଛି । ଓ ଏବେ ସେ ଭେଷ୍ଟିଇଜ କମ୍ପାନୀ ର ଗୋଟିଏ ଗୋଟିଏ ବଡ ମେମ୍ବର ବୋଲି ବି କହିଛନ୍ତି । ଓ ସେ ସେହି ଥିରୁ ବି ବହୁତ ଟଙ୍କା ଆୟ କରିଥାନ୍ତି । ଏହା ସହିତ ସେ କହିଛନ୍ତି ସେ ଚାହିଁଥିଲେ ଏମିତି ଭିକ ମାଗି କିଛି ବେପାର କରି ପାରନ୍ତେ କିନ୍ତୁ ଏହା ସହିତ ସେ କହିଛନ୍ତି କି ଭିକ ମାଗିବା ହେଲା ତାଙ୍କର ଗୋଟିଏ ପେସା ସେ ପିଲା ଦିନରୁ ହିଁ ଏପରି ଭିକ ମାଗି ଆସୁଛନ୍ତି । ଓ ଏମିତି ଭିକ ମାଗିବା ପାଇଁ ତାଙ୍କୁ ଟିକିଏ ବି ଲାଜ ଲାଗେ ନାହିଁ । ଏପରି ବେଳେ ସେ ଏହା ବି କହିଛନ୍ତି କି ସେ ଆଗକୁ ତାଙ୍କ ପିଲା ଙ୍କୁ ବି ଆଗକୁ ଆଗକୁ ଆସି ଭିକ ମଗା କରିବେ ବୋଲି ।

ତେଣୁ ଆପଣଙ୍କୁ ଆମେ ଅନୁରୋଧ କରୁଛୁ ବନ୍ଧୁଗଣ ଯେବେବି ଆପଣ କାହାକୁ କିଛି ଦାନ ଧର୍ମ କରୁଛନ୍ତି, ଉଚିତ ଓ ଯୋଗ୍ୟ ବ୍ୟକ୍ତିକୁ ଦାନ କରନ୍ତୁ, ସମ୍ପରଣ୍ଣ ରୁପେ ସୁସ୍ତ ଥିବା ଲୋକକୁ ଦାନ କରନ୍ତୁ ନାହିଁ , ଏହି କଥାକୁ ସେୟାର କରି ସମସ୍ତଙ୍କୁ ଅବଗତ କରାନ୍ତୁ

Leave a Reply

Your email address will not be published. Required fields are marked *