ଭାରତରେ ଖୁବ ଜୋର ରେ ବ୍ୟାପୁଛି ଏହି ରୋଗ, ଆପଣବି ଏହି ରୋଗର ସଂକ୍ରମଣ ହୋଇନାହାନ୍ତି ତ ? ଜାଣି ନିଅନ୍ତୁ

ସଭ୍ୟ ସମାଜ ଯେତେ ଆଧୁନିକତାର ଦୀଗରେ ଗତିଶିଳ ହେଉଛି, ଏ ସମାଜରେ ବିପଦ ବିପତ୍ତି ସେତେ ବଢିବାରେ ଲାଗୁଛି , ଏବେ ଏ ସମାଜରେ ଏମିତି କିଛି ରୋଗ ଦେଖା ଦେଲାଣି ଜାହାର ନିରାକରଣ ବିଞ୍ଗାନ ଦ୍ବାରା ସମ୍ଭବ ହୋଇ ପାରୁନାହିଁ । ଆପଣତ କ୍ୟାନସର ବା କର୍କଟ ରୋଗ ବିଷୟରେ ଜାଣିଥିବା, ଯାହାର ବର୍ତମାନ ପର୍ଯ୍ୟନ୍ତ କୌଣସି ନିରାକରଣ ବ୍ୟବସ୍ତା ବା ପକ୍ରିୟା ଠାବ କରାଯାଇ ପାରୁ ନାହିଁ ।  ଆଜି ଆମେ ଆପଣଙ୍କୁ ଏମିତି କିଛି ରୋଗ ବିଷୟରେ କହିବାକୁ ଜାଉଛୁ, ଯେଉଁ ରୋଗ ଏବେ ଭାରତରେ ହୁ ହୁ ହୋଇ ବଢିବାରେ ଲାଗିଛି ।

ତ୍ୱଚାରେ ଯାଦୁ, କାଛୁ କୁଣ୍ତିଆ ସବୁଠାରୁ ଖତରନାକ ରୋଗ ହୋଇଥାଏ । ଚର୍ମ ରୋଗ ଶ୍ରେଣୀରେ ଆସୁଥିବା ଏହି ରୋଗ ଯଦି ଟିକେ ଅବହେଳା କରିଦିଆଯାଏ ତେବେ ଏହା ସବୁଦିନ ପାଇଁ ରହିଯାଇଥାଏ । ଏହାପରେ ଆପଣ ଯେତେ ବି ଚିକିତ୍ସା କରିନିଅନ୍ତୁ ନା କାହିଁକି ଏହା ପୁଣି ପଳେଇଆସିଥାଏ । କାଛୁ ଦ୍ୱାରା ହୋଇଥିବା କଳା ଦାଗ କୁ ବି ଏକଜିମା କୁହାଯାଇଥାଏ । ଏହା ସାଧାରଣତଃ ଗୁପ୍ତାଙ୍ଗ ପାଖାପାଖି ସ୍ଥାନରେ ହୋଇଥାଏ । ଏବେ ଋତୁ ପରିବର୍ତ୍ତନ ହେତୁ ଓଡିଶାରେ ଏହି ରୋଗର ମାତ୍ରା ବଢିବାରେ ଲାଗିଛି । ଆପଣ ଜାଣି ଆଶ୍ଚଯ୍ୟ ହେବ 10 ରୁ 6 ଜଣ ପୁରୁଷଙ୍କୁ ଏମିତି ରୋ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ରୋଗର କାଣ କଣ , ଏଥିରୁ ରକ୍ଷା ପାଇବା କେମିତି ଓ ଏହାର ଲକ୍ଷଣ ସହ ନିରାକରଣ ।

ଲକ୍ଷଣ : ତ୍ୱଚାରେ ଲାଲ୍ ଦାଗ ଦେଖାଦେବା । କୁଣ୍ତିଆ , ଜଳନ , କିମ୍ବା ଦାଗ ରୁପରେ ଖେଳିଥାଏ । ଏହା ପୁରା ଶରୀରରେ ଏକଜିମା ହେବାର ସ୍ଥିତି ହୋଇଥାଏ । ଜ୍ୱର ହେବା ଏହାର ଲକ୍ଷଣ ଅଟେ ।

କାରଣ : ଏହି ସମସ୍ୟା ସାଧାରଣତଃ କେମିକାଲ୍ ଯୁକ୍ତ ସାବୁନ, ଚୁନ , ସୋଡା, ଡିଟର୍ ଜେଣ୍ଟ ର ଅଧିକ ବ୍ୟବହାର ଓ ମାସିକ ଧର୍ମରେ ଅନିୟମିତତା , କବଜ୍ମ୍ ରକ୍ତ ବାହାରିବା ଓ ଅନ୍ୟ କାଛୁ , ପାଣି କୁଣ୍ତିଆ ବ୍ୟକ୍ତିଙ୍କ କପଡା ପିନ୍ଦିବା ଦ୍ୱାରା ହୋଇଥାଏ ।

ଉପାଚାର : ସାଧାରଣତ ଏହି ରୋଗ ହେଲେ ଡାକ୍ରଙ୍କର ପରାମର୍ଶ ନିଅନ୍ତୁ, ସାବୁନ ସାମ୍ପ ଭଳି ପଦାର୍ଥର ବ୍ୟବହାର ବନ୍ଦ କରି ଦିଅନ୍ତୁ ,  ଗାଧୋଇସାରିବା ପରେ ନଡିଆର ତେଲ ଲଗାନ୍ତୁ । କିଛି ଆଣ୍ତି ଫଙ୍ଗଲ୍ କ୍ରିମ୍ ଲଗାଉଥିଲେ ଡାକ୍ତରଙ୍କୁ ପଚାରି ଓ ପରାମର୍ଶ ନେଇ ବ୍ୟବହାର କରନ୍ତୁ । ମଝିରେ ଛାଡିଦେଲେ ଏହା ଦାଗ, ହୋଇଯାଇଥାଏ ।କପଡାରେ ସାବୁନ୍ ଓ ଡିଟର୍ ଜେଣ୍ଟ ଲଗାଇବା ପରେ ତାକୁ ଭଲ ସେ ଧୋଇ ଦିଅନ୍ତୁ । ଓ କପଡାକୁ ସୁଖିଲାପରେ ପିନ୍ଦନ୍ତୁ

କେବଳ ଆପଣ ସଚେତନ ହେଲେ ଚଳିବନି, ଆପମହ୍କ ପାଖ ଆଖରେ ଥିବା ଲୋକଙ୍କୁ ବି ଯଦି ଏହି ରୋଗ ହୁଏ, ତେବେ ଏହା ଆପଣହ୍କ ଉପରକୁ ଡେଇଁ ଥାଏ ମଧ୍ୟ, ତେଣୁ ସେମାନଙ୍କୁୁ ବି ସଚେତନ କରାନ୍ତୁ ଗୋଟିଏ ସେୟାର କରି .. ଧନ୍ୟବାଦ

 

Leave a Reply

Your email address will not be published. Required fields are marked *