ପ୍ରିୟା ପ୍ରକାଶ ବ୍ୟାରିୟରଙ୍କୁ ଭୁଲିଯିବେ, ଏହି ଝିଅର ଭାଇରାଲ ଫଟୋ ଗୁଡିକୁ ଦେଖିଲେ

ଆପଣ ମାନେ ସମସ୍ତେ ଜାଣିଥିବେ ଆଉ ଦେଖିଥିବେ ମଧ୍ୟ କିଛି ଦିନ ତଳେ କେରଳର ଜଣେ ନବଜାତ ହିରୋଇନଙ୍କର ଫଟୋ ଓ ଭିଡିଓ ଇଣ୍ଟରନେଟରେ ନିଆଁ ପରି ବ୍ୟାପିଯାଇଥିଲା । ତାଙ୍କର ସୁନ୍ଦରତାରୁ ଆରମ୍ଭ କରି ତାଙ୍କର ଆଖିଠାର ପର୍ଯନ୍ତ ଥିଲା ସବୁରି ଆକର୍ଷଣର ମୁଳ ବିନ୍ଦୁ , ଚାହୁଁ ଚାହୁଁ ସେ ବନିଯାଇଥିଲେ ସେସିଆଲ ମିଡିଆର ରାଣୀ, ବିଭିନ୍ନ ଫେସବୁକ ପେଜରୁ ଆରମ୍ଭ କରି, ୟୁଟୁବ ପର୍ଯ୍ୟନ୍ତ ସବୁଆଡେ ତାଙ୍କର ଫଟୋ ଓ ଭିଡିଓର ଚର୍ଚା ଚାଲିଥିଲା  । ଗୋଟିଏ ଦିନ ଭିତରେ ଇନଷ୍ଟାଗ୍ରାମରେ ତାଙ୍କୁ 10 ଲକ୍ଷରୁ ବି ଅଧିକ ଲୋକ ଫୋଲ କରୁଥିଲେ  । ସେ ବହୁତ ଦିନ ଧରି ଚର୍ଚାରେ ରହିଥିଲେ  ।

ଏବେ ପ୍ରିୟା ପ୍ରକାଶଙ୍କ ପରି ଆଉ ଜଣେ ହିରୋଇନ ସୋସିଆଲ ମିଡିଆରେ ଖୁବ ଚର୍ଚାରେ ଅଛନ୍ତି, ତାଙ୍କର ସୁନ୍ଦରତା ପାଇଁ ତାଙ୍କୁି ପ୍ରିୟା ପ୍ରକାଶଙ୍କଠୁ ବି ଅଧିକ ତାରିଫ ମିଳିଛି  । ସେହି ହିରୋଇନଙ୍କ ନାଁ ହେଉଛି ପ୍ରିୟା ଗୁପ୍ତା  । ସେ ଜଣେ ବହୁତ ବଡ ମଡେଲ, ବିଭିନ୍ନ ଆଡଭଟାଇଜରେ ମଧ୍ୟ ଦର୍ଶକ ତାଙ୍କର ଜାଦୁ ଦେଖି୍ଛନ୍ତି  । ସେ ଗୋଟିଏ ପିଲ୍ମରେ ମଧ୍ୟ ନଜରରେ ଆସିଥିଲେ ସେ ପିଲ୍ମଟିର ନା ହେଉଛି ଫାରତୁ  । ଏବେ ଇନ୍ଯଷ୍ଟାଗ୍ରାମରେ ଭାଇରାଲ ହୋଇିବା ତାଙ୍କର କିଛି ଫୋଟୋ ଦେଖନ୍ତୁ  ।

1

View this post on Instagram

🧜🏼‍♀️

A post shared by Puja Gupta (@iampujagupta) on

2

View this post on Instagram

🤸🏻‍♂️🧘🏻‍♀️🏋🏻‍♂️

A post shared by Puja Gupta (@iampujagupta) on

3

View this post on Instagram

Oh baby! sometimes all I want is a rose 🌷

A post shared by Puja Gupta (@iampujagupta) on

4

କଣ ଭାବୁଛନ୍ତି, ସତରେ ବହୁତ ସୁନ୍ଦର ନା..

 

Leave a Reply

Your email address will not be published. Required fields are marked *