ପାଖରେ ଏମିତିକ 1ଟଙ୍କିଆ ମୁଦ୍ରା ଅଛି କି ? 1 ଟଙ୍କିଆ କଏନ ଏବେ ବିକ୍ରି ହେଉଛି 5 ଲକ୍ଷ ଟଙ୍କାରୁ ଅଧିକ ଦାମରେ, ଜାଣନ୍ତୁ କିମେତି ବିକିବେ

ପ୍ରଥମର ଆମେ ଲେଖି ରଖୁଛୁ ଏହି ଖବର ସଂମ୍ପର୍ଣ୍ଣ ରୁପେ ସତ ଘଟଣା, ଆପଣ OLX ଏବଂ Quicker ଭଳି ସାଇଟରେ ଏମିତିକା କଏନ ବିକ୍ରି ହେଉଥିବାର ଦେଖି ପାରିବେ, ଉପରେ ଦେଖି ପାରୁଥିବା ଚିତ୍ର ଭଳି ଯଦି ଆପଣଙ୍କ ପାଖରେ ବି ଏମିତିକା ଏକ ଟଙ୍କିଆ କଏନ ଅଛି, ତେବେ ଆପଣ ହୋଇପାରିବେ ମାଲାମାଲ । ହଁ ଆଜ୍ଞା ଯଦି ଆପଣଙ୍କ ପାଖରେ ଅଲଗା ଅଲଗା ମସିହାର 1 ଟଙ୍କିଆ ମୁଦ୍ରା ଅଛି ତେବେ ଆପଣଙ୍କୁ 5 ଲକ୍ଷ ମିଳିପାରେ , କ୍ୱିକର୍ ଯେପରି ସାଇଟ୍ ଗୁଡିକରେ ଏହି ମୁଦ୍ରା ବିକ୍ରି କରାଯାଉଛି , ଏହା ସହ ମା ବୈଷ୍ଣୋ ଦେବୀଙ୍କ ଫଟୋ ଥିବା ମୁଦ୍ରା ବି 72 ହଜାରରେ ବିକ୍ରି କରାଯାଉଛି । ତଳେ ଥିବା ଫଟୋଟିକୁ ଆମେ ଆଜି କୁଇକର ସାଇଟରୁ ଆଣିଛୁ, ଯାହାର ମୁଲ୍ୟ ପାଖା ପାଖି 5 ଲକ୍ଷ ରଖାଯାଇଛି ।

କିଛି ଏୌତିହାସିକ ବିସାରଦଙ୍କ ମତରେ ଏହି ମୁଦ୍ରା ଗୁଡିକ ସଂଗ୍ରହ କରାଯାଇ ବିଭିନ୍ନ ମ୍ୟୁଜିୟମରେ ରଖାଯାଉଅଛି । ଏବଂ ଏହି ମୁଦ୍ରା ଗୁଡିକର ମୁଲ୍ୟ ମଧ୍ୟ ଅଲଗା ଅଲଗା ହୋଇପାରେ । ଆପଣଙ୍କ ପାଖେ ଥିବା ମପଦ୍ରା ଯେତେ ପୁରୁଣା ଅଥବା ଯେତେ ଦୁର୍ଲଭ ହେବ , ସେହି ହିସାବରେ ତାର ଦାମ ମଧ୍ୟ ବଢି ବଢି ଚାଲିବ । ଯଦି ଆପଣଙ୍କ ପାଖେ 1 ଟଙ୍କିଆ ସିଲଭର ମୁଦ୍ରା ତାହେ ତାହାଲେ ଆପଣ କୋଟିପତି ହୋଇଯିବେ । କାରଣ ସେହି ମୁଦ୍ର ଗୁଡିକର ଦାମ ଏବେ ବହୁତ ଅଧିକ ଅଛି । ଯାହା ପାଖା ପାଖି 50 ଲକ୍ଷରୁ ବି ଅଧିକ । ଅମେ ଆପଣହ୍କୁ କହି ରଖୁଛୁ କି ଏହି ମୁଦ୍ରା ଗୁଡିକ  1900 ମସିହାରୁ 1950 ମସିହା ଭିତରେ ହିଁ ରୌପ୍ୟ ମୁଦ୍ରାର ପ୍ରଚଳନ ହୋଇଥିଲା, ତା ପରେ  ଏହା ସଂମ୍ପର୍ଣ ରୁପେ ମୁଦ୍ରଣ ବନ୍ଦ ହୋଇ ଯାଇଥିଲା । ସେ ସମୟର ରୌପ୍ୟ ଗୁଡିକର ମୁଲ୍ୟ ମଧ୍ୟ ବହୁତ ଅଧିକ, ଯେଉଁଥିପାଇଁ ସେହି ମୁଦ୍ରା ଗୁଡିକର ଦାମ ମଧ୍ୟ ଅଧିକ ।

ଭାରତର ସବୁଠୁ ବଡ ନ୍ୟୁଜ ପେପର ହାଉସ ଦ ହିନ୍ଧୁ , ଯାହାକୁ ଲକ୍ଷ ଲକ୍ଷ ଲୋକ ଫଲୋ କରନ୍ତି  , ତାର ତଥ୍ୟ ଅନୁସାରେ ମୋଗଲ ସମ୍ରାଟ ଆକବରଙ୍କ ସମୟରେ ମଧ୍ୟ କେତେକ ରୌପ୍ୟ ମୁଦ୍ରାର ପ୍ରଚଳନ କରାଯାଇଥିଲା । ବିଶେଷ କରି ବାରଟି ରାଶି ଉପରେ ରୌପ୍ୟ ମୁଦ୍ର ପ୍ରସ୍ତୁତ କରାଯାଇଥିଲା । ଯାହାର ଦାମ ବର୍ତ୍ତମାନ ସମୟରେ 1 କୋଟି ଟଙ୍କାରୁ ବି ଅଧିକ ଅଟେ । ଯଦି ଆଐପଣହ୍କ ପାଖେ ଏମିତି କିଛି ଦୁର୍ଲଭ ମୁଦ୍ରା ଅଛି, ତେବେ ଆପଣ ନିଜେ OLZ କିମ୍ବା Quicker ଭଳି ସାଇଟରେ ସେଇ ମୁଦ୍ରାକୁ ବିକି କୋଟିପତି ହୋଇ ପାରିବେ ।

ପୁଣି ଶେଷରେ ଆମେ କହି ରଖୁଛୁ ଏହା ସମ୍ପର୍ଣ ସତ ଘଟଣା ଅଟେ । ଆପଣ ଚାହିଁଲେ OLX ଏବଂ Quicker ରେ ଏମିତି ମୁଦ୍ରା ବିକ୍ରି ହେଉଥିବାର ଦେଖି ପାରିବେ । ଯଦି ଆପଣଙ୍କ ପାଖରେ ବି ଏମିତି ମୁଦ୍ରା ଅଛି ତେବେ କମେଣ୍ଟରେ ଆମକୁ ନିଶ୍ଚୟ ଜଣାନ୍ତୁ । ଏହି ପୋଷ୍ଟକୁ ସେୟାର କରି ଓଡିଶାର ସବୁ ଲୋକଙ୍କ ପାଖେ ଏହି ଖବର ପହଞ୍ଚାନ୍ତୁ । ତଳେ ଗୋଟିଏ ଲାଇକ କରିବାକୁ ଯମାବି ଭୁଲିବେନି ।

10 Comments on “ପାଖରେ ଏମିତିକ 1ଟଙ୍କିଆ ମୁଦ୍ରା ଅଛି କି ? 1 ଟଙ୍କିଆ କଏନ ଏବେ ବିକ୍ରି ହେଉଛି 5 ଲକ୍ଷ ଟଙ୍କାରୁ ଅଧିକ ଦାମରେ, ଜାଣନ୍ତୁ କିମେତି ବିକିବେ”

Leave a Reply

Your email address will not be published. Required fields are marked *