ଭୁଲରେ ବି ସାଙ୍ଗ ମାନଙ୍କ ସହିତ ସେୟାର କରନ୍ତୁ ନାହିଁ ଏହି କଥା । ନଚେତ ବଡ ଗଡବଡ ହୋଇପାରେ ।

ଆପଣଙ୍କ ଜୀବନରେ ଯେତେବେଳେ କୈଣସି ବଡ ଘଟଣା ଘଟିଥାଏ ସେ ଦୁଖଃର ହେଉ ବା ସୁଖର ଆପଣ ପ୍ରଥମେ କାହା ସହିତ ସେୟାର କରନ୍ତି । ଆମେ ଜାଣିଛୁ ଅଲଗା ଅଲଗା ଲୋକଙ୍କର ଅଲଗା ଅଲଗା ବିଚାର ହେବ । କିଏ କହିବେ କି ସେ ତାଙ୍କ ଭଉଣୀଙ୍କ ସହିତ ବା କିଏ କହିବେ ତାଙ୍କ ମାଙ୍କ ସହିତ କିନ୍ତୁ ଜୀବନରେ କିଛି ଏପରି ବି କଥା ରହିଥାଏ ଯେଉଁ ଗୁଡିକୁ ଆମେ କେବଳ ସାଙ୍ଗ ମାନଙ୍କ ସହିତ ହିଁ ସେୟାର କରିଥାଉ । ସାଙ୍ଗ ହିଁ ଗୋଟିଏ ଏପରି ଜଣେକି ଆପଣଙ୍କ ମନର ଭାବନାକୁ ବହୁତ ଭଲ ଭାବେ ବୁଝିପାରେ । କିନ୍ତୁ ଏପରି ବେଳେ ଆମେ ଆପଣଙ୍କୁ ସଂମ୍ପୂର୍ଣ୍ଣ ଭାବେ କହିବା ପାଇଁ ଚାହୁଁଛୁ କି ଏହାର ଫଳ କେତେ ବେଳେ ବି ବହୁତ ଖରାପ ହୋଇ ପାରେ ।

କିଛି ଏପରି ବି କଥା ରହିଥାଏ ଯେଉଁ ଗୁଡିକୁ ଆପଣ ସାଙ୍ଗ ମାନଙ୍କୁ ତ କହି ଦିଅନ୍ତି କିନ୍ତୁ ଆମ ତରଫରୁ ଆମେ ଆପଣ ଙ୍କୁ କହିବା କି କେଉଁ କେଉଁ ପ୍ରକାରର କଥା ଆପଣ ଆପଣଙ୍କ ସାଙ୍ଗ ମାନଙ୍କ ସହିତ ସେୟାର ମୋଟେରୁ ବି କରନ୍ତୁ ନାହିଁ । ନେଚତ ଆପଣ ହିଁ ପରେ ଫସି ପାରନ୍ତି । ଏଇଟା ସଠିକ୍ କଥା କି ଆପଣ ନିଜ ବନ୍ଧୁ ବା ସାଙ୍ଗଙ୍କୁ ବହୁତ ଭରସା କରୁଥିବେ । କିନ୍ତୁ ଏପରି କଥା କେବେବି ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ଙ୍କୁ ବି କୁହନ୍ତୁ ନାହିଁ ।

ପ୍ରଥମେ ରହିଛି ଯଦି ଆପଣ କେବେ ପ୍ରେମରେ ପଡିଯାଉଛନ୍ତି ତେବେ ଆପଣ ସର୍ବ ପ୍ରଥମେ ଆପଣଙ୍କ ସାଙ୍ଗ କୁହନ୍ତି ନା ନାହିଁ ହଁ । କିନ୍ତୁ ଏହି ସବୁ କଥା ବହୁତ ଭଲ । କିନ୍ତୁ ଯେବେ ଆପଣଙ୍କ ଜୀବନ ରେ ନିଜର ପାର୍ଟନର ଆସିଥାଏ ତ କିଛି କଥା ରହିଛି ଯେଉଁ ଟାକୁ ଆପଣ କେବଳ ନିଜ ସହ ଓ ଆପଣଙଅକ ପାର୍ଟନର ଙ୍କ ସହିତ ସେୟାର କରନ୍ତୁ ନା କି ଆପଣଙ୍କ ସାଙ୍ଗ ।

ଏପରି ବି ହୋଇ ଥାଏ କି କେବେ ଯଦି ଆପଣଙ୍କ ପାର୍ଟନରଙ୍କ ଘରେ ବାପା ମା ଙଅକ ଭିତରେ ଝଗଡା ହେବାର ବା ଭାଇ ଭାଉଜ ସହିତ ପଟୁନୀ ବା ଜନ୍ମ ରୁ ନେଇ କିଛି ବି ବିବାଦ ରହିଛି ଏପରି କିଛି ବି କଥା ଆପଣଙ୍କୁ କେବେ ବି ନିଜ ସାଙ୍ଗଙ୍କୁ କହିବା କଥା ନୁହେଁ । ଆପଣ ଯେତେବେଳେ ପ୍ରେମ ରେ ରହିଥାନ୍ତି । ତ ଆପଣ ଜୀବନ ଗୋଟିଏ ହୋଇ ରହେ ନାହିଁ । ନିଜର ପାର୍ଟନର ଙ୍କୁ ଖୁସି କରିବା ପାଇଁ ଓ ତାଙ୍କୁ ନିଜ ଆଡକୁ ଆକର୍ଷିତ କରବା ପାଇଁ ତାଙ୍କୁ ବହୁତ ଗୁପ୍ତ କଥା ଓ ଏପରି କି ସେକ୍ସ କଥା ବି କହିଥାନ୍ତି । କିନ୍ତୁ ଏହା ଆପଣଙ୍କର ବ୍ୟକ୍ତିଗତ କଥା । ଏହାକୁ ଆପଣଙ୍କ ସାଙ୍ଗ ସହିତ ସେୟାର କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *