ରଚିଦେଲେ ନୁଆ ଇତିହାସ ଯୁବରାଜ ସିଂ, 7 ଟି ବଲରେ କରିଦେଲେ 52 ରନ, ଦଳକୁ ଫେରିବା ନେଇ ଆସିଲା ଏହି ନିଷ୍ପତି

ଯେବେ କ୍ରିକେଟର କଥା ଆସେ ତେବେ ସାଙ୍ଗେ ସାଙ୍ଗେ ଆମ ମନକୁ ଆସିଯାଏ, ଅନେକ ଭାରତୀୟ ଦିଗଜ ଖେଳାଳୀଙ୍କ ବିଷୟରେ । ଭାରତୀୟ କ୍ରିକେଟ ଟିମ ନିକଟ ଅତୀତରେ ଏମିତି ଖେଳାଳୀ ମାନଙ୍କୁ ପାଇଥିଲା, ଯେଉଁମାନେ ନିଜର ଉନ୍ନତ ଖେଳ କୌଶଳ ଓ ଅନ୍ଦାଜରେ କୋଟି କୋଟି ଖେଳ ପ୍ରେମିଙ୍କ ହୃଦୟରେ ଘର କରି ନେଇଛନ୍ତି । ଜେବେ କ୍ରିକେଟର କଥା ପଡେ, ସେ ସାମ୍ମାନକୁ ଆସିଯାଏ ଭାରତୀୟ କ୍ରିକେଟର ଜଣେ ବିଷ୍ପୋରକ ବ୍ୟାଟସ୍ ମ୍ୟାନ ତଥା ଅଲ ରାଉଣ୍ଡର ଜୁବରାଜ ସିଂ କଥା । କିଏ ବା କେମିତି ଭୁଲି ପାରିବ ତାଙ୍କର ସେହି 6 ବଲରେ 6 ଛକା ଆଉ ମାତ୍ର 12 ଟା ବଲରେ 50 ରନର ବିଶ୍ବ ରେକଡ କଥା । କ୍ୟାନସରରୁ ଭଲ ହେବା ପରେ ତାଙ୍କର କ୍ରିକେଟ କ୍ୟାରିୟର ଭଲ ନଥିଲେ ମଧ୍ୟ ସେ ଅନେକ ଥର ଦଳରେ ସାମିଲ ହୋଇଥିଲେ । ହେଲେ ଭଲ ପର୍ଦଶନ କରି ପାରିନଥିଲେ, ହେଲେ ଏବେ ଏବେ ସେ ଏକ ନୁଆ ରେକଡ ସୃଷ୍ଟି କରି ସବୁ ଆଡେ ଚର୍ଚାରେ ଅଛନ୍ତି ।

ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଯୁବରାଜ ଜଣେ ଭଲ ଖେଳାଳି ଅଟନ୍ତି  |କିନ୍ତୁ ବର୍ତମାନ ସମୟରେ ନିଜର ଖରାପ ଫର୍ମ ପାଇଁ  କ୍ରିକେଟ ବୋର୍ଡ ସବୁ ଖେଳରୁ ଚୟନ କଲା ବେଳେ ତାଙ୍କୁ ନଜର ଅନ୍ଦାଜ଼ କରିଦେଉଛି |କିନ୍ତୁ ଆଜି ଆମେ ଆପଣଙ୍କୁ ଯୁବରାଜଙ୍କର ଏକ ନୂଆ ରେକର୍ଡ ବିଷୟରେ ଜଣାଇବୁ ,ଆଜ୍ଞା ହଁ ବିଜୟ ହଜାରେ ଟ୍ରଫି ରେ ସେ ଏପରି ଏକ ବିରଳ ରେକର୍ଡ କରିଦେଇଛନ୍ତି ଯେଉଁ କଥା ଏବେ ସାରା ଦେଶରେ ଚର୍ଚୀତ କାହାଣୀ |ଆପଣାକୁ ବୋଧେ ଜାଣିଥିବେ ଗତକାଲି ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଏହି ଖେଳ ହୋଇଥିଲା ,ଯେଉଁଥିରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୪୫ ରନ ର ବିଶାଳ ସ୍କୋର କରିଥିଲା |ଏହାକି ଜିତିବା ପାଇଁ ପଞ୍ଜାବ ର ଖେଳାଳି ମାନେ ମଧ୍ୟ ଦୃଢ ମନୋବଳ ନେଇ ଖେଳିଲେ |ଏହା ପରେ ଯୁବରାଜ ସିଂ ପାଳି ଆସୁଲା ଏବଂ ସେ ନିଜର ଖେଳ ମାଧ୍ୟମରେ ଏପରି ରେକଡ କଲେ ପୁରା ଦେଶ ଜାଣି ଚକିତ ହୋଇଗଲା  ।

ଆପଣ ଜାଣି ଆଶ୍ଚଯ୍ୟ ହେବେ ଯେ ପଞ୍ଜାବକୁ ଜିତିବା ପାଇଁ 16 ବଲରୁ 82 ରନର ଆବଶ୍ୟକ ଥିଲା, କ୍ରିଜ ରେ ଥିଲେ ଯୁବରାଜ ସିଂ ଓ ସେ  ୬ ଗୋଟି ଲମ୍ବା ଛକା ମାରିଥିଲେ |ଏହା ସହ ୪ଟି ନୋ ବଲ ରେ ସେ ୪ଟି ଚୌକ ଲଗେଇଥିଲେ ଓ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ | ମାତ୍ର 7ଟି ବଲ ଖେଳି ସେ 52 ରନ ସଂଗ୍ରହ କରିବା ସହ ବିଶ୍ବ ରେକଡ ସୃଷ୍ଠି କରିଛନ୍ତି,  ଅବଶ୍ୟ ସେ ମ୍ୟାଚ ରେ ପଂଜାବ କୁ ହାରିବାକୁ ପଡିଥିଲା |କିନ୍ତୁ ଯୁବରାଜ ସିଂ ସମସ୍ତଙ୍କ ହୃଦୟ ଜିତିଗଲ ଓ ସେ ପ୍ରମାଣ କରିଦେଲେ ଯେ ସେ ପୁଣି ଦଳକୁ ଆସିବା ପାଇଁ ହକଦାର,

ଯଦି ଆପଣବି ଯୁବରାଜଙ୍କୁ ପସନ୍ଦ କରନ୍ତି ତେବେ ଏବେ ହିଁ ଏ ପୋଷ୍ଟକୁ ସେୟାର କରିବା ସହିତ, 2019 ବିଶ୍ବକପରେ ଯୁବରାଜ ଦଳରେ ସାମିଲ ହେବା ଆବଶ୍ୟକ ନା ନାହିଁ କମେଣ୍ଟରେ ଜଣାଇବେ,

Leave a Reply

Your email address will not be published. Required fields are marked *