ପୁଅ 10 ଦିନ ର ଥିଲା ବେଳେ ସ୍ବାମୀ ଙ୍କ ମୃତ୍ୟୁ ହୋଇଗଲା, ପରେ ସିଲେଇ ମେସିନ ପକାଇଲେ ଏବେ 11 ବର୍ଷ ପରେ MA_BEd ପଢି ହେଲେ ଶିକ୍ଷୟତ୍ରୀ ।

ଉପରେ ଦେଖିପାରୁଥିବା ମହିଳାଙ୍କ ନାଁ ହେଉଛି ସୁନ୍ଦର କବର, ତାଙ୍କର ସଂଘ୍ରଷର କାହାଣୀ ପଢିଲେ ଆପଣଙ୍କ ଆଖିରେ ଲୁହ ଅସିଯିବ । 1999 ରେ ସୁନ୍ଦର ଙ୍କ ବିବାହ ହୋଇଥିଲା । ଓ ସେତେ ବେଳେ ସେ ବହୁତ ଛୋଟ ଥିଲେ । ଓ ଛୋଟ ବେଳରୁ ହିଁ ତାଙ୍କର ବିବାହ ଘର ଲୋକ କରି ଦେଇଥିଲେ । ତେଣୁ ସେ ସେତେ ବେଳ ସମୟ ରେ କେବଳ ନବମ ଶ୍ରେଣି ଯାଏଁ ହିଁ ପଢିଥିଲେ । 6 ବର୍ଷ ପରେ 2005 ରେ ତାଙ୍କ ଗୋଟିଏ ପୁଅ ଜନ୍ମ ହୋଇ ଥିଲା ।  ପରେ 2006 ରେ ବି ମଧ୍ୟ ଅଉ ଗୋଟିଏ ହୋଇଥିଲା ଏପରି ବେଳେ ସୁନ୍ଦର ଙ୍କ ଭାଗ୍ୟ ବହୁତ ଖରାପ ହୋଇଗଲା ଯେ ପୁଅ ର ଜନ୍ମର 10 ଦିନ ପରେ ତାଙ୍କ ସ୍ବାମୀ ଙ୍କର ମୃତ୍ୟୁ ହୋଇଥିଲା ।

କିନ୍ତୁ ଏଥିରେ ସୁନ୍ଦର ନିଜକୁ ହରାଇ ନଥିଲେ । ଏମିତିରେ ସେ ତାଙ୍କ ପରିବାର କୁ ସ୍ବାମୀ ଙ୍କ ବିନା କିପରି ଭାବେ ଚଳେଇ ନେବେ ତାହା ପାଇଁ ଯୋଜନା କରିଲେ । ତେବେ ସେ ସେହି ବର୍ଷ ହିଁ ଗୋଟିଏ ସିଲେଇ ମେସିନ ପକାଇଲେ ଓ ପିଲା ଙ୍କ ଗୁଜୁରାଣ ମେଣ୍ଟାଇବା ରେ ଲାଗି ପଡିଲେ । ସେତେ ବେଳ ସମୟ ରେ ସେ କେବଳ ନବମ ଶ୍ରେଣି ପର୍ଯ୍ଯନ୍ତ ହିଁ ପଢି ପାରିଥିଲେ । ଏବେ 10 ବର୍ଷ ପରେ ସେ ଆଉ ପଢିବା ପାଇଁ ଇଚ୍ଛା ପ୍ରକାଶ କରି ନଥିଲେ । ହେଲେ ତାହାରି ଭିତରେ ସେ ସିଲେଇ କାର୍ଯ୍ଯ କରିବା ସହିତ ସେ ଛୋଟ ପିଲା ଙ୍କୁ ବି ପାଠ ପଢାଇବାରେ ଲାଗି୍ଲେ । ପରେ ନିଜ ପିଲା ଙ୍କ ବଡ ହେବା ଦେଖି ତାଙ୍କ ମନ ରେ ଗୋଟିଏ ନୁଆ ଭାବନା ଜାଗ୍ରତ ହୋଇଥିଲା । ଓ ସେ ପୁଣି ଥରେ ପାଠ ପଢିବା ଆରମ୍ଭ କରିଥିଲେ ।

ପରେ ସେ ଦଶମ ଶ୍ରେଣି ପାସ କରି ଗୋଟିଏ ଉପି ସ୍କୁଲ ରେ ପାଠ ପଢାଇ ବା ଆରମ୍ଭ କରିଥିଲେ । ସେଠାରେ ବି ତାଙ୍କି କିଛି ନା କିଛି ଘର ଚଳାଇବା ପାଇଁ ମିଳିଯାଉ ଥିବା ବେଳେ ସେ ବର୍ତ୍ତମାନ ସମୟ ରେ MA_BEd ର ପରିକ୍ଷା ଦେଇ ଗୋଟିଏ ହାଇ ସ୍କୁଲ ର ଶିକ୍ଷକ ହେବା ରେ ସଫଲ ହୋଇଛନ୍ତି । ତେବେ ଏପରି କ୍ଷେତ୍ରରେ ଏହି କଥା ଲୋକ ଙ୍କୁ ଏପରି ପ୍ରେରଣା ଦେଉଛି କି । ଜୀବନ ରେ ଯେକୈଣସି କାର୍ଯ୍ଯ କରନ୍ତୁ ନା କାହିଁକି ଆପଣ ମନ ଲାଗାଇ କରିବା ଦ୍ବାରା ଆପଣ ଙ୍କ କାର୍ଯ୍ୟ ସଫଳ ହୋଇଥାଏ ଓ ଏପରିକି  ଜୀବନ ରେ ଆପଣ କେବେ ବି ନିଜକୁ ଦୁଖଃରେ ଭାଙ୍ଗି ପଡିବା କଥା ନୁହେଁ ନଚେତ ଆପଣଙ୍କୁ କିଛିବି କାର୍ଯ୍ଯ ସଫଳ ହେବ ନାହିଁ । ଓ ଚେଷ୍ଟା କଲେ ହିଁ ସବୁ କିଛି ସଫଳ ହୋଇଥାଏ ।

ଯଦି ଆପଣଙ୍କୁ ଏହି ସତ ଘଟଣାରୁ କିଛି ବି ପ୍ରେରଣା ମିଳିଥାଏ, ତେବେ ଏହି ପୋଷ୍ଟକୁ  ଏବେ ହିଁ ସେୟାର କରି, ସେହି ମହିଳାଙ୍କ ପାଇଁ ତଳେ ଗୋଟିଏ ଲାଇକ କରିବେ..

Leave a Reply

Your email address will not be published. Required fields are marked *