କେବେ ISIS ଙ୍କ କବଳରେ ଥିଲେ ନାଦିଆ ମୋର୍ଡ, ଦିନ ରାତି ହେଉଥିଲେ ରେପ । କିନ୍ତୁ ଆଜି 216 ଜଣଙ୍କ ମଧ୍ୟରୁ ନୋବେଲ ପୁରସ୍କାର ପାଇଁ ଚୟନ ହୋଇଛନ୍ତି ।

ଏହି ବର୍ଷ ସାନ୍ତିର ପୁରସ୍କାର ଇରାକର ନଦିଆ ମୋର୍ଡଙ୍କୁ ଦିଆଯାଉଛି । ଆପଣ ଏହି ଝିଅର କାହାଣୀ ସୁଣି ହୁଏତ ବହୁତ ଆଶ୍ଚର୍ଯ୍ଯ ହୋଇ ପାରନ୍ତି । ଆପଣଙ୍କୁ କହି ଦେବା ପାଇଁ ଚାହୁଁକି କିଛି ଲୋକ ଏପରି ବି ଦୁନିଆଁରେ ରହିଛନ୍ତି ଯେଉଁମାନେ କି ଜୀବନ ରେ ସଠିକ ମୁକାମ ଯାଏଁ ପହଁଚିବା ପାଇଁ ବହୁତ କଷ୍ଟ କରିଥାନ୍ତି । ଏମିତିରେ ଆପଣ ଏହି ଝିଅର କଥା ତ ସୁଣି ଥିବେ । ବର୍ତ୍ତମାନ ସମୟରେ ଏହି ଇରାକର ଝିଅ କୁ ନବେଲ ପୁରସ୍କାର ରେ ସମ୍ମାନିତ କରାଯିବାର ସୂଚନା ମିଳିଛି । ଏପରି ବେଳେ ଆମେ କହି ଦେଉଛୁ କି ଦୁନିଆଁର ଏ ହେଉଛନ୍ତି ଜଣେ ଏପରି ଲେଡିଜ ଯେକି ବହୁତ କମ ବୟସ ରୁ ହିଁ ଏହି ପୁରସ୍କାର ର ଅଧିକାରୀ ହୋଇଛନ୍ତି ।

ତେବେ ଏହା ପାଇଁ ସେ ମୋଟେରୁ ବି ଆଶ୍ଚର୍ଯ୍ଯ ହେବାର ନାହିଁ କାରଣ ସେ ଏହା ପୂର୍ବରୁ ବି ଏହିପରି ଭାବେ ଆଫଗାନିସ୍ତାନ ଠାରୁ ହରନର ର ଉପାଧି ପାଇ ଥିବାର ଜଣା ପଡିଛି । ତାଙ୍କର ଘର କଙ୍ଗ ସହରରେ ହୋଇଥିବା ବେଳେ ମୁଖବାଜ ରେ ସେ ଏକ ଘୋରଇ ଡାକ୍ତର ଖାନା ରେ କାମ କରୁଥିବା ଏହି ନଦିଆ ନବେଲ ପୁରସ୍କାର ପାଇଁ ବହୁତ ଥର ଆବେଦନ କରାଛନ୍ତି । କିନ୍ତୁ ଏପରି ବେଳେ ପରିମାଣ ସ୍ବରୁପ ତାଙ୍କୁ କିଛି ବି ମିଳି ନାହିଁ । ଏପରି ବେଳେ ନଦିଆର କାହିଣୀ ସେତେବେଳେ ମୋଡ ଆସିଲା ଯେତେ ବେଳେକି 2014 ରେ 21 ବର୍ଷ ବୟସରେ ତାଙ୍କୁ ଅପହରଣ କରାଇଥିଲା । ଓ ସେତେ ବେଳେ ଇରାକର କେହି ଜଣେ ISIS ତାଙ୍କୁ ଉଠେଇ ନେବା ସହିତ ତାଙ୍କୁ ବହୁତ ଟର୍ଚ୍ଚର କରିବା ସହିତ ତାଙ୍କର ବହୁତ ଥର ରେପ ବି କରିଥିଲେ ।

ସେହି ସମୟ ରେ ତାଙ୍କୁ ତିନି ମାସ ଯାଏଁ ବନ୍ଦି କରି ରଖା ଯାଇଥିଲା । ସେହି ଆତଙ୍କ ବାଦୀ ଙ୍କ କବଳ ରୁ ବାହାରୀ ବା ପରେ 2015 ରେ ଡିସେମ୍ବର ରେ ସେ ସେ ତାଙ୍କର ଏହି ଅପବିତ୍ର ଘଟଣା ସେ କାଉନସିଲ ରେ ଜଣାଇ ଥିଲେ । ଓ ଏହା ସହିତ କହିଥିଲେ କି ତାଙ୍କ ସାମ୍ନାରେ ହିଁ ତାଙ୍କ ଭାଇ ଓ ବାପା ଙ୍କ ମରି ଥିବାର । ଏହା ପରେ ସେ କହିଥିଲେ କି ତାଙ୍କ କଥା ସେଠାରେ କେହିବି ନସୁଣିବା ପରି ହୋଇଥିଲେ । କାରଣ ସେ ଭାରତୀୟ ଥିଲେ । ଓ ଏପରି ବେଳେ ପୁଣି ଗୋଟିଏ ଆତଙ୍କ ବାଦିକୁ ମୋତେ ଦିଆ ଗଲା ଓ ପରେ ମୁଁ ବହୁତ ଭିଗ ମାଗିଲି କିନ୍ତୁ ସେମାନେ ମୋ କଥା ସୁଣିଲେ ନାହିଁ ବରଂ ସେମାନେ ମୋ ସହିତ ସେହି ରାତି ରେ ରେପ କରିଲେ ଓ ସମସ୍ତଙ୍କ ଆଗରେ ବଦନାମ ବି କରିଲେ । ଓ ପରେ ମତେ ଭାରତୀୟ ଗାର୍ଡ ଙ୍କ ପାଖକୁ ପଠାଇ ଦିଆଜାଇଥିଲା। ଏପରି ବେଳେ ମୁଁ ଆତ୍ମହତ୍ୟା କରି ନଥିଲି ବରଂ କହିବାର ସହାସ ରଖିଥିଲି । କେବଳ ଖାସ ଏଇଥି ପାଇଁ ଆଜି ମୁଁ ନବେଲ ପରସ୍କାର ପାଇବା ପାଇଁ ଜାଉଛି ।

ଏହି ଝିଅଟିର କାହାଣୀ ସତରେ ପ୍ରେରଣା ଦାୟକ, ଜଦି ଆପଣଙ୍କୁ ଏ ଝିଅ ପାଇଁ ଗର୍ବ ହୋଇଥାଏ, ତେବେ ଗୋଟିଏ ସେୟାର ନିଶ୍ଚୟ କରିବେ..

Leave a Reply

Your email address will not be published. Required fields are marked *