ଏବେ ଭାରତକୁ ବି ଡରିବ ଆମେରିକା, ଭାରତ ବନିଗଲା ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ, ଗର୍ବରେ ଗୋଟିଏ ସେୟାର କର.

ଆମେରିକାର ପ୍ରତିବନ୍ଧକ ପରେବି ଏବେ ଭାରତ ଋଷିଆ ସହିତ ଡିଲ କରିବା ପାଇଁ ଯାଉଛି । ଦୁନିଆଁର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ଭିତରୁ ଗୋଟିଏ ଅସ୍ତ୍ର ଜାହାର ନାମ ହେଲା S-400 ତେବେ ଏହି ଅସ୍ତ୍ର କୁ 40 ହଜାର କୋଟି ଟଙ୍କା ରେ ଋଷ ଭାରତକୁ ଦେଉଛି । ଓ ଏପରି କ୍ଷେତ୍ରରେ ଆମ ପ୍ରଧାନ ମନ୍ତ୍ରୀ ଓ ରଷର ରାଷ୍ଟପତି ଙ୍କ ସହିତ ବୁଝା ମଣା ହୋଇ ସାରିଛି । ଏହି ଥିରେ ଜଣା ପଡିଛି କି ବର୍ତ୍ତମାନ ସମୟରେ ହୋଇଥିବା ଡିଲରେ ଏହି ଅସ୍ତ୍ର ଏକାବେଳେ 20 ରୁ ଅଧିକ ମିସାଇଲକୁ ଗଳେଇ ପକାଇବର କ୍ଷେମତା ରହିଛି ।  ଏଥି ସହିତ ଋଷର ରାଷ୍ଟ୍ର ପତି କହିଛନ୍ତି କି 2020 ସୁଧା ଆମକୁ ଏପରି ଆଉ ଗୋଟିଏ ଅସ୍ତ୍ର ବି ମିଳିବା ପାଇଁ ଜାଉଛି । ଆପଣଙ୍କୁ ଜାଣି ବହୁତ ଆଶ୍ଚର୍ଯ୍ଯ ଲାଗିବ କି ସେହି S 400 ରେ ସେତେ ବେଳେ ଏକା ବେଳେ 36 ଟି ମିସାଇଲ ଗଳି ପକାଇବାର ତାକତ ରକିବ ବୋଲି ଋଷ ର ରାଷ୍ଟ ପତି କହିଛନ୍ତି ।

ଏହା ସହିତ ଆମେ ଆପଣଙ୍କୁ କହି ଦେଉଛୁ କି । ଏହା ସହିତ ଏପରି ବହୁତ ପ୍ରକାରର ବୁଝା ମଣା ହୋଇଛି ଯେଉଁ ଥିରେ କି ଆଗ ସମୟ ରେ ଭାରତକୁ ବହୁତ ଲାଭ ମିଳି ପାରିବ । ଓ ଏପରି କ୍ଷେତ୍ରେ ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଆଜିଯାଏ ଭାରତ ବହୁତ ଥର ଋଷ ର ଟେକ୍ନଲୋଜି ବ୍ୟବହାର କରିଛନ୍ତି । ତେଣୁ ଏବେବି ସେଥି ପାଇଁ ଭାରତ ଆମେରିକାକୁ ଛାଡି ପୁଣି ଋଷର ଅସ୍ତ୍ର ବ୍ୟବହାର କରିବାରେ ଲାଗିଛି । ଏପରି ବେଳେ ଆମେରିକାର ରାଗ ଏଇତି ପାଇଁ ଭାରତ ଉପରେ କି 40 ହଜାର କୋଟି ଟଙ୍କା କମ ନୁହେଁ ତେଣୁ ସେମାନେ ଏହି ଡିଲ କୁ ହାତ ଛଡା କରିବା ପାଇଁ ଚାହୁଁ ନଥିଲେ ଓ ଖାସ ସେଇଥି ପାଇଁ ସେମାନେ ଭାରତ କୁ ଧମକ ଦେଉଛନ୍ତି ।

ଏପରି ବି ବହୁତ ପ୍ରକାରର ଫାଇଦା ରହିଛି । ଯଦି ଭାରତ ଋଷ ସହିତ ଏହି ଡିଲ କରୁଛନ୍ତି । ତେବେ ଏହି ପରିବି ସୁବିଧା ମିଳିବ ।

1. ରେଳ ନିର୍ମାଣ ରେ ସହାୟକ ହେବ । 2. MSME ସେକ୍ଟର ରେ ବି ସହାୟକ ବି ହେବ । 3. କାଶ୍ମୀର ଓ ଆସାମ ରେ ସହାୟକ ହେବ ଋଷ । 4. ଗଙ୍ଗା ନାୟ କମ୍ପାନୀ ର ବି ବହୁତ ଲାଭ ହେବ । 5. ଇନ୍ଟର ନେସନାଲ ଇନ୍ଷଚୁୟୁଟ ରେ ସହାୟକ । 6. ବିଯୁଳି ବତୀ ଓ ପରମାଣୁ କ୍ଷେତ୍ରରେ ଋଷିଆ ସହାଯକ ହେବ ବୋଲି କିହିଛନ୍ତି । ଋଷିଆ ର ରାଷ୍ଟପତି । ଯଦି ଭାରତୀୟ ବୋଲି ଆପଣ ନିଜକୁ ଗର୍ବୀତ ଅନୁଭବ କରନ୍ତି, ତେବେ ଏବେ ହିଁ ଏ ପୋଷ୍ଟକୁ ସେୟାର କରି ତଳେ ଲାଇକ କରିବା ସହିତ ଜୟ ହିନ୍ଦ ଲେଖିବେ..

Leave a Reply

Your email address will not be published. Required fields are marked *