ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ପଢି ନିଅନ୍ତୁ ଏ ଖବର, ଆସିଲା ବଡ ନ୍ୟୁଜ, ନଚେତ ପଡିବେ ଅସୁବିଧାରେ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭାରତର ସବୁଠାରୁ ବଡ ବ୍ୟାଙ୍କ କହିଲେ କିଛି ଭୁଲ ହେବନି, ଦେଶରେ ଜନ ଧନ ଜୋଜନା ଲାଗୁ ହେବା ପରେ ପ୍ରାୟ ଦେଶରେ ଅଧିକାଂଶ ଲୋକଙ୍କର ଷ୍ଟେଟ ବ୍ୟାଙ୍କରେ ଖାତା ରହିଅଛି । ଏବେ ଏବେ ସାମ୍ମାକୁ ଆସିଛି ଷ୍ଟେଟ ବ୍ୟାଙ୍କରେ ହୋଇଥିବା ଏକ ବଡ ପରିବର୍ତ୍ତନର, ଜାହାର ପରିଣାମ ଭୋଗିବେ ସାଧାରଣ ଜନତା । ଯଦି ଆପଣହ୍କ ପାଖେ ଷ୍ଟେଟ ବ୍ୟାଙ୍କର  ATM CARD ଥାଏ ତେବେ ନିଶ୍ଚୟ ପଢନ୍ତୁ ଏ ଖବର । ଏ ଖବର କେବଳ ଆପଣହ୍କ ପାଇଁ । ଯଦି ଆପଣ ଷ୍ଟେଟ ବ୍ୟାଙ୍କର ATM ର ବ୍ୟବହାର କରି ଟଙ୍କା ଉଠାଉଛନ୍ତି, ତେବେ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଏହି ବଡ ପରିବର୍ତ୍ତନ । ଆଗକୁ ଷ୍ଟେଟ ବ୍ୟାଙ୍କ ଗ୍ରାହକ ନିଜ ଏଟଏମ ବ୍ୟବହାର କରି ଆଉ ଉଠାଇ ପାରରିବେନି ଅଧିକ ଟଙ୍କା । ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଏହି ନିୟମଟି ଲାଗୁ କରିଛି , ଷ୍ଟେଟ ବ୍ୟଙ୍କର ମାଷ୍ଚେରୋ କିମ୍ବା କ୍ଲାସିକ କାଡ ଜଦି ଆପଣଙ୍କ ପାଖେ ଥାଏ, ତେବେ ଗୋଟିଏ ଦିନରେ ଆପଣ ଉଠାଇ ପାରିବେ ମାତ୍ର 20,000 ଟଙ୍କା । ଏହି ନୁଆ ନିୟମ ଗତ କାଲିଠୁ ଲାଗୁ ହୋଇ ସାରିଛି । ଯଦି ଆପଣ ଦିନକୁ 20,000 ରୁ ଅଧିକ ଉଠାଇବାକୁ ଚାହାନ୍ତି , ତେବ ବ୍ୟାଙ୍କ ସାହାଯ୍ୟରେ ଉଠାଇ ପାରିବେ କିମ୍ବା ନିଜ କାଡକୁ ବଦଳାଇ ଅଧିକ ଉଠାଣର ସୁବିଧା ପାଇ ପାରିବେ ।

ଏହି ନିୟମ ବଦଳେଇବାର କାରଣକୁ ନେଇ ବ୍ୟାଙ୍କ ଅଦିକାରି କହିଛନ୍ତି କି ବଢୁଥିବା ଅନଲାଇନ ଚୋରିକୁ ରୋକିବା ପାଇଁ ଏଭଳି ପଦକ୍ଷପ ନିଆ ଜାଇଛି । ଏହା ସହିତ ବ୍ୟାଙ୍କ ଏ ମଧ୍ୟ କହିଛି କି ଏହା ଦ୍ବାରା କ୍ୟାସଲେସ ଟ୍ରାନ୍ଜାକ୍ସନର ପ୍ରସାର ଘଟିବା ସହିତ ଲୋକ ଡିଜାଟଲ ହେବେ ।

ହେଲେ ଏହି ବଡ ନିୟମ ପରିବର୍ତ୍ତନରେ ଅନେକ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଆମେ କହି ରଖୁଛୁ କି ପଇସା ଉଠାଇବାର ମିନିମମ୍ ବାଲନସ୍ ରେ କୌଣସି ପରିବର୍ତ୍ତନ ହେବ ନାହିଁ । ମିନିମମ୍ ବାଲନ୍ସ ଉଠାଇବା ସେହି 100 ଟଙ୍କା ହିଁ ରହିବ । ଏ ଖବରକୁ ଅଧିକରୁ ଅଧିକ ସେୟାର କରି ଏବେହିଁ ସବୁ ଲୋକଙ୍କୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *