ଭାରତ ଓ ଋଷର ଏହି ଡିଲରେ ଭୟରେ ଥରିଲା ପାକିସ୍ତାନ ଓ ଚାଇନା, ପଢନ୍ତୁ ସମ୍ପର୍ଣ ଖବର

ରୁଷର ରାଷ୍ଟ୍ରପରି ଭ୍ଲାଦିମୀର ପୁତିନ୍ ଭାରତ ଗ୍ରସ୍ତରେ ଅଛନ୍ତି , ପୁତିନ୍ ଙ୍କ ଏହି ଗ୍ରସ୍ତରେ ଭାରତକୁ ଶକ୍ତି ମିଳିବ , ଯେଉଁଥିରେ ଭାରତର ଗୋଟେ ସୋପାନ ଆଗକୁ ବଢିଯିବ । ହଁ ଆଜ୍ଞା ରୁଷ୍ ଜରିଆରେ ଦେଶକୁ S-400 ମିଶାଇଲ୍ ଡିଫେନ୍ସ ସିଷ୍ଟମ୍ ମିଳିପାରେ , ଯେଉଁଥିରେ ଆଜି ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହେବ , ଏହି ମିଶାଇଲ୍ ପ୍ରଣାଳୀର କ୍ଷମତା ଏହି କଥାରୁ ଜାଣିପାରୁଥିବେ କି ଆମେରିକାର ସବୁଠାରୁ ଉନ୍ନତ ଫାଇଟର୍ ଜେଟ୍ F-35 କୁ ତଳେ ପକାଇଦେବାର କ୍ଷମତା ରଖୁଛି , S-400 କୁ ଆମେରିକା ତୃତୀୟ ଆଣ୍ତି ମିସାଇଲ୍ ସିଷ୍ଟମ୍ କୁ ଟକ୍କର ବୋଲି ମାନା ଯାଉଛି ,

ପୁତିନ୍ ଙ୍କ ଏହି ଯାତ୍ରା ସବୁଠାରୁ ବଡ କଥା କି ଏହି S-400 ମିସାଇଲ୍ ଡିଫେନ୍ସ ସିଷ୍ଟମ୍ ଉପରେ ଅଟେ , ଏହି ମିସାଇଲ୍ ପାଞ୍ଚ ଆରବ ଡଲାର୍ ମାନେ ପ୍ରାୟ ୩୭ ହଜାର କୋଟି ରୁ ଅଧିକା ଅଟେ , ପୁତିନ୍ ଙ୍କ ଏହି ଗ୍ରସ୍ତରେ ଆମେରିକାର ପୁରା ନଜର ଅଛି , ସେପଟେ ପାକିସ୍ଥାନ ବି ଏହି ମିସାଇଲ୍ ପାଇଁ ଭୟଭୀତ ହେଲା ଭଳି ଦେଖାଯାଉଛି , ଭାରତ ପହଞ୍ଚିବାପରେ ରାଷ୍ଟ୍ରପତି ପୁତିନ୍ ସିଧା ପିଏମ୍ ଙ୍କ ଆବାସରେ ପହଞ୍ଚିଲେ , ପିଏମ୍ ଆବାସରୁ ପିଏମ୍ ମୋଦୀ ତାଙ୍କର ଜୋରଦାର୍ ସ୍ୱାଗତ କରିଥିଲେ , ପିଏମ୍ ପ୍ରଥମଥର ରୁଷ୍ ଭାଷାରେ ଟ୍ୱିଟ୍ କରିଥିଲେ , ଏହି ଟ୍ୱିଟ୍ ରେ ରାଷ୍ଟ୍ରପତି ପୁତିନ୍ ଙ୍କୁ ସେ ସ୍ୱାଗତ କରିଥିଲେ , ଭାରତ ପହଞ୍ଚିବାପରେ ରାଷ୍ଟ୍ରପତି ପୁତିନ୍ ଙ୍କୁ ସ୍ୱାଗତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ କରିଥିଲେ ।

ପୁତିନ୍ ଭାରତ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ବାର୍ଷିକ ଭାରତ –ରୁଷ୍ ଶିଖର୍ ସମ୍ମେଳନରେ ଭାଗ ନେବେଏ , ଦୁଇ ନେତା ଇରାନ୍ ଉପରେ ଆମେରିକାର ପ୍ରତିବନ୍ଧକୁ ଦେଖିକରି ତେଳର ସ୍ଥିତି ସମେତ ବିଭିନ୍ନ ଦ୍ୱୀପାକ୍ଷିକ, କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରିୟ ମୁଦ୍ଧାରେ ଚର୍ଚ୍ଚା କରିପାରନ୍ତି , ୧୯ ତମ ଭାରତ ଓ ରୁଷ୍ ଶିଖର ସମ୍ମେଳନ ସମୟରେ ଦୁଇ ନେତା ରୁଷ୍ ରକ୍ଷା କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧର ପୃଷ୍ଟି ଭୁମି ରେ ଦ୍ୱୀପାକ୍ଷିକ ରକ୍ଷା ସଂବନ୍ଧରେ ସମୀକ୍ଷା କରିପାରିବେ ,

ବିଦେଶ ମନ୍ତ୍ରାଳୟ ଅନୁସାରେ ରୁଷ୍ ରାଷ୍ଟ୍ରପରି ଗୁରୁବାର ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ , ମୋଦୀ ଓ ପୁତିନ୍ ଭାରତ ରୁଷ୍ ର ଶିଖର ବାର୍ତ୍ତା କରିବେ , ଏହା ପରେ ବୁଝାମଣାର ଆଦାନପ୍ରଦାନ ହେବ , ଏହାପରେ ଦୁଇ ନେତା କଥାବାର୍ତ୍ତା କରିବେ , ମନ୍ତ୍ରାଳୟର ଅନୁସାରେ ଶୁକ୍ରବାର ଦିନ ପୁତିନ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହ ସାକ୍ଷାତ କରିବେ ।

କଣ ଅଟେ S-400 ବାୟୁ ରକ୍ଷା ମିସାଇଲ୍ ପ୍ରଣାଳୀ:- S400 ମିସାଇଲ୍ ପ୍ରଣାଳୀ S-300 ପ୍ରଣାଳୀର ଏକ ଉନ୍ନତ ସଂସ୍କରଣ ଅଟେ , ଏହି ରୁଷ୍ ର ଅଲ୍ମାଜ କେନ୍ଦ୍ରୀୟ ଡିଜାଇନ୍ ବ୍ୟୁରୋ ଦ୍ୱାରା ୧୯୯୦ ର ଦଶକ ରେ ବିକାଶିତ କରାଯାଇଛି । ଏହି ମିସାଇଲ୍ ପ୍ରଣାଳୀ ରୁଷ୍ ରେ ୨୦୦୭ ରୁ ସେବାରେ ଅଛି , ଏହା ଦୁନିଆଁର ସର୍ବଶ୍ରେଷ୍ଠ ରକ୍ଷା ପ୍ରଣାଳୀ ରୁ ଗୋଟେ ବୋଲି ଜଣାଯାଏ , ଏହି ମିସାଇଲ୍ ପ୍ରଣାଳୀ ରୁଷ୍ ରୁ ସିରିଆ ବି ପଠାଯାଇଛି , ଏହି ମିସାଇଲ୍ ପ୍ରଣାଳୀ ସବୁଠାରୁ ବଡ ଖାସିୟତ୍ ଏହା ଅଟେ କି ଏହା ୪୦୦ କିଲୋମିଟରରେ ଥିବା ଶତ୍ରୁଙ୍କୁ ବିମାନ, ମିସାଇଲ୍ , ଓ ଏହା ଛଡା ଡ୍ରୋନ୍ ବି ନଷ୍ଟ କରିପାରେ , ଏହା ଆକାଶରେ ଆକ୍ରମଣ କରିପାରୁଥିବା ଏକ ସକ୍ଷମ ମିସାଇଲ୍ ପ୍ରଣାଳୀ ବୋଲି ମାନାଯାଇଥାଏ ।

ଏହି ରକ୍ଷା ପ୍ରଣାଳି ରୁ ବିମାନଗୁଡିକ ସହ କ୍ରୁଜ୍ ଓ ବୋଲେଟିକ୍ ମିସାଇଲ୍ ଓ ତଳେ ଥିବା ଲକ୍ଷ୍ୟସ୍ଥଳକୁ ଭେଦ କରିପାରିବ , ଏହା ଛଡା ଏହାର ଖାସିୟତ୍ ଏହା ଅଟେ କି ଏହି ମିସାଇଲ୍ ପ୍ରଣାଳୀ ଗୋଟେ ସହ ତିନି ମିସାଇଲ୍ କୁ ଆକ୍ରମଣ କରାଯାଇପାରିବ , ଓ ଏହା ପ୍ରତ୍ୟେକ ଚରଣାରେ ୭୨ ଟି ମିସାଇଲ୍ ସାମିଲ୍ ଅଛି , ଯାହା ୩୬ ଟି ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବାର କ୍ଷମତା ରଖୁଛି ।

ଭାରତ ଓ ଋଷ ମଧ୍ୟରେ ଏ ଡିଲ ହେବା ପରେ ଏବେ ଭୟରେ ଥରୁଛି ଚାଇନା ଓ ପାକିସ୍ତାନ , ଏବେ ଚାଇନା କି ପାକିସ୍ତାନ ଭୁଲରେବି ଭାରତକୁ ଆଉ ଅନେଇବେନି, ପ୍ରତିଟି ଭାରତୀୟଙ୍କୁ ଏ ଖବର ଜଣାନ୍ତୁ, ଗୋଟିଏ ସେୟାର କରି ନିଜର ବନ୍ଧୁଙ୍କୁ ଏ ଖବର ଅବଗତ କରାନ୍ତୁ.

Leave a Reply

Your email address will not be published. Required fields are marked *