ଭାରତର 100 ଟଙ୍କା ଏଠାରେ 35000 ଟଙ୍କା ସହ ସମାନ । ଏହି ଦେଶକୁ ଗଲେ ଆପଣ ହୋଇଯିବେ କୋଟିପତି

ଭାରତୀୟ ଟଙ୍କା ଉପରେ ଆମେ ସବୁ ବେଳେ ବହୁତ ପରିମାଣରେ ଦୁଖଃ କରିଥାଉ କି ଆମ ଭାରତୀୟ ଟଙ୍କା ଅନ୍ତରାଷ୍ଟୀୟ ଟଙ୍କା ତୁଳନା ରେ ବହୁତ କମ କାହିଁକି । ଏ କିଛି ଦିନ ହେବ ଭାରତୀୟ ଟଙ୍କାର ମାନ ମଧ୍ୟ ଡଲାର ଦୁଳନାରେ ଖସିବାରେ ଲାଗିଛି । ଖାସ ସେଇଥିପାଇଁ ଆମେ ଆମର ପସନ୍ଦର ଯାଗାକୁ ଯିବା ପାଇଁ ବହୁତ ଡରିଥାଉ । କିନ୍ତିୁ ଏପରି କ୍ଷେତ୍ରରେ ଯଦି ଆମେ ଟଙ୍କା ମାମଲାରେ ଆଖି ପକାଇବା ତ 1947 ମସିହାରେ ଯେତେ ବେଳେ 1 ଟଙ୍କା ର ମୂଲ୍ୟ ଗୋଟିଏ ଡଲର ଅଟେ ସେତେବେଳେ ବର୍ତ୍ତମାନ ସମୟ ରେ 1 ଡଲର ର ମୂଲ୍ୟ 73 ଟଙ୍କା ରହିଛି । ଏପରି ବେଳେ ବର୍ତ୍ତମାନ ସମୟରେ ଆମ ଦୁନିଆଁ ରେ କିଛି ଏପରି ବି ଦେଶ ରହିଛି । ଯେଉଁଠାରେ ଆମ ଦେଶର ଟଙ୍କା ମୂଲ୍ୟ ବହୁତ ଅଧିକା ରହିଛି । ଖାସ ଏଇଥି ପାଇଁ ଆସନ୍ତୁ ଆମେ ଆଜି ଜାଣିବା କି କେଉଁ କେଉଁ ଦେଶ ରେ ବର୍ତ୍ତମାନ ସମୟ ରେ ଇଣ୍ଡିଆର ଟଙ୍କାର ମୂଲ୍ୟ ବହୁତ ଅଧିକ । ପ୍ରଥମ ରେ ରହିଛି।
1. ଇଣ୍ଡୋରନେସିଆ ।
ଏଠାରେ ଆମର 1 ଟଙ୍କା 207.78 ଟଙ୍କା ସହିତ ସମାନ ଅଟେ । ଆପଣ ଜାଣିଥିବେ କି ଏହି ଦେଶ ରେ ସଫା ନିଳ ପାଇଁ ରହିଥାଏ । ଓ ଏହା ସହିତ ଆପଣ ଏହି ଦେଶରେ ବହୁତ ଗୁଡିଏ ଟୁରିଷ୍ଟ ପ୍ଲେସ ବି ପାଇ ପାରିବେ । ତେଣୁ ଆପଣ ଏହି ଦେଶକୁ ବୁଲିବା ପାଇଁ ଯିବେ ତ ବହୁତ ଭଲ ହେବ । କାରଣ ଏହି ଦେଶରେ ଆପଣ ଅଳ୍ପ ଟଙ୍କାରେ ବହୁତ କିଛି କରିପାରିବେ, ଆଉ ସବୁଠୁ ଭଲ କଥା ହେଉଛି ଇଣ୍ଡୋନେସିଆରେ ଭାରତର ବହୁତ ସମ୍ମାନ ରହିଛି


2. ଭିୟତନାମ : ଆମର 1 ଟଙ୍କା 355.04 ଅଟେ ଏହି ଦେଶ ଦୁନିଆଁ ରେ ବହୁତ ପ୍ରସିଦ୍ଧ ଅଟେ ଏହି ଦେଶ ଖାସ କରି ନଦୀ ଓ ଏପରି ବହୁତ ଟୁରିଷ୍ଟ ପ୍ଲେସ ପାଇଁ ହିଁ ପ୍ରସିଦ୍ଧ ଅଟେ । ତେଣୁ ଆପଣ ଏହି ଦେଶ କୁ ଯଦି କେବେ ବୁଲିବା ପାଇଁ ଯାଅନ୍ତି । ତେବେ ସେଠାରେ ଆମର ଗୋଟିଏ ଟଙ୍କା 355.04 ସହିତ ସମାନ ହେବ ।


3. କୋମ୍ବୋଡିଆ :  ଏଠାରେ ଆମର ଭାରତୀୟ 1 ଟଙ୍କା ରେ 66 ଟଙ୍କା ସହିତ ସମାନ ହୋଇଥାଏ । ଆପଣ ଏହି ଦେଶ ରେ ବହୁତ ପ୍ରକାରର ମନ୍ଦିର ଦେଖିବା ପାଇଁ ମିଳିଥାଏ । ଓ ଏଠାରେ ଆପଣଙ୍କୁ ବହୁତ ସ୍ବଦୀଷ୍ଟ ଖାଦ୍ୟ ବି ମିଳିଥାଏ । ତେଣୁ ଆପଣ ଯଦି ଏଠାକୁ ବୁଲିବା ପାଇଁ ଜାଆନ୍ତି ତେବେ ବହୁତ ପଇସା ବଞ୍ଚେଇ ପାରିବେ।
4. ପାରାଗ୍ବାଇ : ଏଠାରେ ଭାରାତୀୟ ମୂଦ୍ରା ର 1 ଟଙ୍କାର ମୂଲ୍ୟ 88.44 ଟଙ୍କା ରହିଛି । ଓ ଆପଣ ଏହାବି ଜାଣି ରଖିବା ଦରକାର କି ଏହି ଦେଶ ଦନୁଆଁ ର ସବୁଠୁ ସୁନ୍ଦର ପ୍ରାକୃତିକ ରୁପରେ ଭର୍ତ୍ତି ରହିଛି । ତେବେ ସ୍ବଇଜର ଲ୍ୟଣ୍ଡ ର ପ୍ରାକୃତିକ ଠାରୁ ଏହି ଦେଶ ଦ୍ବୀତୀୟ ସ୍ଥାନ ରେ ରହିଛି । ତେବେ ଆପଣ ଚାହିଁଲେ ବୁଲିବା ପାଇଁ ଜାଇ ପାରିବେ ।

ତେବେ ଏ ତ ଥିଲା ଦୁନିଆର କିଛି ଏମିତି ଦେଶ ଯେଉଁଠି 1 ଟଙ୍କାର ମୁଲ୍ୟ ବହୁତ ଅଧିକ , ଏ ବିଷୟରେ ସେୟାର କରି ଏବେ ହିଁ ସମସ୍ତଙ୍କୁ ଜଣାନ୍ତୁ, । ଏମିତି କିଛି ଜାଣିବା କଥା ପାଇଁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *