ଚାଣକ୍ୟଙ୍କ ଆନୁସାରେ ଜୀବନ ରେ ସଫଳ ହେବା ପାଇଁ ଜାଣିବା ଦରକାର ଏହି 3 ଟି ପ୍ରଶ୍ନ ର ଉତ୍ତର । କଣ ଆପଣ ଜାଣନ୍ତି

ବର୍ତ୍ତମାନ ସମୟ ରେ ଯେକୈଣସି ବି ବ୍ୟକ୍ତି ବହୁତ ପଇସା କମାଇବା ପାଇଁ ଚାହିଁଥାଏ  ଓ ଏଇଥି ପାଇଁ ତାଙ୍କର ଚେଷ୍ଟା ସବୁବେଳେ ଚାଲିଥାଏ । ମଣିଷ ଆଜିକା ସମୟରେ ଟିକିଏ ସୁଖ ପାଇଁ ବହୁତ ସ୍ବପ୍ନ ଦେଖି ଥାଏ । କିନ୍ତୁ ଏପରି ବହୁତ କମ ଲୋକ ରହିଛନ୍ତି ଯେଉଁମାନେ ତାଙ୍କର ଜୀବନ କାଳରେ ସେମାନେ ଦେଖି ଥିବା ସ୍ବପ୍ନକୁ ପୂରଣ କରି ପାରିଥାନ୍ତି । ଆଉ ବହୁତ ଅସଫଳ ହୋଇଥାନ୍ତି । କିନ୍ତୁ ଏପରି ବେଳେ ଯଦି ଆପଣ ବି ଆପଣଙ୍କ ସଫଳତା ବଢାଇବା ପାଇଁ ଚାହାଁନ୍ତି ତେବେ ,ଆପଣଙ୍କୁ ଚାଣକ୍ୟଙ୍କ ଦ୍ବାରା ବନା ଯାଇଥିବା ଏହି 3ଟି ପ୍ରଶ୍ନ ର ଉତ୍ତର ଜାଣିବା ନିହାତି ଦରକାର । ତେବେ ହିଁ ଆପଣ ନିଜ ଜୀବନ ରେ ବହୁତ ବହୁତ ଧନ କମାଇ ପାରିବେ । ତେବେ ଆସନ୍ତୁ ଜାଣିବା କି କଣ କଣ ଏହି 3ଟି ପ୍ରଶ୍ନ ରହିଛି ଯେଉଁ ଗୁଡିକ ର ଉତ୍ତର ଜାଣି ଆପଣ ବହୁତ ବହୁତ ଧନ କମାଇ ପାରିବେ ।

ପ୍ରଥମେ ଏବେକା ସମୟ କିପରି ଚାଲିଛି ।ଆଚାର୍ଯ୍ଯଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତିଙ୍କୁ ବର୍ତ୍ତମାନ ସମୟରେ ଚାଲିଥିବା ସବୁ କଥା ଯଣା ଥାଏ ସେହିଁ ବୁଦ୍ଧିମାନ କୁହାଯାଇଥାଏ । ଓ ଏପରି ବି ହୋଇଥାଏ କି ବର୍ତମାନ ସୁଖ ନା ଦୁଖଃ ର ଦିନ ସେହି ଅନୁସାରେ ସେ ନିଜର ପରିବର୍ତନ କରାଇଥାଏ । ଯେପରି କି ସୁଖର ସମୟ ରେ ସେ ବହୁତ ଖୁସି ଓ ଦୁଖଃ ସମୟ ରେ ସେ ବହୁତ ଧର୍ଯ୍ୟ ବନାଇ ରଖିଥାଏ ।

ଦ୍ବିତୀୟ ରେ ହେଉଛି ଆମର ସାଙ୍ଗ କେଉଁ ମାନେ ଅଟନ୍ତି । ଆପଣ ନିଜ ଜୀବନରେ ଆଗକୁ ବଢିବା ପାଇଁ ଆପଣଙ୍କ ସବୁଠୁ ବିଶ୍ବସ୍ଥ ସାଙ୍ଗ କିଏ ଦେଖିବା ନିହାତି ଦରକାର । କାରଣ ସେହି ସାଙ୍ଗ ମାନଙ୍କ ପାଇଁ ହିଁ ଆପଣ ଆଗକୁ ବଢି ପାରିବେ ।

ତୃତୀୟ ରେ ରହିଛି ଆୟ ଓ ବ୍ୟୟ ର ସଠିକ୍ ଜଣା ସୁଣା । ଗୋଟିଏ ବ୍ୟକ୍ତି ସେତେବେଳେ କହିପାରେ କି ମୋ ପାଖରେ ଏତେ ଟଙ୍କା ରହିଛି । ସେ ନିଜ ଆୟ ଓ ବ୍ୟୟ ର ସଠିକ ଜାଣିଥିବା ଦରକାର । ଓ ଏପରି କି ଏହି ସବୁର ଫାଇଦା ହୋଇଥାଏ କି ସେ କେଉଁ ସମୟ ରେ କମ ଖର୍ଚ୍ଚ କରିବ । ବୋଲି । ଏପରି କରିବା ଦ୍ବାରା ଜଣେ ନିଜ ଜୀବନ ରେ ସଫତା କୁ ଛୁଇଁ ଥାଏ ।

ଯଦି ଆପଣଙ୍କୁ ଏହି ସବୁ କଥା ଠିକ ଲାଗିଥାଏ, ତେବେ ଏବେ ହିଁ ସେୟାର କରିବେ ଏହି ପୋଷ୍ଟକୁ.

Leave a Reply

Your email address will not be published. Required fields are marked *