ଏମିତି ଘରେ ମହାଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ।ସବୁବେଳେ ଲାଗି ରୁହେ ଅଭାବ, ଏହି କଥାରେ ଧ୍ୟନ ରଖନ୍ତୁ ନଚେତ ଭୋଗ କରି ପାରନ୍ତି ।

ଆଜିକା କ୍ଷେତ୍ରରେ ପ୍ରତ୍ୟେକ ଲୋକ ଭାବିଥାନ୍ତି କି ସେମାନଙ୍କ ପାଖରେ ବହୁତ ପରିମାଣ ରେ ପଇସା ରହିଥାଉ । ଓ ଏପରି କି ସବୁ ଲୋକ ତାଙ୍କର ଆଦର କରନ୍ତୁ ଓ ସେ ଗୋଟିଏ ଏପରି ଘରେ ନିଜର ଜୀବନ ବିତେଇ ପାରିବେ କି ସବୁ ବେଳେ ଶାନ୍ତିରେ ଘର ପୂର୍ଣ୍ଣ ହୋଇଥାଉ ଓ ନିଜ ଜୀବନ ଯେପରି ଶାନ୍ତି ପୂର୍ଣ୍ଣ ଭାବେ କଟୁ । ଏପରି ବେଳେ କଣ ଆପଣ ଜାଣିଛନ୍ତି କି କିଛି ଏପରି ବି ପରିସ୍ଥିତି ରହିଛି ବା କିଛି ଏପରି ବି କଥା ରହିଛି , ଜାହାର ଧ୍ୟାନ ନଖିବା ଦ୍ବାରା ଆପଣଙ୍କ ଏହି ଘର କିଛି ଦିନ ରେ ହିଁ ମାଟି ରେ ମିଶି ପାରିବ ବୋଲି ।  ତେବେ ଆସନ୍ତୁ ଜାଣିବା ଆପଣ କିପରି ରହିବେ ସେହି ଘରେ ବା ଆପଣଙ୍କ ପାଖକୁ କିପରି ଭାବେ ବହୁତ ପରିମାଣ ରେ ପଇସା ଆସିବ ବୋଲି । ଖାସ ଏଇଥି ପାଇଁ ଆମେ ଆପଣଙ୍କ ପାଇଁ ଆଜି କହିବା ପାଇଁ ଯାଉଛୁ କି ଆପଣଙ୍କୁ ଗୋଟିଏ ଘରେ ସାନ୍ତି ରେ ବିତାଇବା ପାଇଁ ବା ମାତା ଲକ୍ଷ୍ମୀ ଙ୍କ ସବୁ ଦିନ ପାଇଁ ସନ୍ତୁଷ୍ଟ କିପରି ରଖିବା ପାଇଁ କଣ କରିବାକୁ ପଡିବ, ଆସନ୍ତୁ ଜାଣିବା

ଭୁଲ ରେ ବି କରନ୍ତୁ ନାହିଁ ଏପରି କାର୍ଯ୍ଯ ।

1. ଯଦି ଆପଣ ନିଜ ଘରେ କୈଣସି ଖରାପ ଗାଡି ବା କୈଣସି ପୁରୁଣା ଲୁହାର ଜିନିଷ ରଖୁଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଏହା ରଖିବା ଦ୍ବାରା ଆପଣଙ୍କ ଘରର ଧନ ହାନୀ ହୋଇଥାଏ ।
2. ଯଦି ଆପଣଙ୍କ ଘରେ କୈଣସି ଭଙ୍ଗା କାଚ ବା ଆଇନା ରହିଛି ତେବେ ଆପଣଙ୍କ ଘରେ ନାକାରାତ୍ମକ ଶକ୍ତି ର ବାସ ବି ରହିଛି ବୋଲି ଜଣି ନିଅନ୍ତୁ ।
3. ଯେଉଁ ଘର ର ପତ୍ନୀ ଙ୍କର ବ୍ୟବହାର ବହୁତ କୋଠର ହୋଇଥାଏ । ଓ ଯେଉଁ ସ୍ତ୍ରୀ ଲେଢେଇ ଝଗଡା କରିଥାଏ , ସେପରି ଘରେ କେବେ ବି ମାତା ଲକ୍ଷ୍ମ ବାସ କରନ୍ତି ନାହିଁ ।
4. ଯେଉଁ ବ୍ୟକ୍ତି ନିଜ ମାତା ପିତା ଙ୍କ ନିନ୍ଦା କରିଥାଏ । ଓ ଏପରି କି ଘରୁ ବାହାର କରି ଦେଉଥାଏ ।ତାଙ୍କୁ କେବେ ବି ପଇସା କୁଳିବ ନାହିଁ ।
5. ଯେଉଁ ଘରର ମହିଳା ବା ପୁରୁଷ ଚରିତ୍ର ହୀନ ହୋଇଥାନ୍ତି । ସେପରି ଘରେ କେବେ ବି ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।
6. ଯେଉଁ ଘରେ ପୂଜା ପାଠ ହୋଇ ନଥାଏ । ବା ଘରର ଲୋକ ସବୁ ବେଳେ ଅଳସୁଆ ପରି ହୋଇଥାନ୍ତି । ବା ଘରର କୈଣସି ଲୋକ ମଦ ର ସାହାରା ନେଇ ଥାଏ । ଏପରି କି ନିଜ ସ୍ତ୍ରୀ କୁ ପିଟିଥାନ୍ତି ତେବେ ସେପରି ଲୋକ ଙ୍କୁ କେବେବି ଧନର ପ୍ରାପ୍ତି ହୋଇ ନଥାଏ । ଓ ମାତା ଲକ୍ଷ୍ମୀ ଙ୍କ ବସ ବି ହୋଇ ନଥାଏ ସେହି ଘରେ ।

Leave a Reply

Your email address will not be published. Required fields are marked *