ପାକିସ୍ତାନର ଏହି ନ୍ୟୁଜ ରିପୋଟର ଭାରତ ବିଷୟରେ ଏମିତି କିଛି କହିଲା ଶୁଣି ଆପଣହ୍କ ରକ୍ତ ଗରମ ହୋଇଯିବ, ନିଶ୍ଚୟ ଦେଖନ୍ତୁ

ସ୍ବାଧୀନତା ପରଠୁ ଭାରତ ଓ ପାକିସ୍ତାନ ଚିର ସତୃ ହୋଇ ଉଭା ହୋଇଛନ୍ତି । ପାକିସ୍ତାନ ସବୁବେଳେ ଭାରତର ଅବିଛ୍ଛିନ୍ନ ଅଙ୍ଗ କାସ୍ମୀରକୁ ନିଜ ଏଧିନକୁ ନେବାକୁ ଚାହୁଁଛି । ଯେଉଁଥିପାଇଁ ସେ କାସ୍ମୀରରେ ବିଭିନ୍ନ ଜାଗାରେ ଆତଙ୍କବାଦୀ  ଆକ୍ରମଣ କରାଇବା ସହିତ, ପାକିସ୍ତାନର ଯୁବକ ମାନଙ୍କୁ ଟଙ୍କା ଦେଇ ଆମ ଦେଶର ସୌନୀକ ମାନଙ୍କ ଉପରକୁ ପଥର ମାଡ କରୁଛନ୍ତି । ଏହି କିଛି ବର୍ଷ ହେବ ପାକିସ୍ତାନରେ ଆତଙ୍କବାଦୀ କାର୍ଯ଼କଳାପ ବଢିଥିବା ବେଳେ, ଗତ 2 ବର୍ଷ ତଳେ ଭାରତୀୟ ସେନାଙ୍କ ଦ୍ବାରା ଆତଙ୍କବାଦୀଙ୍କ ଉପରେ ଏକ ବଡ ପଦକ୍ଷପ ନିଆଯାଇଥିଲା । ସରଜିକାଲ ଷ୍ଟାରାଇକ କରି ଭାରତୀୟ ସେନା 50 ରୁ ଉର୍ଦ୍ଧ ଆତଙ୍କବାଦୀଙ୍କୁ ମଜା ଚଖେଇଥିଲେ । ଏହି ସେପ୍ଚମ୍ବର 29 ତାରିଖରେ ସରଜିକାଲ ଷ୍ଟାରାଇକକୁ 2 ବର୍ଷ ପୁରିଥିଲା ।

29 ତାରିଖ ଦିନ ପାକିସ୍ତାନର ଜଣେ ନ୍ୟୁଜ ଆଙ୍କର ଭାରତ ବିରୁଦ୍ଧରେ ଏମିତି କିଛି କହିଲା, ଶୁଣି ଆପଣଙ୍କ ରକ୍ତ ଗରମ ହୋଇଯିବ । ଟିଭି ଆଙ୍କରଟି ନିଜର ଲାଇଭ ସୋରେ ଭାରତର ସେନା ପ୍ରମୁଖ ଯେନରାଲ ବିପିନ ରାୱତଙ୍କୁ ଖରାପ ଭାଷାରେ ଗାଳି କରିବା ସହିତ ନାନା କଟୁଶବ୍ଦ କହିଥିଲା । ସେ ଟିଭି ଆଙ୍କର ନାଁ ହେଉଛି ଫିଜା ଆକବର ଖାନ । ସେ ପାକିସ୍ତାନର ଗୋଟିଏ ନ୍ୟୁଜ ଚ୍ୟାନେଲ ଜାହାର ନାଁ KN NEWS, ସେଥିରେ କାମ କରେ । ନିଜର ସୋ ମଧ୍ୟମରେ ଭାରତ ମନାଉଥିବା ଏହି ଦ୍ବତୀୟ ସର୍ଜିକାଲ ଷ୍ଟାରାଇକ ଦିବସ ବିଷୟରେ କହି, ସେ ଯେନରାଲ ବିପିନ ରାୱତଙ୍କୁ ଗାଳି ଗୁଳଜ କରିବା ସହିତ ଭାରତ ବିଷୟରେ ବି ବିଭିନ୍ନ କଟୁ ଶବ୍ଦ କହିଥିଲା ।

ତା ପରେ ସେ ନିଜେ ସେ ଲାଇଭ ସୋର ଭିଡିଓକୁ ନିଜ ଟୁଇଟର, ଫେସବୁକ ଆକାଉଣ୍ଟରେ ସେୟାର କରିଥିଲା । ଭାରତ ବିଷୟରେ ସେହି ଆଙ୍କରଟି କହିଲାକି, ଭାରତ କୌଣସି ସରଜିକୀଲ ଷ୍ଟାରାଇକ କରିନାହିଁ , ଭାରତୀୟ ସେନା ସବୁବେଳେ ପାକିସ୍ତାନକୁ ଭୟ କରେ । ଆଉ ସେ ମଧ୍ୟ କହିଲାକି ଗରଜିବା ମେଘ କେବେ ବରଷେ ନାହିଁ, ଭାରତ ହେଉଛି ଗରଜିଲା ମେଘ । ନିଜ ଆକାଉଣ୍ଟରେ ଏ ଭିଡିଓ ସେୟାର କରିବା ପରେ, ଭାରତୀୟ ଲୋକ ତାକୁ ଏମିତି ବେଜିତ କରିଛନ୍ତି, ସେ ଆଉ କେବେବି ଭାରତ ବିଷୟରେ କହିବାକୁ ଶାହାସ କରିବନି ।

ଜଣେ ଲୋକ ତା ଭିଡିଓରେ କମେଣ୍ଟ ଦେଇ ଲେଖିଛି, ଝିଅ ତୁ ତୋ ବାପାକୁ ଖରାପ ଭାଷାରେ ସୋଦି ଦଉଥିବୁ, ଭାରତ ପାକିସ୍ତାନର ବାପା ସମ୍ମାନ ଦେବା ଶିଖ । ଏମିତି ବହୁତ ଲୋକ ବହୁତ କଥା କହିଛନ୍ତି । ଏହାର ଜବାବରେ ଭାରତୀୟ ସେନା ପ୍ରମୁଖ କହିଛନ୍ତି, ଯେବେ ସିହଂ ରାସ୍ତାରେ ଚାଲି ଚାଲି ଯାଏ ତେବେ କୁକୁର ଭୋକିବା ସ୍ବାଭାବିକ କଥା, ପାକିସ୍ତାନ କୁକୁର ସହ ସମାନ । ଜଦି ଆପଣ ବି ଭାରତୀୟ ସେନା ପାଇଁ ନିଜକୁ ଗର୍ବ ଅନୁଭବ କରନ୍ତି, ତେବ ଭାରତ ମାର କସମ ଏ ପୋଷ୍ଟକୁ ନିଶ୍ଚୟ ସେୟାର କରିବେ । କମେଣ୍ଟରେ ଜୟ ହିନ୍ଦ ଲେଖି, ଲାଇକ କରିବାକୁ ଭୁଲିବେନି । ଜୟ ହିନ୍ଦ, ଜୟ ଭାରତ…

Leave a Reply

Your email address will not be published. Required fields are marked *