ଆକ୍ସିଡେଣ୍ଟ ପରେ ବାପାଙ୍କୁ ପାରାଲିସ ଓ ମାଁ ଙ୍କ ମୃତ୍ୟୁ ହେବା ପରେ ଏବେ ବାପାଙ୍କ ଧ୍ୟାନ 6 ବର୍ଷର ପିଲା ରଖୁଛି । ପିଲାଟା ପାଇଁ ସେୟାର କରନ୍ତୁ

ଚୀନ ରେ ଏହି ବର୍ଷ ଗୋଟିଏ ଝିଅ ବହୁତ ପରିମାଣରେ ଫେମସ ହୋଇଛି । ହେଲେ ଏହି ପିଲା କେଉଁଥି ପାଇଁ ଫେମସ ହୋଇଛି ଆପଣ ଜାଣିଲେ ବହୁତ ଆଶ୍ଚର୍ଯ୍ଯ ହେବେ । ଆପଣ ମାନେ  ନିଜ ଜୀବନରେ ସବୁଠୁ ବେଶି ଭଲ କାହାକୁ ପାଆନ୍ତି। ନିଶ୍ଚିତ ଭାବେ ନିଜ ବାପା ଓ ମାଁ ଙ୍କୁ କିନ୍ତୁ କିଛି ଏପରି କଥା ହୋଇଥାଏ ବେଳେ ବେଳେ ଯାହାକୁ ଜାଣିଲେ ଅଧିକ ଜାଣିବା ପାଇଁ ଇଚ୍ଛା ହୋଇଥାଏ । ସେହି କଥା ଜାଣି ସାରିବା ପରେ ବହୁତ ମନରେ କଷ୍ଚବି ହୋଇଥାଏ ।ହଁ ଆଜ୍ଞା ଆମେ ଆଜି ଜଣେ 6 ବର୍ଷର ଝିଅର କଥା କହିବା ପାଇଁ ଜାଉଛୁ । ଜାହାକୁ ସୁଣିବା ପରେ ହୁଏତ ଆପଣଙ୍କ ମନ ବହୁତ କଷ୍ଟ ହେବ ।

ଆଜକୁ ବାସ କିଛି ଦିନ ତଳେ ଏକ ଗାଡି ଦୁର୍ଘଟଣାରେ ଗୋଟିଏ ପରିବାର ପୂରା ଛିନ୍ନ ବିଛିନ୍ନ ହୋଇ ସାରିବା ବେଳେ । ଏହି ଦୁର୍ଘଟଣାରେ ଚୀନରେ ଗୋଟିଏ ପରିବାରରେ ଝିଅଙ୍କୁ ଛାଡି ବାପା ପାରାଲିସ ପଡିଲେ ଓ ମାଁ ସେହି ଦୁର୍ଘଟଣଆ ରେ ହିଁ ମୃତ୍ୟୁ ହୋଇଗଲା । ଏପରି ବେଳେ ସେହି ଘରର କେବଳ ସେହି 6 ବର୍ଷ ର ଛୋଟ ଝିଅ ଛଡା ଆଉ କେହି ନଥିବା ବେଳେ ଏବେକା ପରିସ୍ଥିତିରେ ସେହି 6ବର୍ଷର ଝିଅ ହିଁ ଘର ସମ୍ଭାଳୁଛି । ଏପରି ଭାବେବି ସେହି ପିଲା ଘରର ପ୍ରତ୍ୟେକ କାର୍ଯ୍ଯ କରିବା ସଂଙ୍ଗେସଂଙ୍ଗେ ବାପାର ଧ୍ୟନ ବହୁତ ଭଲ ଭାବେ ରଖୁଥିବାର ଜଣା ପଡିଛି । ଏତେ କମ ବୟସରେ ସେ କିପରି ଭାବେ ବାପାଙ୍କ ଧ୍ଯନ ରଖୁଛି  ସମସ୍ଥଙ୍କୁ ଚକିତ କରୁଛି।

ଏପରିକି ସେ ଘରର ଖାଇବା ବନଉଛି । ଏପରିକି ସପିଇଂ ପାଇଁ ସେ ବାପାଙ୍କ ସହିତ ଜାଉଥିବା ନେଇ ଏକ ଭିଡିଓ କିଛି ଦିନ ହେଲା ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଏବେ ଲୋକ ଏହି 6 ବର୍ଷର ପିଲାର କାର୍ଯ୍ଯ ପାଇଁ ତାଙ୍କ ଉପରେ ବହୁତ ପରିମାଣ ରେ ଗର୍ବିତ ହେବାର ଲାଗିଛନ୍ତି । ସେହି ପିଲା କହିବାର ଅନୁସାରେ ସେ ତାର ବାପାଙ୍କୁ କେବେବୁ ତାଠୁ ଅଲଗା କରେନି ଏପରି କି ବାପା ଙ୍କ ବହୁତ ଯତ୍ନ ରଖିଥାଏ ଯେପରି କି ଗାଧୋଇ ଦେବା ଓ ବାପାଙ୍କୁ ମେଡିସିନ ଦେବା ପରି କାର୍ଯ୍ଯ କରିଥାଏ ଓ ସେ ନିଜ ବାପାଙ୍କ ସହିତ ଗୋଟିଏ ଘରେ ହିଁ ସୋଇଥାଏ ବୋଲି ଜଣା ପଡିଛି ।

ଏବେ ଏହି 6 ବର୍ଷ ର ଛୋଟ ଝିଅ ର କାର୍ଯ୍ଯ କୁ ବହୁତ ଲୋକ ପ୍ରସଂଶା କରିବା ରେ ଲାଗିଛନ୍ତି । ଏପରି କି ବହୁତ ଲୋକ ସେହି ଛୋଟ ପିଲା ଓ ତାର ଏହି ପାରାଲିସ ରେ ପିଡିତ ହୋଇଥିବା ତାର ବାପା ଙ୍କୁ ଦଖିବା ପାଇଁ ବହୁତ ଲୋକ ବହୁତ ଦୂରରୁ ଆସୁଛନ୍ତି । ନିଶ୍ଚିନ୍ତ ରୁପେ ଏଭଳି ଝିଅ ପାଇଥିବା ବାପା ମା ଗର୍ବ ଅନୁଭବ କରୁଥିବେ, ଝିଅଟି ବିଷୟରେ ସମସ୍ତଙ୍କୁ ଜଣେଇବା ପାଇଁ, ଏ ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ, ଝିଅଟି ପାଇଁ ଗୋଟିଏ ଲାଇକ କରି କମେଣ୍ଟରେ ଗୁଡ ଲେଖିବାକୁ ଭୁଲିବେନି

Leave a Reply

Your email address will not be published. Required fields are marked *