ସୁନ୍ଦରତା ମାମଲାରେ ଅନୁଷ୍କାଙ୍କଠୁ କମ ନୁହନ୍ତି ବିରାଟ କୋଇଲି ଙ୍କ ଭାଉଜ । ଏବେ ହିଁ ଦେଖନ୍ତୁ ତାଙ୍କର କିଛି ଫଟୋ

ଭାରତୀୟ କ୍ରିକେଟର ବା ଗୋଟିଏ ଧୂଆଁ ଦାର ଖେଳାଳି ଭାବେ ଜଣା ସୁଣା ବିରାଟ କୋଇଲି । ଓ ଏହା ଛଡା ତାଙ୍କ ପତ୍ନୀ ଅନୁସ୍କା ଶର୍ମା ତେବେ ବଲିଉଡ ଜଗତ ରେ ସେ ବହୁତ ମାତ୍ରା ଫେମସ ରହୁଛନ୍ତି ଏହାତ ଆପଣ ଦେଖି ଥିବେ । ହେଲେ ଆଜିର ସମୟ ରେ ଆମେ ଆପଣଙ୍କ ସହିତ କଥା ହେବା ପାଇଁ ଆସିଛୁ ଆମ ଭାରତୀୟ ଟିମ୍ ର କେପଟେନ ବିରାଟ ଙ୍କ ଭାଉଜ ଙ୍କ ବିଷୟରେ । ଗତ ଥର ସେଲିବ୍ରେଟି ଙ୍କ ବିବାହ ରେ ଜଲ୍ବା ଦେଖେଇ ଥିଲେ । ଓ ଏପରି ବି ହୋଇଥାଏ କି ସେ ପ୍ରତ୍ୟେକ IPL ରେ ବିରାଟ ଙ୍କ ଭାଇ ବିକାଶ କୋଇଲିଙ୍କ ସହିତ ମ୍ୟାଚ ଦେଖି  ଆସିଥାନ୍ତି । ଓ ଆପଣ ବୋଧ ହୁଏ ଜାଣି ନଥିବେ କି ସେବି ସୁନ୍ଦରତା ମାମଲା ରେ କାହାରିଠୁ କମ ନୁହନ୍ତି ।

ଯେପରି ବହୁତ ସମୟ ରେ ଏଫାୟର ଚାଲିବା ପରେ ଯେପରି ବିରାଟ ଓ ଅନୁସ୍କା ଶର୍ମା ବିବାହ କରିଥିଲେ । ସେ ଯେତେ ବେଳେ ଇଟାଲୀ ରେ ବିବାହ କରୁଥିଲେ ସେ ସମୟ ରେ ଓ ଏପରି କି ଦିଲ୍ଲୀ ଓ ମୁମ୍ବାଇ ରିସ୍ପେଶନ ରେ ବି ବିରାଟ ଓ ଅନୁସ୍କା ଙ୍କ ସହିତ ବିରାଟ ଙ୍କ ପରିବାର ଙ୍କ ପକ୍ଷରୁ ତାଙ୍କର ଏହି ସୁନ୍ଦରୀ ଭାଉଜ ଚେତନା କୋଇଲି ଦେଖା ଦେଇଥିଲେ । ଆପଣ ଜାଣିଥିବେ କି ଆମ ଭାରତୀୟ କେପଟେନ ବିରାଟ ଙ୍କ ବଡ ଭାଇ ବିକାଶ ବି ବହୁତ ସମୟ ରେ ମିଡିଆ ଉପରେ ଏକ୍ଟିଭ ରହନ୍ତି । ଏପରି କି ତାଙ୍କ ପତ୍ନୀ ଚେତନା କୋଇଲି ବି ।

ଏହା ବି ଜଣା ଯାଏ କି ଚେତନା କୋଇଲି ସୋସିଆଲ ମିଡିଆ ରେ ବହୁତ ସମୟ ରେ ଏକ୍ଟିଭ ରହନ୍ତି । ଓ ଏପରିକି ବହୁତ ଥର ସେ ତାଙ୍କ ପତି ବିକାଶ କୋଇଲି ଙ୍କ ସହିତ ଫୋଟ ସେୟାର କରନ୍ତି ଏପରିକି ସେ ଫିଟନେସ କ୍ଷେତ୍ରରେ ବି ଚେତନା ଅନୁସ୍କା ଙ୍କ ଠାରୁ କମ ନୁହନ୍ତି । ଏହା ର ପ୍ରମାଣ ଆପଣ ଇନଷ୍ଟା ଗ୍ରାମ ରେ ଜାଇ ଦେଖି ପାରିବେ । ଆପଣଙ୍କୁ ସୂଚନା ପାଇଁ ଆମେ ଆପଣଙ୍କୁ ଜଣେଇ ଦେଉଛୁ କି ଯେପରି ଭାବେ ବିରାଟ ଭାରତୀୟ କ୍ରିକେଟ ଟିମ ର ଭାର ସମ୍ଭାଳିଛନ୍ତି । ସେହିପରି ଭାବେ ବିରାଟ ଙ୍କ ବଡ ଭାଇ ବିକାଶବି ଦିଲ୍ଲୀ ରେ ଜଣେ ବଡ ବିଜ୍ନେମେନ ଭାବେ ପରିଚିତ ହୋଇଥାନ୍ତି ।

ଏପରି ସେ ବହୁତ ଲଗ୍ଜଜିରି ର ମାଲିକ ମଧ୍ୟ । ଯେପରି ଭାବେ ଏବେ ବିରାଟ ଙ୍କ ପାଖରେ କୋଟି କୋଟି ଟଙ୍କା ରହିଛି ସେହି ପରି ଭାବେ ତାଙ୍କ ଭାଇ ବିକାଶ ଙ୍କ ପାଖରେ କୋଟି କୋଟି ଟଙ୍କା ବି ରହିଛି ।

Leave a Reply

Your email address will not be published. Required fields are marked *