ପୁଣି ମାଡିଆସୁଛି ପ୍ରଳୟଙ୍କାରୀ ବର୍ଷା, ଓଡିଶାକ 12 ଟି ଜିଲ୍ଲାକୁ ସର୍ତକ ସୁଚନା, ଆପଣଙ୍କ ଜିଲ୍ଲାର ନାଁ ନାହିଁତ ? ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଭୁବନେଶ୍ୱର : ଅସନ୍ତା ସପ୍ତାହରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ୪ରୁ ୫ଦିନ ମଧ୍ୟରେ ଦକ୍ଷିଣ ଓଡିଶାରେ ଏହି ବର୍ଷା ହୋଇପାରେ । ଦକ୍ଷିଣ- ପଶ୍ଚିମ ମୈସୁମୀବାୟୁର ପ୍ରଭାବରେ ଏହି ବର୍ଷା ହେବା ଆଶଙ୍କା ରହିଛି । ହେଲେ ଉତ୍ତର ଓଡିଶାରେ ବର୍ଷାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମଳିଥିବା ତଥ୍ୟ ଏନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ଷା ପାଇଁ ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଅାଯାଇଛି। ଜିଲ୍ଲାର ବାସିନ୍ଦାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଇକିଛି ଦିନ ମଧ୍ୟରେ ବିଜୁଳି ଅାଘାତରେ ହେତୁ ଅନେକ ଲୋକଙ୍କ ଜୀବନ ବି ଚାଲିଯାଇଥିବା ଖବର ପ୍ରକାଶ ପାଇଛି। ତେଣୁ ବିଜୁଳି ମାରୁଥିବା ସମୟରେ ସତର୍କତା ସହ ରହିବାକୁ କୁହାଯାଇଛି। ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ବାରଣ କରାଯାଇଛି।

heavy rain

ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡା, ବରଗଡ, କେନ୍ଦୁଝର ଜିଲାରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ହେବ । ସେହିପରି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, ବାଲେଶ୍ବର, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ ସୁନ୍ଦରଗଡ ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ସମୟରେ ସମୁଦ୍ର ଅଶାନ୍ତ ରହିବରୁ ମତ୍ସ୍ୟଜୀବୀମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଆସନ୍ତା 8 ତାରିଖ ଯାଏଁ ଲଘୁଚାପ ଜନିତ ବର୍ଷା ସାରା ରାଜ୍ୟରେ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆସନ୍ତା ୨୪ ଘଣ୍ଟା ଭିତରେ ମାଲକାନାଗିରି,କୋରାପୁଟ,ରାୟଗଡା,ଗଜପତି,ଗଞ୍ଜାମ,ପୁରୀ ଆଦି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହ ବର୍ଷା ହେବା ଆଶଙ୍କା ରହିଛି । ଘଡ ଘଡି ସତର୍କତା ରହିଥିବାରୁ ଏହି ଜିଲ୍ଲାମାନଙ୍କରେ ଲୋକେ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ସୂଚନାଯୋଗ୍ୟ, ବୁଧବାର ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୫.୩ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ୧୮ ଡିଗ୍ରୀ ସେଲସିୟସ ସୁନ୍ଦରଗଡରେ ରେକର୍ଡ କରାଯାଇଛି ।

ଏହି ଖବରକୁ ଏବେହିଁ ସେୟାର କରି ଓଡିଶାର ସବୁ ଲୋକଙ୍କୁ ଜଣାନ୍ତୁ, ତଳେ ଗୋଟିଏ ଲାଇକ ନିଶ୍ଚୟ କରିବେ, ଆପମହ୍କର ଜିଲ୍ଲାର ନାଁ କମେଣ୍ଟରେ ଲେଖିବାକୁ ଭୁଲିବେନି..

 

Leave a Reply

Your email address will not be published. Required fields are marked *