ଦେଶ ମନାଇ ସାରିଛି 150 ତମ ଗାନ୍ଧୀ ଜୟନ୍ତୀ କିନ୍ତୁ ଏବେବି ସନ୍ଧେହ ଘେରରେ ଗାନ୍ଧୀ , ଏହି ଫୋଟ ସତ ନା ମିଛ ।

ଆପଣ ବହୁତ ଭଲ ଭାବେ ଜାଣିଥିବେ କି ଏହି କିଛି ଦିନ ତଳେ ଆମ ଦେଶ ର ଜନ ନାୟକ ମହାତ୍ମା ଗାନ୍ଧୀ ଙ୍କ ର ଜନ୍ମ ଉତ୍ସବ ପାଳନ କରାଗାଲା । ଏଥର ତାଙ୍କର 150 ତମ ଜୟନ୍ତୀ ଥିଲା ଏହା ଆପଣ ମାନେ ବହୁତ ଭଲ ଭାବେ ବି ଜାଣିଥିବେ । ତେବେ ଆମେ ଆପଣଙ୍କୁ କହିଦେଉଛୁ କି ମହାତ୍ମା ଗାନ୍ଧୀ ଙ୍କ ଅସଲ ନାମ ହେଲା । ମୋହନ ଦାସ କରମ ଚାନ୍ଦ ଗାନ୍ଧୀ । ତେବେ ବର୍ତ୍ତମାନ ସମୟ ରେ ଗାନ୍ଧୀ ଙ୍କ ଉପରେ ଭାରତ ର 133 କୋଟି ଲୋକଙ୍କ ଭରାଷ ରହିଥିବା ବେଳେ ଆମେ ଆପଣଙ୍କୁ ଗୋଟିଏ ଏପରି କଥା କହିବା ପାଇଁ ଯାଉଛୁ । ଏପରି କି ଦେଖେଇ ବା ପାଇଁ ଯାଉଛୁ ।ଯାହାକୁ ଦେଖି ଆପଣ ହୁଏତ ବହୁତ ଆଶ୍ଚର୍ଯ୍ଯ ହୋଇ ପାରନ୍ତି ।

ଆମେ ଆପଣଙ୍କୁ ଦେଖେଇ ଥିବା କିଛି ଫୋଟକୁ ତ ବହୁତ ଭଲ ଭାବେ ଦେଖି ପାରୁଥିବେ । ଏହି ପରି ଭାବେ ବହୁତ ଫୋଟ ରହିଛି ଜାହାକୁ ଦେଖି ହୁଏତ ଆପଣ ବହୁତ ପରିମାଣ ରେ ଆଶ୍ଚର୍ଯ୍ଯ ହେବେ । କଣ ଆପଣ କହି ପାରିବେ କି ଏହି ଫୋଟ ଗୁଡିକ ସତ୍ୟ କି ମିଥ୍ୟା । ନାହିଁ ଆମେ ଜାଣିଛୁ କି ଆପଣଙ୍କ ମନ ରେ ବହୁତ ପ୍ରକାରର ପ୍ରଶ୍ନ ଉଙ୍କି ମାରୁଥିବ । ହଁ ଆଜ୍ଞା ଏହି ପରିଭାବେ ବହୁତ ଫୋଟ ମାହାତ୍ମା ଗାନ୍ଧି ଙ୍କର ଭାଇରଲ ହେବାରେ ଲାଗିଛି ସୋସିଆଲ ମିଡିଆ ରେ ଏପରିକି ବହୁତ ଲୋକ ଏହି ଫୋଟ କୁ ଦେଖିବା ପରେ କହୁଛନ୍ତି କି , କାଳେ ମାହାତ୍ମା ଗାନ୍ଧୀ ଙ୍କ କୁଆଡେ କାହାରୀ ସହିତ ସମ୍ବନ୍ଧ ଥିଲା ବୋଲି ।

ଖାସ ସେହି ମାନଙ୍କ ସନ୍ଧେହ କୁ ଆମେ ଦୂର କରିବା ପାଇଁ ଆସିଛୁ । ଆମେ କହିଦେଉଛି କି । ଏହି ଫୋଟ ଗୁଡିକ ହେଉଛି ସବୁ କିଛି ମିଥ୍ୟ ଅଟେ । ଏହି ଫୋଟ ଗୁଡିକୁ ବାସ ମହାତ୍ମା ଗାନ୍ଧୀ ଙ୍କୁ ବଦନାମ କରିବା ପାଇଁ ବାସ ଗୋଟିଏ ଫୋଟ ସପ ର ସାହାରା ନେଇ ତିଆରି କରାଯାଇ ଥିବା କିଛି ଫୋଟ । ଏହି ଭାଇରାଲ ଫଟେ ଗୁଡିକର ପ୍ରକୃତ ଫଟୋ ତଳେ ଦେଖନ୍ତୁ

ବର୍ତ୍ତମାନ ସମୟ ରେ ଏପରି ବହୁତ ଲୋକ ଏହାକୁ ସେୟାର କରିବାରେ ଲାଗିଛନ୍ତି । ଏପରି କି ଗାନ୍ଧୀ ଙ୍କ ଚରିତ୍ର ଉପରେ କଳଙ୍କ ଲଗାଉଛନ୍ତି । ତେବେ ଆପଣ ଏହି ଫୋଟ ଗୁଡିକବହୁତ ଭଲ ଭାବେ ଦେଖି କୁହନ୍ତୁ କି ଏହା ସତରେ ନା ମିଛରେ । ଏହି ପୋଷ୍ଟକୁ ଗୋଟିଏ ସେୟାର କରି ଏହି ମିଥ୍ୟ ତଥ୍ୟ ଉପରୁ ରହସ୍ୟ ଉନ୍ମୋଚନ କରନ୍ତୁ,

Leave a Reply

Your email address will not be published. Required fields are marked *