କେବଳ ପାକିସ୍ତାନରୋ ନୁହେଁ, ଚାଇନା ଓ ଆମେରିକାରେ ଖେଳିଗଲା କୋକୁଆ ଭୟ, ନରେନ୍ଦ୍ର ମୋଦୀଙ୍କ ଏ ବଡ ନିଷ୍ପତିରେ

ବହୁତ ଦିନରୁ ଆମେରିକା ଭାରତକୁ ବହୁତ ଥର ବାଧ୍ୟ କରାଉଥିଲା କି ଋଷିଆ ଠାରୁ ଏହାକୁନ ନେବା ପାଇଁ । ବର୍ତ୍ତମାନ ସମୟରେ ଆଗ ସପ୍ତାହ ଭିତରେ ଏହାର ପୂରଣ କରିବା ବୋଲି ସୂଚନା ମିଳିଛି ଋଷିଆଠୁ ତେବେ ଏହି କଥାତ ସମ୍ପୂର୍ଣ୍ଣ ଭାବେ ଜଣା ପଡିଛି କି 5 ଅକ୍ଟୋବରରେ ଏହି ଅସ୍ତ୍ର ଭାରତ ପାଖରେ ଆସି ପହଞ୍ଚିବ । ଏହି ଅନିୁସାରେ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମଦି ଅତ୍ୟାଧୁନିକ ମିସାଇଲ ପ୍ରଣାଳି ଯାହାର ନାମ S_400 ସିଗନିଫିନିଟି କୁ ଆଣିବା ପାଇଁ ଋୁଷିଆ ସହିତ ଡିଲ କରୁଛନ୍ତି । ଏପରି ବେଳେ ଆପଣଙ୍କୁ ଆମେ ଜଣାଇ ଦେଉଛୁ କି ଆମେରିକା ଏବେ ଭାରତ ଉପରେ ସନ୍ଧେହ ର ବାଦଲ ଘୁରିବା ରେ ଲାଗି ଲାଣି । ଓ ସେ ଆମ ଭାରତକୁ ଧମକ ପୂର୍ଣ୍ଣ ଭାବେ ଏହି ଡିଲକୁ ରୋକି ପାଇଁ କହୁଛନ୍ତି ।

40 ହଜାର କୋଟି ର ହେବାକୁ ଜାଉଛି ଡିଲ ।

ଋଷିଆ ତରଫରୁ ଜାରି ହୋଇଥିବା ବୟାନ ଅନୁସାରେ ଜଣା ପଡିଛି କି ଋଷିଆ ଏହି S_400 ସିଗନିଫିନିଟି କୁ ଦେବା ପାଇଁ 5 ଅରୋବ ଡଲ୍ଲର ଦେବା ପାଇଁ କହିଛନ୍ତି । ଏହାର ଅର୍ଥ ଭାରତୀୟ ଟଙ୍କାରେ ଏହାର ମୂଲ୍ୟ 40 ହଜାର କୋଟିରୁ ବି ଅଧିକ ତେବେ ଏପରି ପରିସ୍ଥିତି ରେ ଏହି ସିଷ୍ଟମର ଡେଲିଭରି ହେବା ପାଇଁ ଯାଉଥିବା ବେଳେ ଆମେରିକାର ଖାରାପ ନଜର ଏବେ ଭାରତ ଉପରେ ପଡିଛି ।କାରଣ ଜଦି ଏହି ଅସ୍ତ୍ର ଭାରତ ପାଖେ ଆସିଜିବ, ତେବେ ରୁଷିଆ ଓ ଆମେରିକା ପରେ ଭାରତ ହେବ ବିଶ୍ବର ତୃତୀୟ ଦେଶ ଯାହା ପାଖେ ଏହି ଅତ୍ୟଧୁନିକ ଅସ୍ତ୍ର ରହିବ।  ଏହି ପରିଭାବେ ଆମେରିକା ତରଫରୁ ଜବାବ ଆସିଛିକି ଯଦି ଏପରି କ୍ଷେତ୍ରରେ ଭାତର ଏହି ଡିଲକୁ କରେ ତ ଭାରତ କୁ ଏହାର ପ୍ରତିଫଳ ଭୋଗ କରିବା ପାଇଁ ପଡିବ ।

ଏପରି ବେଳେ ପେଣ୍ଟାଗନ ଏସିଷ୍ଟେଣ୍ଟ ଅଫ ଏସିଆ ଓ ସ୍ଫେସିଫିକ ସିକୁରିଟି ଅଫ ଆଫରିଜି  କହିଛନ୍ତି,ଏହା ଗୋଟିଏ ବିଶ୍ମୟ କାଳିନ ଭାବେ ଏହାର ଡିଲ ହେଉଛି । ଆମକୁ  ବିସ୍ବାସ ବି ହେଉନି କି ଋଷିଆ ଭାରତ କୁ ଏପରି ଡିଲ କରିବା ପାଇଁ ଯାଉଛି । ତେଣୁ ସେମାନେ ଏହାବି କହିଛନ୍ତି କି ଏହା କହି ହେବନି କି ଏହାର ପରିଣାମ କଣ ହୋଇ ପାରେ । କିନ୍ତୁ ଏହା ଫଳ ରେ ଏହା ପରେ ଭାରତ କୁ ଆଉ ଢାଲ ଦିଆଯିବ ନାହିଁ । ଏହା ପରେ ଭାରତ ଓ ଆମେରିକା ଏକ ବଡ ଡିଫେନ୍ସ ପାର୍ଟନର ହୋଇ ବାହାରିବେ ବୋଲି ଜଣାବି ପଡିଛି । ଆମେରିକା ପ୍ରତେକ୍ଷରେ ଏବେ ପଯ଼୍ୟନ୍ତ କିଛି କହିନଥିଲେ ବି, ଆମେରିକା ଭାରତର ଏହି ଚୁକ୍ତିରେ ଭୟ କରିବାକୁ ଲାଗିଲାଣି ।

ଅପର ପକ୍ଷରେ ପାକିସ୍ତାନ ଓ ଚାଇନାରେ ଭାରତର ଏହି ମିସାଇଲ କଥା ପ୍ରଘଟ ହେବା କ୍ଷଣି ସେଠାରେ କୋକୁଆ ଭୟ ସୃଷ୍ଠି ହୋଇଛି । ଏବେ ଭାରତ ପାଖରେ ସେ ମିଶାଇଲ ଆସିବା ପରେ ପାକିସ୍ତାନ ଭାରତ ଆଡକୁ ଆଖି ଉଠେଇ ଅନେଇବି ପାରିବନି । ଅପରପକ୍ଷରେ ଚାଇନାରେ ମଧ୍ୟ ଏ ନେଇ କୁକୁଆ ଭୟ ସୃଷ୍ଟି ହୋଇଛି ।

ପ୍ରଧାନ ମନ୍ତ୍ରୀଙ୍କ ଦ୍ବାରା ନିଆଯ଼ାଇଥିବା ଏହି ବଡ ନିଷ୍ପତି ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ, ଏହି ପୋଷ୍ଟକୁ ଏବେହିଁ ସେୟାର କରନ୍ତୁ, ଯଦି ଭାରତୀୟ ବୋଲି ଗର୍ବ କରୁଥାନ୍ତି, ତେବେ ଏହି ପୋଷ୍ଟକୁ ଏବେ ହିଁ ଲାଇକ ସହ ସେୟାର କରି କମେଣ୍ଟରେ ଜୟ ହିନ୍ଦ ଲେଖନ୍ତୁ । ଜୟ ଜବାନ , ଜୟ କିଷାନ ।

Leave a Reply

Your email address will not be published. Required fields are marked *