ଓଡିଶାରେ ମାଡି ଚାଲିଛି ଡେଙ୍ଗୁ ଜର, ଜଣାନ୍ତୁ କେମିତି ଆପଣ ବଞ୍ଚିବେ ଏହି ଡେଙ୍ଗୁ ରୋଗରୁ, ଏବେହିଁ ପଢନ୍ତୁ

ଏହି କିଛି ଦିନ ହେବ ଓଡିଶାରେ ଡେଙ୍ଗୁର ପ୍ରକୋପ ବଢିବାରେ ଲାଗିଛି , ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ଜ୍ବରର୍ ପିଡିତ ହୋଇ ପ୍ରଣ ହରାଉଛନ୍ତି, ଓଢିଶାର ବିଭିନ୍ନ ଜିଲ୍ଲାରେ ଏହି ଡେଙ୍ଗୁ ରୋଗି ଚିହ୍ନଟ ହୋଇ ସାରିଲେଣି, ଜଗତସିଁହପୁରରେ ଡେଙ୍ଗୁ ରୋଗରେ ପିଡିତ ବ୍ୟକ୍ତିଙ୍କ ସଂଖ୍ୟ ରେକଡ ଭାଙ୍ଗିଲାଣି । ଏହି ଡେଙ୍ଗୁ ରୋଗ ମୁଖ୍ତ ମଶା ମାନଙ୍କ ଦ୍ବାରା ବ୍ୟାପିଥାଏ । ଆଜିରେ ଏହି ଆର୍ଟିକିଲରେ ଆମେ ଆପଣଙ୍କୁ କହିବୁ, କେମିତିକା ମଶାଙ୍କ ଦ୍ବାରା ଏହି ଡେଙ୍ଗୁ ବ୍ୟାପିଥାଏ, ଏବଂ ଏଥିରୁ ଆପଣ କେମିତି ମୁକ୍ତି ପାଇ ପାରିବେ, ତେବେ ଶେଷ ଯାଏ ନିସ୍ଚିନ୍ତ ପଢନ୍ତୁ ।

ଡେଙ୍ଗୁ ରୋଗ ମୁଖ୍ୟତ ଜିକା ଭାଇରସ ଦ୍ବାରା ବ୍ୟପିଥାଏ । କଣ ଆପଣ ଜାଣିଛନ୍ତି ଜିକା ଭାଇରସ କଣ ଆସନ୍ତୁ ଜାଣିବା । ଏହି ଜିକା ଭାଇରସ ମୁଖ୍ୟତ ଡେଙ୍ଗୁ ଜ୍ବରରେ ପିଡିତ କରାଇବା ଭାଇରସ ଅଟେ, ଏହି ମସା ମାନଙ୍କ ଦ୍ବାରା ବାହିତ ହୋଇଥାଏ । ଆପଣ ଜାଣି ଆଶ୍ଚଯ୍ୟ ହେବେ ଏହି ଭାଇରସ ପ୍ରଥମେ ମାଙ୍କଡ ଦେହରେ ଦେଖା ଦେଇଥିଲା । ଆଫ୍ରିକାର ଜିକା ନାମକ ଜଙ୍ଗଲରେ ବସ ବାସ କରୁଥିବା ମାଙ୍କଡ ମାନଙ୍କ ଶରୀରରେ ଏହି ଭାଇରସ ଥିଲା । ତା ପରେ ମସା ମାନଙ୍କ ଦ୍ବାରା ଏହି ବିଶ୍ବର ସବୁ ପ୍ରାନ୍ତରେ ଖେଳି ଗଲା । ଜିକା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ମସା କାମୁଡିଲେ ଡେଙ୍ଗୁ ଜ୍ବର ହୋଇଥାଏ ।

ଜିକା ବା ଡେଙ୍ଗୁ ଜ୍ବରର ଲକ୍ଷଣ କଣ ?

ଏହି ରୋଗରେ ପିଡିତ ରୋଗୀଙ୍କର ସେମିତି କିଛି ନିଦ୍ଦୀଷ୍ଟ ଲକ୍ଷଣ ନଥିଲା ବେଳେ, କେବଳ ଏହି ରୋଗରେ ପିଡିତ ବ୍ୟକ୍ତିକୁ ଦୁର୍ବଳ ଲାଗିବା ସହିତ,କାସ ମଧ୍ୟ ହୋଇତାଏ, ଏହା ସହିତ ଆଣ୍ଠୁଗଣ୍ଠି ଦରଜ ମଧ୍ୟ ହୁଏ । ଯଦି ଏହି ରୋଗ ଗର୍ଭବତୀ ମହିଳା ମାନଙ୍କୁ ହୁଏ ତେବେ ଏହା ତାଙ୍କ ସନ୍ନାନ ପ୍ରତି ବିପଦ ସୃଷ୍ଠି କରିଥାଏ ।

 

ଏଥିରୁ କିପରି ରକ୍ଷା ପାଇବେ !

କେବଳ ମସା ମାନଙ୍କଠୁ ରକ୍ଷା ପାଇ ପାରିଲେ ଆପଣ ଡେଙ୍ଗୁ ବା ଜିକା ଭାଇରସଠୁ ରକ୍ଷା ପାଇ ପାରିବେ । ମସା ନିରୋଧକ ସାମଗ୍ରୀ , ମସାରୀ, ମଶା ଧୁପ ଇତ୍ୟାଦି ବ୍ୟବହାର କରି ମଶା ମାନଙ୍କଠାରୁ ଦୁରରେ ରୁହନ୍ତୁ । ଯଦି ଆପଣଙ୍କୁ ଜ୍ବର ବହୁତ ଦିନ ହେଲା ଲାଗି ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଅଧିକ ପାନୀୟ ପିଇବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଓୌଷଧ ବ୍ୟବହାର କରନ୍ତୁ ।

ଏହି ପୋଷ୍ଟକୁ ଅଧିକର ଅଧିକ ସେୟାର କରି ସମସ୍ତଙ୍କୁ ଏହି ରୋଗ ବିଷୟରେ ଅବଗତ କରାଇବା ଗୋଟିଏ ନାଗରିକର କର୍ତ୍ତବ୍ୟ, ଏବେ ହିଁ ସେୟାର କରନ୍ତୁ, ଆମ କାମ ଆପଣଙ୍କୁ ପସନ୍ଦ ଆସିଥିଲେ, ତଳେ ଏବେ ହିଁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *