ଭାରତରେ ଲଞ୍ଚ ହେଲା ନୁଆ ଗାଡି, ମାତ୍ର 10 ଟଙ୍କାରେ ଚାଲିବ 250 କି.ମି । କମ୍ପାନୀ କହିଲା ଏହି ଗାଡି ର ଫିଚର ବହୁତ ବଢିଆ ।

4 ଅକ୍ଚୋବର ରୁ ପ୍ୟାରିସ ମଟର୍ସ ଲଞ୍ଚ କରିବା ପାଇଁ ଯାଉଛି ତାର ବହୁତ ଭେରାଇଟି ପ୍ରକାରର ଗାଡି । ଜାହାକୁ ଦେଖି ଆପଣ ହୁଏତ ବହୁତ ଆଶ୍ଚର୍ଯ୍ଯ ହୋଇ ପାରନ୍ତି । ଏପରି ବେଳେ ଏହି କମ୍ପାନୀ ତାର ସମାନ ଦାମ ଓ ସମାନ ନାମ ରେ କାଢିବା ପାଇଁ ଜାଉଛି ବହୁତ ଭେରାଇଟି କାର । ଏପରି ବେଳେ କମ୍ପାନୀ ବହୁତ ପ୍ରସ୍ତୁତ ରହିଛି କି ଏବେକା ,ସମୟ ରେ ଯେପରି ଭାବେ ତୈଳ ର ବୃଦ୍ଧି ହୋଇ ଚାଲିଛି । ବାସ ସେମାନେ ବହୁତ ପରିଶ୍ରମ କରି । ସେହି ସମାନ ଦାମ ରେ ଇଲେକ୍ଟି ଭେରିଏଣ୍ଟ କୁ ବାହାର କରିବା ପାଇଁ ଜାଉଛନ୍ତି । ଓ ଆପଣଙ୍କୁ ବହୁତ ଖୁସି ହେବେ ଜାଣିକି କମ୍ପାନୀ ଅନୁସା ରେ ଏହାର ପ୍ରୋଡ୍କସନ ଆରମ୍ଭ ହୋଇ ସାରିଛି ।

ଏପରି ଭାବେ ଏହି ଗାଡି ର ନାମ ରାଖା ଯାଇଛି K_ZEE ଏହି ଗାଡି କୁ ସର୍ବ ପ୍ରଥମେ ଏହି କମ୍ପାନୀ ଚୀନ ରେ ଲଞ୍ଚ କରିବା ପାଇଁ ଜାଉଛି  ଓ ଏଥିରେ ଗୋଟିଏ ବଡ କଥା ରହିଛି କି ଏହା ପେଟ୍ରୋଲ ଗାଡି ତୁଳନା ରେ ବହୁତ ଭଲ ଓ ସେହି ସମାନ ଦାମ ରେ ହିଁ ମିଳିବା ପାଇଁ ଜାଉଛି । ଏହା ବି ଗୋଟିଏ ଖୁସି ଖବର ରହିଛି କି ଏହି କାର ଟିକୁ ଫୁଲ ଚାର୍ଯ କରିବା ପରେ ଆପଣ 250 କିଲୋମିଟର ଜାଏଁ ଜାଇ ପାରିବେ । ଏଇଥିରେ ଡବଲ୍ଲ ଚାରଜିଇଂ ପ୍ଲଗ ଓ ଡେମଷ୍ଟିକ ପ୍ଲଗ ଓ ପ୍ରବାଲିକ ଚାର୍ଜିଇଂ ବି ବ୍ୟବହାର କରା ଯାଇଛି । ଚାର୍ଜିଇଂ ର ପ୍ଲଗ ଟାଙ୍କି ପାଖରେ ଦିଆଯାଇଛି ।

ଏଥିରେ ଆପଣ ଙ୍କୁ ଗୋଟିଏ ସୁବିଧା ମିଳିଥାଏ କି ଆପଣ ଚାହିଁଲେ ବୁଲେଟ ପୃଫ ଭେରିଏଣ୍ଟ ବି ନେଇ ପାରିବେ । ଏହା ସହିତ ଆପଣ ଏହା ବି ଚାହିଁଲେ ଆପଣଙ୍କ ମନ ପସନ୍ଦ ର ଥିମ ବା କଲର ରେ ନେଇ ପାରିବେ । ଓ ଏଥିରେ ଆପଣଙ୍କୁ AC ଓ ମୋବାଇଲ ଚାର୍ଜିଇଂ କରିବା ପାଇଁ ମିଳିଥାଏ । କହି ଦେଉଛୁ କି ଏହି ଗାଡି ବହୁତ ଶିଘ୍ର ଭାରତ ରେ ଆସିବା ପାଇଁ ଜାଉଛି । ଏପରି କି ଏହି ଗାଡି ଟି 800 CC ରେ ହେବା ପାଇଁ ଜାଉଛି । ଓ ଏହା ସହିତ ବି ଏହାର ଦ୍ବୀତୀୟ ଭେରିଏଣ୍ଟ ଯେଉଁଟା କି ପେଟ୍ରୋଲ ରେ ଆସିବା ପାଇଁ ଜାଉଛି । ତେବେ ଏହି ମଟର୍ସ କମ୍ପାନୀ ଏହି ଗାଡି ର ମୂଲ୍ୟ 2.66 ଲକ୍ଷ ଟଙ୍କା ରଖିଛନ୍ତି ।

Leave a Reply

Your email address will not be published. Required fields are marked *