ଝିଅଙ୍କୁ ଆପଣ ଆକର୍ଷଣିୟ ଲାଗୁନାହାନ୍ତି କି ? ଆପଣାନ୍ତୁ ଆମର ଉପାୟ ତୁରନ୍ତ ବଦଳିବ ଭାଗ୍ୟ ।

ପୁରୁଷ ଙ୍କୁ ଝିଅ ମାନଙ୍କୁ ଇମପ୍ରେଶନ କରିବାର କାମ ବହୁତ କଠିନ ହୋଇଥାଏ । ଏପରି ବହୁତ କମ ଲୋକ ରହିଛନ୍ତି ଯେଉଁ ମାନେ କି ବହୁତ ଜଲ୍ଦି ଝିଅ ମାନଙ୍କୁ ଇମପ୍ରେସ୍ କରି ପାରନ୍ତି । ଏପରି ଝିଅ ପଟାଇବାରେ ସମସ୍ତେ ମାହିର ହୋଇ ନଥାନ୍ତି । କିନ୍ତୁ ଏପରି ବି ପୁଅ ରହିଛନ୍ତି ଯେଉଁମାନଙ୍କୁ କିଛି ବି କରିବା ପାଇଁ ପଡି ନଥାଏ କିନ୍ତୁ ଝିଅ ମାନେ ଇମପ୍ରେସ ହୋଇଥାନ୍ତି । ତେବେ ଆପଣ ବି ଆପଣ ଙ୍କ କଲେଜ ବା ଅଫିସ ର ଝିଅଙ୍କୁ ପଟାଇବା ପାଇଁ ଚାହୁଁଚନ୍ତି,  ତ ଖାସ ସେଇଥି ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଝିଅ ମାନଙ୍କୁ ପଟାଇବାର ବହୁତ ଉପାୟ ଯେଉଁ ଗୁଡିକୁ ପ୍ରୋୟଗ କରି ଆପଣ ଝିଅ ମାନଙ୍କୁ ବହୁତ ଶିଘ୍ର ପଟାଇ ପାରିବେ ।
ଝିଅ ମାନଙ୍କୁ ପଟାଇବାର ଆକର୍ଷଣିୟ ତରିକା ଗୁଡିକ ହେଲା ।

1. ଝିଅ ମାନଙ୍କୁ ଜଟିଳ ମନ ର ବ୍ୟକ୍ତି ବହୁତ ଆକର୍ଷଣିୟ ଲାଗନ୍ତି ।ଏହା ଛଡା ଝିଅ ମାନଙ୍କୁ ସଠିକ ଚରିତ୍ର ର ପୁରୁଷ ଓ ବ୍ୟବହାର ରେ ସୋଚଟ ବ୍ୟକ୍ତି ହିଁ ପସନ୍ଦ ଆସେ ।
2. ନିଜ ପସନ୍ଦ ର ଝିଅ ମାନଙ୍କୁ ସବୁବେଳେ ଭାବନା ଦେବା ଭଲି କଥା କୁହନ୍ତୁ । ଆପଣ ଏପରି କଥା କହିବା ଦ୍ବାରା ସେ ବି ସେହି କଥା କୁ ନେଇ ଆପଣଙ୍କ କଥା ସବୁ ବେଳେ ଭାବିବେ ।
3. ଝିଅ ମାନଙ୍କୁ ବୁଝାଇବା ଟିକେ କଷ୍ଟ ହୋଇଥାଏ ।ତେଣୁ ଆପଣ କିଛି ବି ଏପରି କାମ କରନ୍ତୁ ନାହିଁ ଯେପରି କି ରାଗିବେ।
4. ଝିଅ ମାନଙ୍କୁ ପୁଅ ର ଡ୍ରେସଙ୍ଗ ଷ୍ଚାଇଲ ବହୁତ ପସନ୍ଦ ଆସିଥାଏ । ଏପରି କି ହେୟାର ଷ୍ଟାଇଲ ବି ତାଙ୍କୁ ବହୁତ ଇମପ୍ରେସ କରିଥାଏ । ତେଣୁ ଆପଣ କେବେ ବି ବାଳକୁ ଚଢୀ ବସା ଭଳି କରନ୍ତୁ ନାହିଁ ।
5. ଝିଅ ଙ୍କ ସହିତ ସବୁବେଳେ ନମ୍ର ଭାବ ଓ ସାନ୍ତ ଶିର୍ଷ୍ଟ ଭାବେ କଥା କୁହନ୍ତୁ ।
6. ଝିଅ ଙ୍କୁ ଦୂର ଯାତ୍ରା କରିବା ପାଇଁ ବହୁତ ଭଲ ଲାଗେ । ତେବେ ଆପଣ ତାଙ୍କୁ କେବେ କେବେ ବୁଲିବା ପାଇଁ ନେଇ ଯାଆନ୍ତୁ ।
7. ଆପଣ ପସନ୍ଦ କରୁଥିବା ଝିଅ ଙ୍କ କାର୍ଯ୍ଯ ରେ ସାହାଯ୍ୟ କରନ୍ତୁ ଏପରି କି ତାଙାକ ସହିତଚ ସେହି କାର୍ଯ୍ଯ ରେ ମଜା ଉଠାନ୍ତୁ । ତେବେ ଆପଣ ବହୁତ ଏଥିରୁ ଲାଭ ପାଇବେ ।

Leave a Reply

Your email address will not be published. Required fields are marked *