ଜାଣି ନିଅନ୍ତୁ ମୋଦିଙ୍କ ନୂଆ ନିୟମ ,ଆଜିଠୁ ହେବ ଲାଗୁ ।କେତେ ପଡିବ ଆପଣଙ୍କ ଉପରେ ପ୍ରଭାବ ।

ଆଜି ଜୁନ ମାସ ର ପ୍ରଥମ ତାରିଖରୁ ହିଁ ଦେଶ ରେ ସରକାର ଙ୍କ ଦ୍ବାରା କିଛି ନିୟମ ଯେପରି ଗ୍ୟାସ ସିସିଣ୍ଡର ଉପରେ ଦର କମିବା ବା ବଢିବା ଭଲି ସମସ୍ଯା ।ଏମିତି ବହୁତ ପ୍ରକାରର ପରିବର୍ତନ କରାଯାଉଛି । ଯେଉଁ ଗୁଡିକୁ ଆପଣ ସୁଣି ରଖିବା ନିହାତି ଦରକାର ଅଟେ । ନହେଲେ ହୋଇ ପାରେ କି ଏହାର ପ୍ରଭାବ ଆପଣଙ୍କ ଉପରେ ପଡିବାକୁ ବହୁତ ସମୟ ଲାଗିବନି । ତେବେ ଜାଣି ନଅନ୍ତୁ ଆଜିକା ଦିନ ରେ କଣ କଣ ନିୟମ ଆମ ପାଇଁ ବଦଳି ଯାଇଛି ।
5 ନିୟମ ଜୁନ1 ତାରିଖ ରୁ ହେବ ଲାଗୁ ।

1.ଆଜିଠୁ ଲାଗୁ ହେବା ପାଇଁ ଜାଉଛି TDS ପ୍ରୋଭିଜନ ର ନୂଆ ନିୟମ ।
ଆପଣଙ୍କ ଜାଣିବା ପାଇଁ ଆମେ କହି ଦେଉଛୁ କି GST ମାନେ ଗୁଡ୍ସ ଏଣ୍ଡ ସର୍ଭିସେସ୍ ଟେକ୍ସ ଆନୁଯାୟୀ TDS Tax Deducted at Source ତଥା TCS ପ୍ରୋଭିଜେସ୍ ଆଜି 1 ଜୁନ କୁ ନିଜ ଆୟତ କୁ ନେଉଛି । କହିଦେଉଛୁ କି ଏହି ନିୟମ ଅନୁସାରେ ଯେତେ ସବୁ ନୋଟିଫାଇଡ କରାଯାଇ ଥିବା ଲୋକଙ୍କ ପାଖରୁ 2.5 ଲକ୍ଷ ଟଙ୍କା Tax ଲାଗିବ ବୋଲି ସରକାର ସୂଚନା ଦେଇଛନ୍ତି ।

2. ସୁକନ୍ୟା ସମୃଦ୍ଧି NSC PPF ଏବଂ KVP ଉପରେ ମିଳିବ ଅଧିକ ଋଣ ।
ଗତ ବର୍ଷ ଆନୁସା ରେ ସୁକନ୍ୟା ସମୃଦ୍ଧି ଉପରେ ଓ NSC PPF ଏବଂ KVP ଉପରେ ଯେତେ ପରିମାଣ ରେ ଋଣ ଦିଆଯିବା କଥା ସରକାର ଙ୍କ ଅନୁସାରେ ଏହି ଜୁନ ମାସ ଠୁ ତାର ବଢୋତି 0.42 ହେବ ବୋଲି କହିଛନ୍ତି ।

3. LPG ଓ CNG ବି ଏବେଠୁ ମହଙ୍ଗା ପଡିବ ।
ଲାଗୁ ହୋଇଥିବା ନିୟମ ରୁ ଆମ ରୋଷେଇ ରେ ବ୍ୟବହାର ହେଉଥିବା LPG ଗ୍ୟାସ ଉପରେ 2.89 ଟଙ୍କା ଅଧିକ ପଡିବ ଓ CNG ଉପରେ ପ୍ରତି କିଲୋ ଗ୍ରାମ ପିଛା 1.70 ପଇସା ଅଧିକ ହେବ ବୋଲି ସରକାର ନୂଆ ନିୟମ କରିଛନ୍ତି ।

4. PNB ରୁ ଋଣ ନେବା କୁ ଥିଲେ ଏବେଠୁ ଅଧିକ କର ଦେବାକୁ ପଡିବ ।
ଆଗରୁ ଆପଣ ବ୍ୟଙ୍କ ରୁ କିଛି ବି କରି ଋଣ କରି ପାରୁଥିଲେ କିନ୍ତୁ ଏବେକା ସମୟ ର ନିୟମ ଅନୁସାରେ ଆପଣ ଯଦି PNB ରୁ ଋଣ ନେଉଛନ୍ତି ତେବେ ଆପଣଙ୍କୁ କର ହିସାବ ରେ 0.2 ପ୍ରତିଶତ କର ଅଧିକା ଦେବା ପାଇଁ ପଡିବ ।

5. ଇ କୋମର୍ଷ କମ୍ପାନୀ ଙ୍କୁ ବି କାଟିବା ପାଇଁ ପଡିବ TCS ।
ସରକାର ଙ୍କ ଏହି ସବୁ ନିୟମ ଭିତରେ ରହିଛି ଏପରି କି ଇ କୋମର୍ଷ କମ୍ପାନୀ ଙ୍କୁ ବି ଏବେ ତାଙ୍କର ପ୍ରୋଡ୍କଟ ଉପରେ ବା ତାଙ୍କର ଚାଲାଣ ଉପରେ ଦେବା ପାଇଁ ପଡିବ 1 ପ୍ରତିଶତ ଅଧିକ TCS ଏହା ଛଡା ତାଙ୍କର ଯେଉଁଠାରେ ସାପଲାୟର ରହିଛନ୍ତି । ସେମାନଙ୍କୁ ବି GST ସିଷ୍ଟମ ତରଫରୁ TCS ର ରେଜିଷ୍ଟର କରିବା ପାଇଁ ପଡିବ ତାହା ବି ପୁଣି ନିଜ ରାଜ୍ୟ ରେ ।ଏହା ଛଡା ଏପରି ବି ଲାଗୁ ହୋଇଛି କି ଆମ ଦେଶ ରେ ଯେଉଁ ବିଦେଶୀ କମ୍ପାନୀ ଗୁଡିକ ହୋଇଛି ସେମାନଙ୍କୁ ବି ରେଜିଷ୍ଟର କରିବା ପାଇଁ ପଡିବ ।

ଜୁନ ମାସରେ ଲାଗୁ ହୋଇଥିବା ଏହି ନୁଆ ନିୟମ ବିଷୟରେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ, ତଳେ ଗୋଟିଏ ଲାଇକ ନିଶ୍ଚୟ କରିବେ..

Leave a Reply

Your email address will not be published. Required fields are marked *