ବନ୍ଦ ହେଇଯିବ debit ଓ credit କାର୍ଡ ଆରବିଆଇ ଜାରି କଲା ନିଅମ ମିଳିବ ନୂଆ କାର୍ଡ କେମିତି ଆଣିବେ ଦେଖନ୍ତୁ ।
RBI ଜାରି କରିଛି ଏକ ନୁଆ ନୀୟମ, ଯେଉଁ ନିୟମ ଅନୁସାରେ ଆପଣଙ୍କ ପାଖେ ଥିବା ପୁରୁଣା Debit ଆଉ Credit ATM କାର୍ଡ ବନ୍ଦ ହେବାକୁ ଜାଉଛି । ଏହି ତଥ୍ୟକୁ ସମସ୍ତ ବ୍ୟାଙ୍କୁ ପଠା ଯାଇଛି, ଏବଂ ସମସ୍ତେ ଏ ନିୟମ ପାଳିବାକୁ ବାଧ୍ୟ୍ୟ ମଧ୍ୟ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ହିସାବରେ, ଏହି ବର୍ଷ ଡିସେମ୍ବର ମାସ ପୂର୍ବରୁ ଆମର ପୁରୁଣା କର୍ଡ଼କୁ ଆମ ମାନଙ୍କୁ ବଦେଇଲେଇବାକୁ ହେବ ସବୁ ବ୍ୟାଙ୍କ ଏହି ନୋଟିସ କିଛି ଦିନ ଭିତରେ ଜାରି କରିବେ ଏଥିରେ ଆପଣ ନିଜ ନିଜର ବ୍ୟାଙ୍କ ଯାଇ ନୂଆ କାର୍ଡ ଆଣିବେ ।
ଏମିତି ହେବାର କାରଣ କଣ…?
ଆଗରୁ ବ୍ୟାଙ୍କ ଆମକୁ ଯେଉଁ ATM CARD ଦେଇଥିଲା , ତାହା ହେଉଛି ମ୍ୟାଗନେଟିକ କାର୍ଡ ଏହାର କ୍ଲୋନିଂ ଓ ଜାଲିଆତି ନେଇ ବହୁତ ସମସ୍ୟା ଦେଖିବାକୁ ମିଳୁଛି ଆଜିକାଲି ଏହି ଚୋରି ଆଉ ଜାଲି ଆତି ବଢିବାରେ ଲାଗିଛି । ତେଣୁ ଏଭଳି ସମସ୍ୟାର ସାମ୍ନା କରିବା ପାଇଁ ବ୍ୟାଙ୍କ ନୁଆ ଏବଂ ଅଧିକ ସିକୁରୁଟି ସମ୍ପର୍ଣ୍ଣ କାର୍ଡ ଆଣିବାକୁ ଯାଉଛି ।
ଏହି ବର୍ଷ ଲକ୍ଷ ଲକ୍ଷ କେଶ ହୋଇଛି ଯାହା ଦ୍ୱାରା ସାରା ଭାରତରେ ହୋଇଥିବା ଜାଳିଆତି କେତେ ମାତ୍ରାରେ ବଢିଯାଇଥିବା ଆପଣ ଭାବିପାରୁଥିବେ ଏହି ସବୁ କଥାକୁ ନେଇ ଆରବିଆଇ ପୁରୁଣା କାର୍ଡ ସବୁକୁ ବଦଳାଇ ନୂତନ ଚିପ କାର୍ଡ ଦେବାକୁ ସ୍ଥିର କରିଛି । RBI ର ତଥ୍ୟ ଅନୁସାରେ ଏହି କାଡର ବ୍ୟବହାର ଜାନୁଆରୀ 2019 ରୁ ଲାଗୁ ହେବ ,
ନୁଆ କାର୍ଡ ଆଣିବା ପାଇଂ ଆପଣଙ୍କୁ ଅଳ୍ପ ପରିଶ୍ରମ କରିବାକୁ ପଡିବ, କେବଳ ଆପଣଙ୍କୁ ବ୍ୟାଙ୍କକୁ ଜାଇ ଗୋଟିଏ ଫର୍ମ ପୁରଣ କରିବାକୁ ହେବ, ଏହା ସମ୍ପର୍ଣ୍ଣ ମଗଣା, ଏଥି ପାଇଁ ଆପଣଙ୍କୁ କୌଣସି ଅର୍ଥ ଦେବାକୁ ପଡିବନି,
ଏବେ ହିଁ ଏହି କଥାକୁ ସେୟାର କରି ସବୁ ଲୋକଙ୍କୁ ଜଣାନ୍ତୁ, ତଳେ ଗୋଟିଏ ଲାଇକ କରିବାକୁ ଭୁଲିବେନି, ଜୟ ହିନ୍ଦ , ଜୟ ଭାରତ…