ଶାସ୍ତ୍ର ଅନୁସାରେ ଏମିତି ଝିଅ ମିଳିବା ମାତ୍ରେ କରିନେବା ଦରକାର ବିବାହ । ନଚେତ ପସ୍ତେଇ ପାରନ୍ତି ।

ସବୁବେଳେ ଦେଖାଯାଇଛି କି ବିବାହ କୁ ନେଇ ବହୁତ ଲୋକ ସବୁବେଳେ ଚିନ୍ତାରେ ରହିଥାନ୍ତି । ସେମାନେ ସବୁବେଳେ ଏକ ଖାସ ଝିଅକୁ ଖୋଜିଥାନ୍ତି ଯାହାକୁ ସେମାନେ ନିଜ ଜୀବନର ସାଥୀ ଭାବେ ଗ୍ରହଣ କରି ପାରିବେ । କିନ୍ତୁ ପୁରୁଷ ହେଉ ବା ସ୍ତ୍ରୀ ସେ ସବୁବେଳେ ଚାହିଁ ଥାନ୍ତି କି ସେମାନଙ୍କ ସାଥୀ ସବୁବେଳେ ବହୁତ ଭଲ ହୁଅନ୍ତୁ । ଏହା ସହିତ ସଠିକ୍ ଚରିତ୍ରର ହେବା ଦରକାର ଅଟେ । ଏପରି ଆମକୁ ଚିନ୍ତା ରହିଥାଏ କି କଣ ନିଜର ସାଥୀଙ୍କ ସହିତ ଠିଖ୍ ଭାବେ ଜୀବନ ବିତିବ କି ନାହିଁ । କେବଳ ସେଇଥି ପାଇଁ ଆମେ ଆପଣଙ୍କୁ ଆଜି କହିବା ପାଇଁ ଜାଉଛୁ କି କିପରି ଝିଅ ହେଲେ ଆପଣଙ୍କ ଜୀବନ ବହୁତ ଖୁସି ରେ ବିତାଇ ପାରିବେ ।

ତେବେ ବହୁତ ଶାସ୍ତ୍ର ବିତ୍ ମାନେ କହିଛନ୍ତି କି ନିଜ ଜିବନରେ ଯେକୈଣସି ବି ଭୁଲ କରନ୍ତୁ କିନ୍ତୁ ନିଜର ଜୀବନ ସାଥୀ ବାଛିବାରେ କେବେ ବି ଭୁଲ କରନ୍ତୁ ନାହିଁ । ନଚେତ ଆପଣ ଙ୍କୁ ଭବିଶ୍ୟତ ରେ ପସ୍ତେଇବା ପାଇଁ ପଡିପାରେ । ଖାସ ଏଇଥି ପାଇଁ ଆସନ୍ତୁ ଆଜି ଜାଣିବା କି କେଉଁ ପ୍ରକାରର ଝିଅ କୁ ବିବାହ କରିବା ଦ୍ବାରା । ଆପଣଙ୍କ ଜୀବନ ବହୁତ ସୁଖ ମୟ ହେବ।


1. ଯେଉଁ ଝିଅ ର ଉଚ୍ଚ ଭାବନା ଓ ସବୁବେଳେ ସେ ବଡ ଲୋକ ବା ଗୁରୁଜନ ଙ୍କୁ ସମ୍ମାନ କରୁଥିବ । ସେ ଝିଅ ବହୁତ ଭଲ ଗୁଣର ହୋଇଥାନ୍ତି ।
2. ଯେଉଁ ଝିଅ ପରମ୍ପରା ଓ ସଂସ୍କୃତୀ ର ପାଳନ କରିଥାଏ ସେହି ଝିଅ ର ସ୍ବଭାବ ବହୁତ ଭଲ ହୋଇଥାଏ ।
3. ଯେଉଁ ଝିଅ ମାନଙ୍କ ଭିତରେ ବଞ୍ଚେଇବାର ଗୁଣ ରହିଥାଏ । ,ସେମାନେ ପରିବାର ପାଇଁ ବହୁତ ସୁଭ ମନାଯାଏ ।ସେମାନେ ପରି୍ବାର କୁ ମଜବୁତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ।
4. ଯେଉଁ ଝିଅ ନିଜର ଭାଇ ଭଉଣୀ ଓ ସାଙ୍ଗ ସାଥୀ ଙ୍କ ସହିତ ବହୁତ ଭଲ ବ୍ୟବହାର ଦେଖେଇଥାଏ । ସେମାନଙ୍କୁ ଭିବାହ କରିବା ବହୁତ ଭଲ ମନାଯାଏ ।
5. ଯେଉଁ ଝିଅ ଘର ପରିବାର ର ସମ୍ମନ କୁ ବହୁତ ଯଗିଥାଏ । ବା ଘରକୁ ଅତିଥୀ ଆସିଲେ ତାଙ୍କର ସମ୍ମାନ କରିଥାନ୍ତି ତେବେ ସେହି ପ୍ରକାରର ଝିଅ ବହୁତ ଭଲ ମନା ଯାଏ । ତେବେ ଆପଣ ଏହି ପରି ଝିଅ କୁ ଦେଖିବା ମାତ୍ରେ ତୁରନ୍ତ ବିବାହ କରି ନିଅନ୍ତୁ ।

ଯଦି ଆମ କଥା ଆପଣଙ୍କୁ ଠିକ ଲାଗିଥାଏ ତେବେ ଗୋଟିଏ ସେୟାର ନିଶ୍ଚୟ କରିବେ..

Leave a Reply

Your email address will not be published. Required fields are marked *