ଚାଣକ୍ୟ ନିତୀ : ଏହି ସବୁ କଥା କୁ ଧ୍ୟନରେ ରଖିଲେ ବ୍ୟକ୍ତି ନିଜ ଜୀବନ ରେ କେବେ ଧୋକା ଖାଇବ ନାହିଁ

ଆପଣ ସମସ୍ତ ଚାଣକ୍ୟ ଙ୍କ ନିତୀ ବିଷୟ ରେ ତ ବହୁତ ଭଲ ଭାବରେ ଅବଗତ ଥିବେ । ଯେପରି ଭାବେ ପୁରୁଣା ସମୟ ରେ ଚାଣକ୍ୟ ଙ୍କ ଦ୍ବାରା ବନା ଯାଇଥିବା ଏହି ନିତୀ ଗୁଡିକ କାମ ସେତେବେଳେ ବି କାମରେ ଆସୁଥିଲା ଓ ଏବେବି କାମରେ ଆସୁଛି । ଆଜିଠୁ ପ୍ରାୟ 23 ଶହ ବର୍ଷ ପୂର୍ବେ ଜନ୍ମ ହୋଇଥିବା ଚାଣକ୍ୟ ଙ୍କୁ ଭାରତୀୟ ରାଜନିତୀ ଓ ଅର୍ଥ ଶାସ୍ତ୍ର କ୍ଷେତ୍ରରେ ପ୍ରଥମରେ ମନାଯାଏ । ପାଟଳୀ ପୁତ୍ର ର ନନ୍ଦ ବଂଶକୁ ଉପାଡି ଦେବା ସହିତ ସେଠାକାର ରାଜା ଭାବରେ ଚନ୍ଦ୍ର ଗୁପ୍ତ ମର୍ୟ ଙ୍କୁ ରଖିବାରେ ସଫଳ ହୋଇଥିଲେ । ଚାଣକ୍ୟ ରାଜନିତୀ କ୍ଷେତ୍ରରେ ବହୁତ ବଡ ଖେଳାଳି ଥିବା ବେଳେ ଆଜିର ସମାଜ ବି ତାଙ୍କର ଏହି ନିତୀକୁ ବହୁତ ପରିମାଣ ରେ ମନିବା ସହିତ । ଏବେବି ଏହାର ବ୍ୟବହାର ଦ୍ବାରା ସଫଳ ହେବାର ସପ୍ନ ପୂରଣ ହୋଇଥାଏ । ଏପରି ବେଳେ ଆମେ ଆଜି ଆପଣଙ୍କୁ କହିବୁ କି କିପରି ଭାବେ ଆପଣ ଏହି ଚାଣକ୍ୟ ଙ୍କ ନିତୀ କୁ ବ୍ୟବହାର କରି ଜୀବନରେ କେବେବି ଧୋକା ଖାଇବେ ନାହିଁ ।

ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କ କେଉଁ ନିତୀ କୁ ଆପଣେଇ ଆପଣ ଜୀବନ ରେ କେବେବି ଧୋକା ଖାଇବେ ନାହିଁ ।

ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁସାରେ ଜଣେ ବ୍ୟକ୍ତି କୁ ଜରୁରୀଠୁ ଅଧିକ ସୋଚଟ ହେବା ଉଚିତ ନୁହେଁ । କାରଣ ବେଶି ସୋଚଟ ଲୋକ ହିଁ ଅଧିକ ଫସିଥାଏ । ଯେପରିକି ଗଛ,ସିଧା ଗଛ ହିଁ ଆଗ କଟାଯାଏ ,ବହୁତ ଅଧିକ ସୋଚଟ ବାଦୀ ଲୋକ କୁ ଅଧିକ କଷ୍ଟ ଭୋଗ କରିବା ପାଇଁ ପଡିଥାଏ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ଏହାର ବି ବର୍ଣ୍ଣନା କରିଛନ୍ତି କି କୈଣସି ଦୁଷ୍ଟ ପ୍ରକୃତି ର ଲୋକ କୁ କେବେବି ବିଶ୍ବାସ କରିବାର ଭୁଲ କେବେ ବି କରନ୍ତୁ ନାହିଁ ନଚେତ । ଏହାର ଭୁଲ ଫଳ ଆପଣଙ୍କୁ ଭୋଗ କରିବା ପାଇଁ ପଡିପାରେ ।

ଏହି କଥାର ବି ସେ ବହୁତ ଭଲ ଭାବେ ଆଲୋଚନା କରିଛନ୍ତି କି ଯେ କୈଣସି ସାପ ବିଶାକ୍ତ ହୋଇ ନଥାଉ ନା କହିଁକି ମାତ୍ର ତାହାର ଫଅଁ ଫଅଁ କରିବାର ଗୁଣ ଛାଡିବା କଥା ନୁହେଁ । ଠିକ୍ ସେହିପରି ଭାବେ ଗୋଟିଏ ବ୍ୟକ୍ତିକୁ କେବେବି ତାର କୋମଜୋରୀ ବିଷୟ ରେ କହାକୁ କହିବା କଥା ନୁହେଁ ।

ଆଚାର୍ଯ୍ଯ ଚାଣକ୍ୟ ଙ୍କ କହିବା ଅନୁସାରେ ପ୍ରତ୍ୟେକ ବନ୍ଧୁତା ପଛରେ କିଛି ନା କିଛି ଶତୃତା ଲୁଚି ରହିଥାଏ । କାରଣ କେହିବି ଏମିତି ନାହିଁ କି ସେ ବିନା ଫାଇଦାରେ କୈଣସି କାର୍ଯ୍ଯ କରିପାରିବ ।


ଏହା ବି ସେ ବହୁତ ଭଲ ଭାବରେ କହିଛନ୍ତି କି କାର୍ଯ୍ୟ ବଡ ହେଉ ବା ଛୋଟ କୈଣସି କାର୍ଯ୍ୟ ହାତକୁ ନେବା ପରେ ତାହାକୁ ଛାଡିବା କଥା ନୁହେଁ । ବରଂ ସେହି କାର୍ଯ୍ୟକୁ ମନ ଲଗାଇ କରିବା ଦରକାର । ପରେ ସେହି କାର୍ଯ୍ୟହିଁ ସଫଳ ଦେବ ।

ଯଦି ଚାଣକ୍ୟଙ୍କ ଏହି ସବୁ କଥା ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଏବେ ହିଁ ସେୟାର କରି ତଳେ ଗୋଟିଏ ଲାଇକ କରନ୍ତୁ.

Leave a Reply

Your email address will not be published. Required fields are marked *