ଏବେ ଏବେ ଆସିଲା ଏହି ବଡ ଖବର, ବଲିଉଡର ଏହି ମହାନ ହିରୋଇନଙ୍କ ହୋଇଗଲା ମୃତ୍ୟୁ, ସାରା ବଲିଉଡ ମର୍ମାହତ

ଆଜି ବଲିଉଡର ଜଣେ ସୁନାମ ଧନ୍ୟ କଳାକାରଙ୍କର ମୃତ୍ୟୁ ହୋଇଯାଇଛି, ସେ ହେଉଛନ୍ତି ରାଜ କାପୁରଙ୍କର ଧର୍ମ ପତ୍ନୀ କୃଷ୍ଣା ରାଜ କାପୁର  ।  କୃଷ୍ଣା ରାଜଙ୍କୁ 87 ବର୍ଷ ହୋଇତିଲା , କାଡିଆକ ଡୁଜୁଜରେ ତାଙ୍କର ଆଜି ସକାଳ 5ଟାରେ ମୃତ୍ୟୁ ଘଟିଛି  ।  ତାଙ୍କର ଏହି ଅଟାନକ ମୃତ୍ୟୁରେ ପୁରା ବଲିଉଡ ଜଗତ ସୋକା ଗ୍ରସ୍ତ ହୋଇଜାଇଛି  ।  କୃଷ୍ଣା ୮୭ ବର୍ଷର ଥିଲେ । ୧୯୪୬ ରେ କୃଷ୍ଣା ମାଲହୋତ୍ରା ରାଜ କାପୁରଙ୍କୁ ବାହା ହୋଇଥିଲେ । ଦୁହିଁଙ୍କ ତିନି ପୁଅ ଛଡା ଦୁଇ ଝିଅ ବି ଅଛନ୍ତି , ରୁତୁ ନନ୍ଦା ଓ ରୀମା ଜୈନ ।

ଫିଲ୍ମ ଦୁନିଆଁର ପପୁଲାର ଷ୍ଟାର୍ ରଣବୀର କାପୁର , କରିସ୍ମା କାପୁର ଓ କରିନା କାପୁର ତାଙ୍କ ନାତି ନାତୁଣୀ ଅଟନ୍ତି । ନାତୁଣୀ ରିଧିମା ସୋସିଆଲ୍ ମିଡିଆରେ ଲେଖିଥିଲେ ଆଇ ଲଭ୍ ୟୁ ଦାଦି ।କୃଷ୍ଣା ରାଜ କାପୁର ଙ୍କ ନାତୁଣୀ ଋଷି କାପୁରଙ୍କ ଝିଅ ରିଧିମା କାପୁର ସାହାଣୀ ସୋସିଆଲ୍ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି , ସେ ଲେଖିଥିଲେ କି ଆଇ ଲଭ ୟୁ ଦାଦି , ମୁଁ ସବୁବେଳେ ତୁମକୁ ଭଲ ପାଏ ଓ ପାଉଥିବି । ଭଗବାନ ତୁମ ଆତ୍ମାକୁ ସଦଗତି ଓ ଶାନ୍ତି ଦିଅନ୍ତି ।

ନିଜ ଜେଜ ମାଙ୍କର ମୃତ୍ୟୁରେ ରଣବୀର କାପୁର କାନ୍ଦି କାନ୍ଦି ଅଥିର ହୋଇ ଯାଇଛନ୍ତି, ବଲିଉଡର ବଡ ବଡ ନାମୀ ଦାମୀ କଳାକାର ତାଙ୍କର  ଏହି ବିୟୋଗରେ ଶୋକ ଜାହୀର କରିଛନ୍ତି.

Leave a Reply

Your email address will not be published. Required fields are marked *