ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା । ପ୍ରେମରେ ରାଜି ହେଲେନି ବୋଲି ଗୁଳି କରି ହତ୍ୟା କଲେ ପଛରେ ପଡିଥିବା ରୋମିଓ।

ଆମେ ସମସ୍ତେ ଏହା ଭାବୁଥାଉ ହିରୋଇନ ହବ ବହୁତ ଭଲ । ଟଙ୍କା ର କମି ରହିବନି । କିନ୍ତୁ ଏହା ବି ଏକ ନିରାଟ ସତ୍ୟ ଜଣେ ହିରୋ କି ହିରୋଇନ ହେବା କେତେ କଷ୍ଟ , କେତେ ବାଧା ବିଘ୍ନ କୁ ସେମାନେ ସାମ୍ନା କରିଥାନ୍ତି । ଜୀବନରେ ଯେତେ ଦୁଃଖ ଥିଲେ ବି ଲୋକ ମାନଙ୍କ ଆଗରେ ହସିବାକୁ ପଡେ ଗାଇବାକୁ ପଡେ । ଲୋକ ସେମାନଙ୍କୁ ଯେମିତି ଦେଖିବାକୁ ଚାହାନ୍ତି ସେମାନେ ନିଜକୁ ସେମିତି ହିଁ ଦେଖାନ୍ତି । ଆଉ ଗୋଟେ ଝିଅ ପାଇଁ ଗୋଟେ ହିରୋଇନ ହେବା କେତେ ଯେ କଷ୍ଟ ସେକଥା ଯିଏ ଭୋଗିଥିବ ସେ ଜାଣିଥିବ । ତାର ହଜ଼ାରେ ଶତ୍ରୁ ମିତ୍ର ତୁଳନାରେ ।

ବନ୍ଧୁଗଣ ଏମିତି ବହୁ ହିରୋଇନ ଅଛନ୍ତି, ଯାହାଙ୍କୁ ମାରି ଦିଆଯାଇଛି ବା ସେମାନେ ଆତ୍ମହତ୍ୟ କରିଛନ୍ତି  । ଆଜି ଆମେ ମଧ୍ୟ ସେମିତି ଏକ ହିରୋଇନଙ୍କ ବିଷୟରେ କହିବାକୁ ଯାଉଛୁ  । ସେ ହିରୋଇନ ଜଣଙ୍କ ହେଉଛନ୍ତି ଇରାକର ତାରା ଫାରିସ  ।

ସେ ଜଣେ ମଡେଲ ମଧ୍ୟ । ସେ ୧୯୯୮ ମସିହାରେ ଇରାକ ରେ ଜନ୍ମ ଗ୍ରହଣ କରିଥିଲେ । ବୟସ ମାତ୍ର ୨୦ ବର୍ଷ । ବାପା ଇରାକ ର ଏବଂ ମା ଲେବ୍ଲାନ ର ଥିଲେ । ସେ ଜଣେ ଇଂସ୍ତାଗ୍ରାମ ମଡେଲ ଥିଲେ । ସେଥିରେ ତାଙ୍କର ପ୍ରାୟ ୩୦ ଲକ୍ଷ୍ୟ ପ୍ରଶଂସକ ଥିଲେ । ସେ ତାଙ୍କର ସୁନ୍ଦର ଚେହେରା , ଚୁଟି , ଆଉ ଟାଟୋ ର ଷ୍ଟାଇଲ ପାଇଁ ବହୁତ ପ୍ରସିଦ୍ଧ ଥିଲେ । ଯେମିତିକି ଆପଣ ଜାଣନ୍ତି ଯିଏ ଉନ୍ନତି କରେ ତାର ବହୁତ ଶତ୍ରୁ ଥାନ୍ତି ।

ତାଙ୍କୁ କେହି ଜଣେ ଦୃବୁତ୍ତ ଅାକର ସଡକରେ ଗୋଡେଇ ଗୋଡେଇ ହତ୍ୟା କରିଥିବାର କଥା ଏବେ ସାମ୍ମାନାକୁ ଆସିଛି  । ତାଙ୍କ ହଠାତ ଅମିତି ମୃତ୍ୟୁ କୁ ତାଙ୍କ ବାପା ମା ସହଜରେ ବି ଗ୍ରହଣ କରିପାରୁନାହାନ୍ତି । ପୋଲିସ ତାର ତଦନ୍ତ ଚଳାଇଛି । ଦେଖାଯାଉ ତାଙ୍କୁ ନ୍ୟାୟ ମିଳୁଛି କି ନାହିଁ । ଆଜିର ସମାଜରେ ଝିଅମାନେ ଯେତେ ଆଗକୁ ଚେଷ୍ଟା କରିବାକୁ ଚାହିଁଲେ ମଧ୍ୟ ସେମାନେ ଆଗକୁ ଯାଇପାରୁନାହାନ୍ତି କିଛି ଏଭଳି ଲୋକ

Leave a Reply

Your email address will not be published. Required fields are marked *