ଯେପରି କି ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି କି ଆମ ଭାରତର ପ୍ରଧାନ ମନ୍ତ୍ରୀ ହେଉଛନ୍ତି ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି, ତେବେ ସେ କେବଳ ଭାରତ ରେ ନୁହେଁ ବରଂ ସେ ପୂରା ବିଶ୍ବ ରେ ପ୍ରସିଦ୍ଧ ଅଟନ୍ତି । ତେବେ ଏହା ବି ଜାଣନ୍ତି କି ସେ ଦୁନିଆରେ ସମସ୍ତଙ୍କ ସହିତ ହାତ ମିଶାଇ ସ୍ବାସ୍ଥ କ୍ଷେତ୍ର ଓ ପର୍ଯ୍ଯଟନ କ୍ଷେତ୍ରରେ ନରେନ୍ଦ୍ର ମୋଦି ସମସ୍ତ ଙ୍କ ମନରେ ଜାଗ୍ରତା ବଢାଉଛନ୍ତି । କେବଳ ସେଇଥି ପାଇଁ ତ ତାଙ୍କୁ ସଂଯୁକ୍ତ ରାଷ୍ଟ୍ର ର ସବୁଠୁ ବଡ ସମ୍ମାନ ଦିଆଯାଇଛି ଚମ୍ପିଆନ ଅଫ ଦ ୱାଲ୍ଡ । ତେବେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି କେବଳ ତାଙ୍କ ସଂଯୁକ୍ତ ରାଷ୍ଟ୍ର ପ୍ରତି ଥିବା ଭଲ ପାଇବା ଓ ତାଙ୍କର ପାୱାର କୁ ଦେଖି ।
ତେବେ ଦେଖାଯାଉଛୁ ତ ଏବେକା କ୍ଷେତ୍ରରେ ବହୁତ ଲୋକ ଏପରି ରହିଛନ୍ତି ଯେଉଁମାନେ ନରେନ୍ଦ୍ର ମୋଦିଙ୍କୁ ବହୁତ ପସନ୍ଦ କରୁଛନ୍ତି । ନରେନ୍ଦ୍ର ମୋଦି ଭାରତ ର ସବୁଠୁ ଲୋକ ପ୍ରିୟ ପ୍ରଧାନ ମନ୍ତ୍ରୀ ଅଟନ୍ତି ଓ ସେ ବର୍ତ୍ତମାନ ସ୍ବଚ୍ଛତା ପ୍ରତି ଅଧିକ କାମ କରୁଛନ୍ତି । ମୋଦିଙ୍କୁ ଏହି ସମ୍ମାନ ଦେବା ସହିତ ସଂଯୁକ୍ତ ରାଷ୍ଟ ତରଫ ରୁ ଗୋଟିଏ ବହି ମଳିଥିଲା। ଏହା ସହିତ ଫ୍ରାନ୍ସ ର ରାଷ୍ଟ୍ରପତି ଇମାନୁଏଲ ମାର୍କନ ଙ୍କୁ ବି ଦିଆଯାଇଛି ।ଏହି ପୁରସ୍କାର ବା ସମ୍ମାନ ର ଆରମ୍ଭ 2005 ରୁ ଆରମ୍ଭ ହୋଇଥିଲା । ଏହି ପୁରସ୍କାର ସେହି ମାନଙ୍କୁ ହିଁ ଦିଆଯାଏ । ଯେଉଁମାନେ କି ପର୍ଯ୍ଯଟନ ଓ ସ୍ବଚ୍ଛତା ପ୍ରତି ଅସାଧାରଣ କାମ କରିଥାନ୍ତି । ଏପରି ବି ଲୋକ ଙ୍କୁ ବି ଦିଆଯାଏ ଚମ୍ପିଆନ ଅଫ ଦା ୱାଲ୍ଡ ଯେଉଁମାନେ କି ଏଚିଭ ମେଣ୍ଟ ଓ ପୋଲିସ ଲିଡର ସିଫ ଓ ଏପରି କି ନୁଆ ନୁଆ ଖୋଜ କରିବାରେ ଲାଗିଥାନ୍ତି ।
ସେହି ମାନେ ହିଁ ଏହି ପୁରସ୍କାର ର ଅଧିକାର ପାଇଥାନ୍ତି । ନରେନ୍ଦ୍ର ମୋଦି 2022 ମସିହା ପର୍ଯ୍ଯନ୍ତ ଭାରତ କୁ ପୂରା ସୁଧୁରାଇ ଦେବେ ବୋଲି କହିଛନ୍ତି । ତେବେ ଏହି ପୁରସ୍କାର ପାଇବା ପରେ ନରେନ୍ଦ୍ର ମୋଦି ତାଙ୍କର ଖୁସି ଦେଖାଇଛନ୍ତି । ଏପରି କି ଫ୍ରାନ୍ସ ର ରାଷ୍ଟ୍ରପତି ଇମାନୁଏଲ ମାର୍କନ ବି ଦୁହିଁଙ୍କୁ ଏପରି ପୁରସ୍କାର ମିଳିବା ପରେ । ନରେନ୍ଦ୍ର ମୋଦି ଆଉ ଫ୍ରାନ୍ସ ର ରାଷ୍ଟ୍ରପତି ଇମାନୁଏଲ ମାର୍କନ ମଶି ଦୁହେଁ ଦୁହିଁଙ୍କୁ ଖୁସି ଜଣାଇବା ସହିତ ଟି ପାର୍ଟି ବି ଦେଇଥିବାର ଦେଖା ଦେଇଥିଲେ ।
ବିଶ୍ବ ସଂଯୁକ୍ତ ରାଷ୍ଟରୁ ଏହି ପୁରଷ୍କାର ପାଇବା ପରେ ପୁରା ବିଶ୍ବରେ ଏବେ ଭାରତ ଓ ନରେନ୍ଦ୍ର ମୋଦୀଙ୍କ ସମ୍ମାନ େବେ ବହୁତ ବଢି ଯାଇଛି । ଜାତିସଂଘ ତାଙ୍କ ନାମକୁ ନୋବେଲ ଶାନ୍ତି ପୁରଷ୍କାର ପାଇଁ ମନୋନୀତ କରିଛି । ଭାରତୀୟ ପ୍ରଧାନ ମନ୍ତ୍ରୀଙ୍କ ଏଭଳି ସଫଳତା ପାଇଁ ପ୍ରତିଟି ଭାରତୀୟ ଗର୍ବୀତ ହୋଇଚନ୍ତି । ଯଦି ଆପଣ ବି ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଏ ସଫଳତାରେ ଖୁସି ଅଛନ୍ତି, ତେବେ ଏହି ପୋଷ୍ଟକୁ ଏବେ ହିଁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ । ମୋଦୀଜି ଙ୍କ ପାଇଁ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ, ଜୟ ହିନ୍ଦ ଜୟ ଭାରତ ।