ଦିନେ ଆମ୍ବାନୀ ଙ୍କ ଠୁ ବି ଅଧିକ ଧନୀ ଥିଲେ ଏହି ବ୍ୟକ୍ତି । ଝିଅ ଯୋଗୁଁ ଆଜି ହୋଇଛନ୍ତି କାଙ୍ଗାଳ .

ହିନ୍ଦି ଫିଲ୍ମ ରେ ସିଙ୍ଘାନିଆ ନାମରେ କେହିଥିଲେ ଆମେ ଆଗକୁ ଗୋଟିଏ କୋଟି ପତି ର ଚେହେରା ସାମ୍ନା କୁ ଆସିଯାଏ । ଯିଏକି ଦିନେ ଆମ୍ବାନୀ ଙ୍କ ଠୁ ବି ଅଧିକ ଧନୀ ଥିଲେ । କିନ୍ତୁ ଆଜି ସେ ହୋଇଛନ୍ତି କାଙ୍ଗାଳ । ଅସଲ ରେ ଆମେ କୋଟି ପତି କାହାକୁ କହିବା ଜାହା ପାଖରେ ବହୁତ ଟଙ୍କା ଓ କୋଟି କୋଟି ଟଙ୍କା ର ସଂମ୍ପତୀ ରହିଥିବ ତାହାକୁ ଆମେ କୋଟି ପତି ବୋଲି ଆଜିକା କ୍ଷେତ୍ରରେ କହିଥାଉ । ସେତେ ବେଳ କ୍ଷେତ୍ରରେ ସିଙ୍ଘାନିଆ ନାମର ବ୍ୟକ୍ତିଙ୍କ ପାଖରେ ବହୁତ ବହୁତ ଟଙ୍କା ରହୁଥିଲା ଓ ଯିଏ ବି ଦେଖିଥାଏ ତାଙ୍କୁ ବହୁତ ଧନୀ ବୋଲି ଭାବିଥାଏ। କିନ୍ତୁ ଏପରି ଗୋଟିଏ ବ୍ୟକ୍ତି ଯିଏ ଅସଲ ଜୀବନ ରେ ବିଜୟ ପାର୍ଟ ସିଙ୍ଘାନିଆ ରୂପରେ ଜଣା ଜାଆନ୍ତି । ଏବେ ତାଙ୍କୁ ନେଇ ବହୁତ ଚର୍ଚ୍ଚା ଚାଲିଛି । ସେ ଅମ୍ବାନିଙ୍କଠୁ ବି ଅଧିକ ଧନୀ ଥିଲେ , ସେ ଥିଲେ ରାୟମଣ୍ଡ ଗୃପର ମାଲିକ ।

ତେବେ ଆସନ୍ତୁ ଜାଣିବା କି କିପରି ଭାବେ ଦିନେ କୋଟି ପତି ରୁ ଆଜି ରୋଡ ପତି ହୋଇଛନ୍ତି ।

ସଂଙ୍ଘାନୀଆ ସାରଙ୍କ ର ସବୁବେଳେ ପରିବାର ସହିତ ଝଗଡା ହେବା ଫଳରେ ତାଙ୍କୁ ଘରୁ ତଡି ଦିଆଯାଇଥିଲା ଓ ଏବେ ଗୋଟିଏ ଗୋଟିଏ ପଇସା ପାଇଁ ବି ବହୁତ କଷ୍ଟ କରିବା ପାଇଁ ପଡୁଛି । ଏପରି ଅବସ୍ଥା ତାଙ୍କର ନିଜ ଝିଅ କରିଛନ୍ତି ବୋଲି ସେ କହିଛନ୍ତି । ସିଙ୍ଗାନୀଆ ସାର ପ୍ରଥମ ରୁ ହିଁ ତାଙ୍କ ଘର ବାଡି ଓ ନିଜର ସବୁ କିଛି ସଂମ୍ପତି କୁ ନିଜର ଝିଅ ଗୈତମୀ ନାମରେ ରଖିଥିଲେ । ତେଣୁ ଏବେକା ପରିସ୍ଥିତି ରେ ତାଙ୍କର ଝିଅ ନିଜ ବାପା ଙ୍କ ସହିତ ବିସ୍ବାସ ଘତକତା କରିବା ସହିତ ତାଙ୍କର ସୁବୁକିଛି ନେଇ ନେଇ ତାଙ୍କୁ ରାସ୍ତାରେ ଛିଡା କରିଦେଇଛନ୍ତି ।

ଏପରିକି ସେ ତାଙ୍କର ଗାଡି ଓ ଡ୍ରାଇଭର କୁ ଛାଡିନାହାନ୍ତି । ଏହି ପରି ସମସ୍ୟା ପରେ ବିଜୟ ପାର୍ଟ ଜାଇ ବମ୍ବେ ହାଇକୋଟ ରେ ନଜର ଘର ବିଷୟ ରେ ଗୋଟିଏ ରୋଜିନାମା ଜାରି କରିଥିଲେ । କିନ୍ତୁ ସେ ଯେଉଁ ଘର ବିଷୟରେ ବମ୍ବେ ହାଇକୋଟ ରେ ରାଜିନାମା ଜାରି କରିଥିଲେ । କିନ୍ତୁ କଥାଟି ହେଲା ସଂଙ୍ଘାନୀଆ ସାରଙ୍କର 1960 ମସିହାର ଗୋଟିଏ ଘର ଯେଉଁଟାକି 14 ମହଲା ବିଶିଷ୍ଟର ସେହି ମହଲା କୁ ସଂଙ୍ଘାନୀଆ ସାର କିଛି ଦିନ ପୂର୍ବେ ପ୍ରାସ ମାନିଆ ହୋଲଡିଙ୍ଗ କୁ ବିକ୍ରି କରିଦେିଥିଲେ । କିନ୍ତୁ  ସେହି କମ୍ପାନୀ ନିଜର ବୁଦ୍ଧିର ପ୍ରୋୟଗ କରି ସଂଙ୍ଘାନୀଆ ସାର ଙ୍କ ଝିଅ ଗୈତମ ଓ ତାଙ୍କ ଭାଇଙ୍କ ସହିତ ମିଶି ଏହି ସବୁର ରେକର୍ଡ ପତ୍ର ସେମାନଙ୍କ ନାମକୁ ନେଇ ଆସିଥିଲେ। ପରେ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏପରି ବେଳେ ଆପଣ କୁହନ୍ତୁ ନିଜର ପରିବାର ଲୋକ କେବେ ଏପରି କରିଲେ  କଣ କରିବା ଦରକାର ।

ଏହି ପରି ଭାବେ ଭାରତର ସବୁଠୁ ଧନୀ ବନିଗଲେ ସବୁଠୁ ଭିକାରୀ ।

Leave a Reply

Your email address will not be published. Required fields are marked *