ସୌନିକ ଙ୍କ ଏପରି କମାଣ୍ଡ ଟ୍ରେନିଂ ଦେଖି ଆଚମ୍ବିତ ହୋଇ ଉଠିବେ । ଦେଖନ୍ତୁ ଭିଡିଓ,ଏମିତି ଭିଢିଓ ଆଗରୁ ଦେଖି ନଥିବେ

ପ୍ରଥମେ ପ୍ରଥମେ ଭାରତୀୟ ସେନାର ନାମ ସୁଣି ଲୋକ ବହୁତ ଡରି ଯାଉଥିଲେ । କେହିବି ସେତେବେଳେ ଭାରତୀୟ ସେନାରେ ଯୋଗ ଦେବା ପାଇଁ ରାଜି ହେଉ ନଥିଲେ  ଓ ଏପରି ବି ହେଉଥିଲା କି ସେନାରେ ଭର୍ତ୍ତି କରିବା ପାଇଁ ଲୋକଙ୍କ ଘରକୁ ଯିବା ପାଇଁ ପଡୁଥିଲା । ତଥାପି ଲୋକ ମାନେ ଭର୍ତ୍ତି ହେବା ପାଇଁ ରାଜି ହେଉ ନଥିଲେ । ଯଦି କେହି ଭର୍ତ୍ତି ହେଇ ବି ଯାଉଥିଲେ ତ କିଛି ଦିନ ମଧ୍ୟରେ ପୁଣି ଘରକୁ ପଳାଇ ଆସୁଥିଲେ ।  ସେମାନଙ୍କୁ ନେବା ପାଇଁ ପୁଣି ସେନା ର ଟିମ ଙ୍କୁ ଆସିବା ପାଇଁ ପଡୁଥିଲା । କିନ୍ତୁ ଆଜି ଦେଶ ବଦଳି ସାରିଛି ଓ ଆଜି ପ୍ରତ୍ୟେକ ଯୁବକ ଙ୍କ ଭିତରେ ଦେଶ ଭକ୍ତି ଭରି ରହିଛି ।କେବଳ ସେଇଥି ପାଇଁ ତ ଆଜିର ପୀଢିମାନେ ଦେଶର ସେବା କରିବା ପାଇଁ ଆଗରେ ସେନାରେ ଯୋଗ ଦେଉଛନ୍ତି । ହେଲେ ଆଜିର କ୍ଷେତ୍ରରେ ସେନାରେ ଯୋଗ ଦେବା ଏତେବି ସହଜ ନୁହେଁ । ଏବେ ବହୁତ କଠିନ ପରିସ୍ଥତି ର ସାମ୍ନା କରିବା ପରେ ହିଁ ଜଣେ ସେନା ରେ ଭର୍ତ୍ତି ହେଇପାରୁଛନ୍ତି ଓ ଏପରି ପରେ ବି ଜଣେ ଭର୍ତ୍ତି ହେଇବି ଜାଉଛି ତ ତାଙ୍କୁ ବହୁତ ପ୍ରକାରର କାମର ଭାର ଉଠାଇବା ପାଇଁ ପଡୁଛି ।

କିଛି ଲୋକ ଏପରି ବି ରହିଛନ୍ତି କି ସେମାନେ ସେନାର ଟ୍ରେନିଂ ବେଳେ ହିଁ ଚାକିରୀ ଛାଡିଦିଅନ୍ତି । କାରଣ ଗୋଟିଏ କମାଣ୍ଡ ଟ୍ରେନିଂ ରେ ଯେପରି କଷ୍ଟ କରିବା ପାଇଁ ପଡିଥାଏ ଯଦି ଗୋଟିଏ ସାଧାରଣ ଲୋକ କୁ କୁହାଯାଏ କି ସେହିପରି କରିବା ପାଇଁ ତ ତାର ଝାଳ ଉତୁରିଯିବ । କମାଣ୍ଡୋ ଟ୍ରେନିଂ ରେ CISF ହେଉଛନ୍ତି ଦେଶ ର ପ୍ରମୁଖ କମାଣ୍ଡୋ ଅଫିସର । ଏମାନଙ୍କ  ଟ୍ରେନିଙ୍ଗ ବହୁତ କଠିନ, ଥରୁଟିଏ ଦେଖନ୍ତୁ ଏହି ତଳ ଭିଡିଓକୁ

ଆଜି ଆମେ CISF ଜବାନ ଙ୍କ କମାଣ୍ଡୋ ଟ୍ରେନିଂ ବିଷୟ ରେ କହିବା ପାଇଁ ଯାଉଛୁ । CISF ଦେଶ ର ପୂରା ମିଲିଟ୍ରି ଫୋର୍ସ ଜାହାକୁ ଦେଶ ର ସବୁ ବଡ ବଡ ସରକାରୀ ଓ ବେସରକାରୀ କାର୍ଯ୍ଯାଳୟ ର ସୁରକ୍ଷା ଦେବା ନିମନ୍ତେ ଯୋଗ କରାଯାଏ । CISF ରେ ବି ମିଲିଟ୍ରି ଭଳି ପୋଷ୍ଟ ଦିଆଯାଏ । ଓ ଏମାନଙ୍କୁ ବି ସେହିପରି ଟ୍ରେନିଂ ଦିଆଯାଏ ଯେଉଁପରି ମିଲିଟ୍ରି ମାନଙ୍କୁ ଦିଆଯାଏ । ତେବେ ଆପଣ ଜାଣିବା ପାଇଁ ଚାହୁଁଥିଲେ କି କିପରି ଭାବେ CISF ଓ ମିଲିଟ୍ରି ମାନଙ୍କୁ ଟ୍ରେନିଂ ଦିଆଯାଏ ତେବେ ଆପଣ youtube ଏପରି ବହୁତ ଗୁଡିଏ ଭିଡିଓ ପାଇ ପାରିବେ ଯେଉଁଥିରେ କି ସେମାନଙ୍କୁ ବହୁତ କଳାକୈଶଳ ଦେବା ସହିତ ତାଙ୍କୁ କିଭଳି ଭାବେ ଟ୍ରେନିଂ ଦିଆଯାଉଛି ।ଓ ଆପଣ ଉପରେ ଥିବା ଫୋଟ ରେ ବି ଦେଖି ପାରିବେ । ଏହା ପରେ ଯଦି ଆପଣ ନିଜର ଦେଶ କୁ ବହୁତ ଭଲ ପାଉଛନ୍ତି । ତେବେ ଆପଣ ମିଲିଟ୍ରି ବା CISF ରେ ନିଶ୍ଚିତ ଯୋଗ ଦିଅନ୍ତୁ ।

କେବଳ ସଚ୍ଚା ଭାରତୀୟ, ଏହି ବୀର ମାନଙ୍କ ପାଇଁ ଗୋଟିଏ ସେୟାର କରିବେ,  ଏହି ବୀର ଜବାନ ମାନଙ୍କ ପାଇଁ କଣ ତଳେ ଗୋଟିଏ ଲାଇକ ମିଳିବନି  । ଜୟ ହିନ୍ଦ ଜୟ ଭାରତ  ।

Leave a Reply

Your email address will not be published. Required fields are marked *