ଜାଣି ଆଶ୍ଚର୍ଯ୍ୟ ହେବେ, ଜହ୍ନରେ ସିରିଡ଼ି ସାଇ ବାବଙ୍କ ଚେହେରା ଦେଖିବାକୁ ମିଳିଛି, ଆଉ ତା ପରେ…

ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଜହ୍ନରେ ସିରିଡ଼ି ସାଇ ବାବଙ୍କ ଚେହେରା ଦେଖିବାକୁ ମଳିଛି । ଏହା ଗପ ନୁହେଁ ବରଂ ସତ । ଉପରେ ଦିଆଯାଇଥିବା ଏକ ଫଟୋ ଏହାକୁ ପ୍ରମାଣ କରିଛି । ଏହି ଫଟୋଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହାକି ମୋବାଇଲଠୁ ମୋବାଇଲ ଘୁରି ବୁଲୁଛି । ଏହି ଫଟୋଟିକୁ ଦେଖି ସୋସିଆଲ ମିଡ଼ିଆରେ ବାବଙ୍କ ଭକ୍ତ ପୁରା ଭକ୍ତି ଭାବରେ ମଗ୍ନ ରହିଥିବା କମେଣ୍ଟରୁ ଦେଖିବାକୁ ମିଳିଛି । ‘ଓମ୍ ସାଇ ରାମ..ଓମ୍ ସାଇ ରାମ’ର ବାଣି ପୁରା ସୋସିଆଲ ମିଡ଼ିଆରେ ଗୁଞ୍ଜରଣ ସୃଷ୍ଟି କରିଥିବା ଜଣାପଡିଛି । କିଛି ଲୋକ ଏହାକୁ ମିଛ ବୋଲି କହୁଥିବା ବେଳେ, କିଛି ସାଇ ଭକ୍ତ ଏହାକୁ ସତ ବୋଲି କହୁଛନ୍ତି  ।

ସୋସିଆଲ ମିଡିଆରୁ ଆରମ୍ଭ କରି , ଚାରିଆଡେ ଏବେ ଜୋର ସୋରରେ ଏହି କଥା ବ୍ୟାପିବାରେ ଲାଗିଛି, ହେଲେ କିଛି ଲୋକ ଏହାକୁ ମିଛ ଓ ଅନ୍ଧ ବିସ୍ବାସ କହୁଛନ୍ତି, ଏବଂ କିଛି ଏହାକୁ ଭଗବାନଙ୍କ ଅପାର ଲୀଳା ବୋଲି କହୁଛନ୍ତି  । ବିଭିନ୍ନ ଟିଭି ଚ୍ୟାନେଲରେ ବି ଏହ ସମ୍ପର୍କରେ ତର୍କ ବିତର୍କ ଜାରି ରହିଛି  । କିଛି ଭକ୍ତ ସନ୍ଧ୍ୟା ହେଲେ ଆକାଶକୁ ଚାହିଁ ରହୁଛନ୍ତି  ।

ଗୋଲ ଆକାର ଜହ୍ନରେ ପୁରା ସିରିଡ଼ି ସାଇ ବାବଙ୍କ ଚେହେରା ଦେଖିବାକୁ ମିଳିଛି । ଯେମିତି ଲାଗୁଛି ବାବ ସୋୟମ ନିଜ ଭକ୍ତମାନଙ୍କୁ ଦର୍ଶନ ଦେବା ଲାଗି ପ୍ରକଟ ହୋଇଛନ୍ତି । ବାବଙ୍କ ଦର୍ଶନ କରି ଭକ୍ତମାନେ ବିଭୋର ହୋଇ ସାଇ ରାମ ସାଇ ରାମ ଜପ କରିଛନ୍ତି । ଭାଇରାଲ ହୋଇଥିବା ଫଟୋକୁ ଦେଖିଲେ ଯେପରି ଲାଗୁଛି ସାଇ ବାବ ନିଜେ ଭକ୍ତମାନଙ୍କୁ ଦର୍ଶନ ଦେବା ସହ କିଛି ବାଣି କହିବା ପାଇଁ ଚେଷ୍ଟା କରୁଛନ୍ତି । ସାଇ ବାବଙ୍କ ଏମିତି ଆଲୋକିକ ଦର୍ଶନକୁ କୋଟି କୋଟି ପ୍ରଣାମ । ଓମ୍ ସାଇ ରାମ…. ।

ହେଲେ ଏହା କେତେ ସତ୍ୟ କତେ ମିଥ୍ୟା ତାର ସତ୍ୟା ସତ ଆମେ ଜାଣି ନାହୁଁ, ହେଲେ ଏତିକି କହିବୁ ଯେ ବିଶ୍ବାସ ମୁଳେ ଭଗବାନ  । ଯଦି ଆପମ ବି ଭଗବାନଙ୍କୁ ବିସ୍ବାସ କରନ୍ତି, ତେବେ ଏହି ପୋଷ୍ଟକୁ ଗୋଟିଏ ସେୟାର କରିବା ସହ ତଳେ ଗୋଟିଏ ଲାଇକ କରିବେ  । ଓମ୍ ସାଇରାମ  ।

Leave a Reply

Your email address will not be published. Required fields are marked *