୨୭ ସେପ୍ଟେମ୍ବର ୨୦୧୮ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମା ଲକ୍ଷ୍ମୀ ଆଜି ଏହି ୩ଟି ରାଶିକୁ ଅଜସ୍ର ଧନ ଦେବେ

Aajira-Rasifala

ମେଷ :-
ଆଜି ଆପଣ ନିଜ ବନ୍ଧୁମାନଙ୍କ ସହ ନାଚ ଗୀତରେ ବ୍ୟସ୍ତରହିବେ । ଆଜି ଆପଣଙ୍କ ବନ୍ଧୁ ଆପଣଙ୍କ ଘରକୁ ଯାଇପାରନ୍ତି ।ଆପଣ ତାଙ୍କୁ ସ୍ୱାଗତ କରନ୍ତୁ । ସେମାନଙ୍କ ସହ ସାକ୍ଷାତ ପରେ ଆପଣଙ୍କ ମତାନ୍ତର ଶେଷ ହୋଇଯିବ ଆଜି ଆପଣ ସମ୍ବେଦନଶୀଳତା ଅନୁଭବ କରିପାରନ୍ତି। ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ। ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ଯୋଗ କରନ୍ତୁ

ବୃଷ:–
ଚାକିରିରେ ପଦ-ପ୍ରତିଷ୍ଠାର ଲାଭ ମିଳିବ। ଅଧିକାରୀମାନଙ୍କର କୃପା ଦୃଷ୍ଟି ରହିବ। ପରିବାରରେ ଉତ୍ସବ ଏବଂ ଉଲ୍ଲାସର ମାହୌଲ ରହିବ। ମାତାଙ୍କ ତରଫରୁ ଫାଇଦା ହେବ। ଉତ୍ତମ ବିବାହ ସୁଖ ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ ଭଲ ସଫଳତା ମିଳିପାରେ |ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ

ମିଥୁନ:–
ଆଜିର ଦିନ ପ୍ରତିକୂଳତା ଏବଂ ଅନୁକୂଳତାରେ ମିଶ୍ରିତ ହେବ। ଲେଖନ-ସାହିତ୍ୟରେ ରୁଚି ରହିବ। ବ୍ୟବସାୟ ସ୍ଥଳ ଉପରେ ପ୍ରତିକୂଳ ପରିସ୍ଥିତି ରହିବ। ଉଚ୍ଚ ଅଧିକାରୀମାନଙ୍କର ମନୋଭାବ ନକାରାତ୍ମକ ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ସନ୍ତାନମାନଙ୍କ ମଧ୍ୟରେ ମତଭେଦ ହୋଇପାରେ | ଛାତ୍ରମାନେ ଅଧ୍ୟୟନରେ ଅଧିକ ଭାରାକ୍ରାନ୍ତ ହୋଇ କ୍ଳାନ୍ତି ଅନୁଭବ କରିବେ ଏବଂ ବିଶ୍ରାମ କରିବେ । ଆଜି ଦିନରେ ସାଂଗ ସାଥିମାନଙ୍କ ସହ ଭ୍ରମଣ କିମ୍ବା ଚାପାନ କରି ମାନସିକ କ୍ଳାନ୍ତି ମେଣ୍ଟାଇବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ । ପ୍ରତିକାର : ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

କର୍କଟ :–
ଆଜି ଖାଇବା-ପିଇବା ଉପରେ ବିଶେଷ ଧ୍ୟାନ ରଖିବେ। କାର୍ଯ୍ୟ ସଫଳତାରେ ବିଳମ୍ବ ହେବାର କାରଣରୁ ନିରାଶା ଅନୁଭବ ହୋଇପାରେ। କାମର ବୋଝ ଅଧିକ ହୋଇପାରେ। ନୂଆ କାମର ପ୍ରାରମ୍ଭ କରନ୍ତୁ ନାହିଁ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ମନ ଅସ୍ଥିର ଏବଂ ବ୍ୟଗ୍ର ରହିବଲମ୍ବା ସମୟ ଧରି ଅମୀମାଂସିତ ହୋଇରହିଥିବା କୌଣସି ଆଇନଗତ ସମସ୍ୟା ଆଜି ଆପଣଙ୍କ ସପକ୍ଷରେ ଯିବ । ଏ ସମସ୍ୟା ଆପଣଙ୍କୁ ବହୁତ ହଇରାଣ କରୁଥିଲା । ଏବେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ ଜୀବନଧାରା ସ୍ୱାଭାବିକ ରୂପେ ଚ଼ାଲିବ। ପ୍ରତିକାର : ଶିବଦର୍ଶନ କରି ପାଦୁକ ସେବନ କରନ୍ତୁ।

ସିଂହ:–
ଆଜିର ଦିନ ଆର୍ଥିକ ଦୃଷ୍ଟିରୁ ବହୁତ ଭଲ ରହିବ। ବ୍ୟାପାରରେ ବୃଦ୍ଧି ଯୋଗ ଅଛି। ତା’ ବ୍ୟତୀତ ଦଲାଲି, ସୁଧ, କମିଶନରୁ ମିଳୁଥିବା ଅର୍ଥ ଆପଣଙ୍କର ଭଣ୍ଡାରରେ ବୃଦ୍ଧି ହେବ। ପ୍ରେମିମାନଙ୍କ ପାଇଁ ଆଜି ପ୍ରଣୟ ପରିଚୟର ଯୋଗ ଅଛି। ବାହନ ସୁଖ ପ୍ରାପ୍ତ ହେବ |ଏହି ସମୟ ପରିବାର ଲୋକଙ୍କ ସହିତ କୌଣସି ଉତ୍ସବକୁ ଯିବାର ସମୟ ଅଟେ । କେମିତି ଓ କେବେ ଯିବେ ଏହା ଅଧିକ ଭାବିବା ଦରକାର ନାହିଁ । ଏହି ସମୟର ସଦୁପଯୋଗ କରି ଆପଣ ବହୁତ ଆନନ୍ଦ ପାଇ ପାରନ୍ତି: ପାରାଙ୍କୁ ଖାଦ୍ୟ ଦିଅନ୍ତୁ

କନ୍ୟା :–
ବର୍ତ୍ତମାନ ସମୟରେ ଆପଣଙ୍କୁ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ ଏବଂ ଯଶକୀର୍ତ୍ତି ପ୍ରାପ୍ତ ହେବ। ଆଜି ଆପଣଙ୍କ ସ୍ଵଭାବରେ ଅଧିକ ଭାବୁକତା ରହିବ। ଭଲ ସମାଚାର ମିଳିବ। ଘରେ ଆନନ୍ଦର ମାହୌଲ ହେବ। ଚାକିରିରେ ମଧ୍ୟ ଆପଣଙ୍କୁ ସାଥିମାନଙ୍କର ଭରପୂର ସହଯୋଗ ମିଳିପାରିବ। ପରିବାରର ମାହୌଲ ସୁଖ-ଶାନ୍ତି ଭରା ରହିବ।ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ ,ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ ପ୍ରତିକାର :- ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା:–
ବ୍ୟବସାୟସମ୍ବନ୍ଧୀୟ ଜରୁରୀ କାର୍ଯ୍ୟପାଇଁ ଯାତ୍ରାକରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ସନ୍ତାନର ସୁ-ଖବର ଶୁଣି ଖୁସିହେବେ। ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ। ଅଟକି ଥିବା କାର୍ଯ୍ୟ ପୂରଣ ହେବ। ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ। ପ୍ରତିକାର :- ଷଣ୍ଢକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ ।

ବିଛା :–
ଆଜିର ଦିନ ବିଦ୍ୟାର୍ଥିମାନଙ୍କପାଇଁ ଭଲ ଅଟେ। ସେମାନଙ୍କୁ ପାଠପଢ଼ାରେ ସଫଳତା ମିଳିବ ଏବଂ ପ୍ରଗତି ପାଇଁ ନୂଆ ମୌକା ପ୍ରାପ୍ତ ହେବ। ଆପଣ ନିଜର କଳ୍ପନା ଶକ୍ତିରେ ସାହିତ୍ୟ ଲେଖନରେ ନୂଆ କାମ କରିବେ। ଆପଣଙ୍କ ସ୍ଵଭାବରେ ଅଧିକ ଭାବୁକତା ଏବଂ କାମୁକତା ରହିବ। ମହିଳା ମିତ୍ରମାନଙ୍କ ଉପରେ ଖର୍ଚ୍ଚ ହେବ।ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚ଼େଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେପ୍ରତିକାର :- ପାରାଙ୍କୁ ଖାଦ୍ୟ ଦିଅନ୍ତୁ ।

ଧନୁ :–
ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ। ଜନସେବାରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଶାନ୍ତି ପାଇବେ। ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ। ଉଚ୍ଚ ଶିକ୍ଷାପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ। ପ୍ରତିକାର :- ଦିବ୍ୟାଙ୍ଗ ବ୍ୟକ୍ତିକୁ ଖାଦ୍ୟ ଦିଅନ୍ତୁ।

ମକର :–
ଆଜି ଆପଣ ସମ୍ବେଦନଶୀଳତା ଅନୁଭବ କରିପାରନ୍ତି। ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ। ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ଯୋଗ କରନ୍ତୁ |ଆଜି ଆପଣ ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ। ପ୍ରତିକାର :- ପ୍ରତିକାର :- ବିଧବାଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ :–
ବନ୍ଧୁ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତକରି ଆପଣ ଆନନ୍ଦ ଅନୁଭବ କରିବେ। ଆର୍ଥିକ ଯୋଜନାରେ ଆପଣଙ୍କୁ ଟିକେ ଅସୁବିଧା ହୋଇପାରେ, କିନ୍ତୁ। ଶେଷରେ ଫାଇଦା ହେବ। ଚାକିରି-ବ୍ୟାପାରରେ ଅନୁକୂଳ ବାତାବରଣ ରହିବ ଏବଂ ସାଥିମାନଙ୍କର ସହଯୋଗ ମିଳିବ | ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ତରଫରୁ ଗିଫ୍ଟ ମିଳିପାରେ ଏବଂ ଆପଣ ତାଙ୍କ ସହିତ ସମ୍ପୂର୍ଣ୍ଣ ଦିନ ଖୁସିରେ ବିତାଇ ପାରିବେ। ଯାତ୍ରା, ସୁନ୍ଦର ଭୋଜନ ଏବଂ ପ୍ରିୟଜନମାନଙ୍କ ସହିତ ଆପଣ ରୋମାଞ୍ଚିତ ରହିବେ। ଗୃହସ୍ଥଜୀବନରେ ମଧୁରତା ଆସିବ

ମୀନ :–
ପଡୋଶୀଙ୍କ ସହ ପୂର୍ବ ଝଗଡ଼ା ବଢ଼ିଯିବା ଫଳରେ ନିଜେ ସଫଳ ହେବେ। ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି। କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ। ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *