ଜାଣନ୍ତୁ 3ଟି କାରଣ କାହିଁକି ପାକିସ୍ତାନ ପାଖେ ଥିବା ପରମାଣୁ ବୋମା କିଛି ବି ବିଗାଡି ପାରିବ ନାହିଁ ଭାରତର ।ଜାଣିଲେ ଗର୍ବ କରିବେ

ଆପଣ କୁକୁରଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । କୁହନ୍ତି କୁକୁର ର କୁଆଡେ ଭୋକିବା ଅଭ୍ୟାସ କେବେ ବି ଯାଏ ନାହିଁ । ବାସ କିଛି ଏହି ପ୍ରକାରର ଅଭ୍ୟସ ପାକିସ୍ତାନ ର । କିଛି ଦିନ ତଳେ ପାକିସ୍ତାନ ର ନେତା ଖାନ ଦେଶକୁ ବଦନାମ କରିବା ପାଇଁ ମିଛରେ ପ୍ରବଚନ ଦେଇଥିଲା କି ପରମାଣୁ ନିକ୍ଷେପ କରିବ ବୋଲି  ଓ ଏହାବି ଧମକ ଦେଇଥିଲା କି ପାକିସ୍ତାନ ଚାହିଁବତ ପାଞ୍ଚ ମାସ ଭିତରେ ଦିଲ୍ଲୀ ଉପରେ ପରମାଣୁ ବୋମା ମାଡ କରି ପାରିବ ବୋଲି । ଏହା ପରେ ତାର ବୟାନ ଉପରେ ଭାରତ ତରଫ ରୁ କିଛିବି ଶକ୍ତ ବ୍ୟବସ୍ଥା କରାଯାଇ ନଥିଲା ।

କାରଣ  ଭାରତ ଜାଣିଥିଲା କି କେବେବି ପାକିସ୍ତାନ ଏପରି  କିଛି ବି କରିପାରିବେ ନାହିଁ ଯେପରି ଖାନ କହିଥିଲା । କାରଣ ଭାରତ ଏହା ବହୁତ ଭଲ ଭାବେ ଜାଣିଛି କି ପାକିସ୍ତାନ ଭାରତ ଠୁ ଟେକ୍ନଲୋଜି କ୍ଷେତ୍ରରେ ବହୁତ ପଛ ରେ ରହିଛି ବୋଲି । ଭାରତ ପାଖରେ ଏମିତିରେ ଏତେ ପରିମାଣର ବିମାନ ରହିଛି କି ପାକିସ୍ତାନର ଦଶ ଗୁଣ ଅଟେ । ଓ ସେଗୁଡିକ ବି ପରମାଣୁ ବୋମା ନେବା ପାଇଁ ପୂରା ସକ୍ଷମ ଅଟେ । ଭାରତ ପାଖରେ ମିରାଜ ଶୁଖୁଇ,ଓ ମିଗ୍ ଜାଗୁଆର ଭଳି ବହୁତ ଲଢାଖୁ ବିମାନ ବି ରହିଛି ।

ଯେଉଁଗୁଡିକ ପାକିସ୍ତାନ ର ବିମାନ ତୁଳନା ରେ ବହୁତ ଦିର୍ଘଦାୟୀ ଓ ଏପରି ବେଳେ ପାକିସ୍ତାନ ପାଖରେ କେବଳ 50 ଜାଗାରେ ବିମାନ ରଖିବା ପାଇଁ ଜାଗା ରହିଛି । ଯେଉଁଥିରେ ବି ଚୀନ ଠାରୁ ପ୍ରାପ୍ତ jeep 17 ଓ ତେନ୍ଦୁର ଠାରୁ ଓ ଆମେରିକା ନେଇଥିବା F 16 ବି ରହିଛି । ଏପରି କ୍ଷେତ୍ରରେ ଭାରତ ପରମାଣୁ ବୋମା ତିଆରି କରିବାରେ ପ୍ରାୟ 80 କିଲୋ ଇୟୁରେନିୟମ ବ୍ୟବହାର କରିଥାଏ । କିନ୍ତୁ ଏଥିରେ ପାକିସ୍ତାନ ମାତ୍ର 20 ଯାଏଁ ବ୍ୟବହାର କରିଥାଏ । ଭାରତ ପାଖରେ ଏପରି ପାଣି ମାଧ୍ୟମ ରେ ବହୁତ ଅଶ୍ତ୍ର ରହିଛି ଯେଉଁ ପ୍ରକାରରେ ସେ ପାକିସ୍ତାନ ଉପରେ ପରମାଣୁ ପକାଇ ପାରିବ କିନ୍ତୁ ଏପରି ବେଳେ ପାକିସ୍ତାନ ପାଖରେ କିଛି ବି ନାହିଁ । ବୋଲି ଜଣା ପଡିଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଜଦି ଯୁଦ୍ଧ ହୁଏ, ତେବେ ପାକିସ୍ତାନ ମାତ୍ର 5 ମିନଟ ମଧ୍ୟରେ ଏ ପୃଥିବିରୁ ଲୋପ ପାଇଯିବ । ଭାରତୀୟ ସେନାଙ୍କ ଦକ୍ଷତା ଆଗରେ ପାକିସ୍ତାନ ସେନା ଅଧିକ ସମୟ ତିଷ୍ଠି ରହି ପାରିବନି । ଯଦି ଆପଣ ଭାରତୀୟ ସେନାଙ୍କ ପାଇଁ ଆପଣ ଗର୍ବ କରନ୍ତି, ତେବେ ଏ ପୋଷ୍ଟକୁ ଏବେ ହିଁ ଗର୍ବରେ ସେୟାର କରନ୍ତୁ । ଜୟ ହିନ୍ଦ, ଜୟ ଜବାନ । ସୈନୀକଙ୍କ ପାଇଁ ଗୋଟିଏ ଲାଇକ ।

Leave a Reply

Your email address will not be published. Required fields are marked *