ଅଦ୍ଭୁତ କରିସ୍ମା ଅଛି ଏ ଯୋଗୀଙ୍କ ପାଖେ । ଏ ଏପରି ଏକ ଯୋଗୀ ନିଆଁ ବି ଜଳାଇପାରେ ନାହିଁ ତାଙ୍କୁ ।

ଆପଣ ମାନେ ଜାଣିଥିବେ କି ଆମ ଭାରତ ଦେଶ ଚମତ୍କାରୀ ତାର ଦେଶ ମନା ଯାଏ । ଏହି ଦିନ ମାନଙ୍କରେ ସୁଣିବା ପାଇଁ ମିଳୁଛି କି ଆମ ଭାରତ ରେ କିଛି ଚମତ୍କାରୀ ଏପରି ବି ରହିଛନ୍ତି । ଯେଉଁ ମାନଙ୍କୁ ଭୁଲ ପ୍ରମାଣିତ କରିବା ବା ଏପରି ଭୁଲ ରେ ବି କେହି ତାଙ୍କ ଉପରକୁ ଆଙ୍ଗୁଳି ଉଠେଇବା ପାଇଁ ବି ଡରିଥାନ୍ତି । ହେଇପାରେ ବି ଆପଣ ଏହା ସୁଣି ବିଶ୍ବାସ ବି କରିବେ ନାହିଁ । କିନ୍ତୁ ଆମେ ଏବେ ଯେଉଁ ,ସୂଚନା ଆପଣ ଙ୍କୁ ଦେବୁ ତାହା ସଂମ୍ପୂର୍ଣ୍ଣ ସତ୍ୟ ଅଟେ । ଆପମ ଜାଣିଥିବେ କି ରାମାୟଣ ରେ ଶୀତା ମାତାଙ୍କ ପରିକ୍ଷା କରିବା ପାଇଁ କି ସେ ସତୀ ନା ନୁହେଁ ତାଙ୍କର ଅଗ୍ନି ପରିକ୍ଷା କରିଥିଲେ । କାରଣ ଶ୍ରୀ ରାମ ଙ୍କୁ ସୀତା ଙ୍କ ପବିତ୍ରତା ଉପରେ ସନ୍ଧେହ ଥିଲା ଓ ସେ ସେିଥି ପାଇଁ ଏହି ପରିକ୍ଷା କରିଥିଲେ ।

ଯେପରି୍ ଭାବେ ମାତା ସୀତା ଅଗ୍ନି ରୁ ସଠିକ୍ ଭାବେ ବାହାରି ଆସିଥିଲେ ସେହି ପରି ଭାବେ ଏବେ କଳିଯୁଗ ରେ ବି ଜଣେ ଏପରି ଯୋଗୀ ରହିଛନ୍ତି ଯିଏ କି ମାତା ସୀତା ଙ୍କ ପରି ଅଗ୍ନିରୁ ବହୁତ ଆରାମ ରେ ବାହିରି ପାରୁଛନ୍ତି । ତେବେ ଏହି ଘଟଣା ନେଇ ବହୁତ ଚର୍ଚ୍ଚା ଆରମ୍ଭ ହୋଇଛି । ଓ ଆପଣ ମାନଙ୍କ ମନ ରେ ବି ଏହି ପ୍ରଶ୍ନ ଜାତ ହେଉଥିବ କି ଭଲା କିପରି ଜଣେ ବ୍ୟକ୍ତି ଜଳୁଥିବା ନିଆଁ ରୁ ବାହାରି ପାରିବ ସେ ପୁଣି ନ ଜଳି ।

ଏହି ଯୋଗି ଆମ ଭାରତ ର ପ୍ରଥମ ଲୋକ କି ସେ ନିଆଁ ଉପରେ ସୋଇ ବି ମଧ୍ୟ ତାଙ୍କର କିଛି ବି ହେଉ ନାହିଁ । ସାଧାରଣତଃ କେହି ଯଦି ନିଆଁ ଉପରେ ସୋଏ ତ ତାର ଭସ୍ମ ହେବା ସୁନିଶ୍ଚିତ ଅଟେ । ଆପଣ ଜାଣିଥିବେ । କିନ୍ତୁ ଆଜି ଯେଉଁ ଯୋଗୀ ଙ୍କ ବିଷୟ ରେ କଥା ହେବାକୁ ଜାଉଛୁ ତାଙ୍କର ନାମ ରାମଭାଉ ସ୍ବାମୀ ଅଟନ୍ତି ଓ ସେ 80 ବର୍ଷ ର ବୟସ ରେ ଏପରି ଚମତ୍କାର ଦେଖାଉଛନ୍ତି ।

ସେ ତାମିଲଲାଡୁ ର ତାଞ ପୁର ରହନ୍ତି । ତେବେ ଆଶ୍ଚର୍ଯ୍ଯ ର ଖାଥା ଏହାକୁ ଏହି ଯୋଗୀ ଜଣଙ୍କ 1976 ମସିହା ରୁ ଏହି ପରି ନିଆଁ ସହିତ ଚମତ୍କାରୀ ତାର ଖେଳ ଦେଖେଇ ଆସୁଛନ୍ତି । ସେଠାକାର ଆଖପାଖର ଲୋକ ସମସ୍ତେ କୁହନ୍ତି ସେ ଏହି ପରି ଶିକ୍ଷା ତାଙ୍କ ଗୁରୁ ଶ୍ରୀ ରାମ ନରେନ୍ଦ୍ର ଶରସ୍ବତୀ ଙ୍କ ଠୁ ନେଇଛନ୍ତି ବୋଲି । ରାମଭାଉ ସ୍ବାମୀ ଙ୍କ କହିବା ମତ ରେ ସେ ଏହି ଅଗ୍ନି ଶିକ୍ଷା 1961 ମସିହା ରୁ ହିଁ ସିଖି ସାରିଥିଲେ ଓଏପରି କି ସେ ବହୁତ ଥର ଏହି ପରି ଭାବେ ଲୋକ ମାନଙ୍କ ସାମ୍ନା ରେ ବହୁଥ ଥର ଅଗ୍ନି ଉପରେ ଶୋଇ ଦେଖେଇଛନ୍ତି ।

ଏବେ ହିଁ ଗୋଟିଏ ସେୟାର କରି ଏହି ବାବାଙ୍କ ବିଷୟରେ ସମସ୍ତଙ୍କୁ ଜଣାନ୍ତୁ, ଏହି ଭଳି କିଛି ଜାଣିବା କଥା ପାଇବା ପାଇଁ ଉପରେ ପେଜରେ ଲାଇକ କରନ୍ତୁ .

Leave a Reply

Your email address will not be published. Required fields are marked *