ଘର ଆଗରେ ଲଗାଇ ଦିଅନ୍ତୁ ଏହି ଫଟୋ, ଦୁର ହୋଇଯିବ ସବୁ ଦୁଃଖ, ହେବ ଧନ ବର୍ଷା

ସମସ୍ତଙ୍କ ଜୀବନରେ ଆଭାବ ଅନଟନ ଲାଗି ରହିଥାଏ ।  କେହି ନିଜର ଅଳସୁଆ ଗୁଣ ପାଇଁ ଦୁଃଖରେ ପଡେ ତ କେହି ନିଜର ଭାଗ୍ୟ ଦୋଷ ପାଇଁ ।  କେବଳ ଏ ଦୁନିଆରେ ବହୁତ କମ ଲୋକ ଅଛନ୍ତି, ଯେ ପ୍ରଚୁର ଧନ ଉପାର୍ଜନ କରି ଖୁସିରେ ରହି ପାରନ୍ତି ।  କିଛି ଲୋକ ଅଛନ୍ତି ବହୁତ ପରିଶ୍ରମ କରି ଦକ୍ଷ ହୋଇ ମଧ୍ୟ ଧନ ଉପାର୍ଜନ କରିପାରନ୍ତିନି ।  ଶୁଖରେ ରହିପାରନ୍ତିନି, ଏହାର ପ୍ରଧାନ କାରଣ ହେଉଛି, ସେମାନଙ୍କର ଘରେ ରହିଥିବା ବାସ୍ତୁ ଦୋଷ । କେବଳ ବାସ୍ତୁ ଦୋଷ ପାଇଁ ଏହି ସବୁସ୍ୟ ଲାଗି ରହିଥାଏ ।  ଆଜି ଆମେ ଏହି ସମସ୍ୟାର ଏକ ସମାଧାନ କହିବୁ ଜାହାକୁ ଆପଣ ପାଳନ କଲେ ସବୁ ବାସ୍ତୁ ଦୋଷ କଟି ଘରେ ଶୁଖ ସମୃଦ୍ଧି ଫେରି ଆସିବ ।

ଘରେ ବହୁତ ପ୍ରକାର ଅଭାବ ଦେଖାଯାଏ। ଏହି ଅଭାବ ଘରର ବାସ୍ତୁ ଦୋଷ ପାଇଁ ହୋଇଥାଏ। କିଛି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ଆଉ ଅଭାବ ଦେଖା ଯିବ ନାହିଁ। ପ୍ରଥମ ଉପାୟ ରେ, ଏକ ସୂରେଇ ରେ ପାଣି ଭରି ଉତ୍ତର ରେ ରଖନ୍ତୁ। ଯଦି ସୂରେଇ ନ ମିଳେ ତେବେ ମାଠିଆ ରେ ପାଣି ଭରି କରି ରଖିବେ। ଦିନ କୁ ପାଣି ବଦଳାଇ ପାରିବେ କିନ୍ତୁ ଭରି କରି ରଖିବେ। ଏହା ଦ୍ୱାରା ଘରେ ଧନ ବୃଦ୍ଧି ହୁଏ। ଦ୍ୱିତୀୟ ଉପାୟ ରେ,ପନ୍ଚମୁଖୀ ହନୁମାନ ଙ୍କର ଫଟ ପଶ୍ଚିମ ରେ ଲଗାନ୍ତୁ ଓ ବିଧି ହିସାବରେ ପୂଜା କରନ୍ତୁ ଏହା ଦ୍ୱାରା ଘରର ଆର୍ଥିକ ପରିସ୍ଥିତି ଭଲ ରହିବ। ଏହା ଦ୍ୱାରା ମଧ୍ୟ ଘରେ କିଛି ନକରାତ୍ମକ ପ୍ରଭାବ ପଡ଼ିବ ନାହିଁ । ତୃତୀୟ ଉପାୟ ରେ ,ମା’ଲକ୍ଷ୍ମୀ ଓ ଭଗବାନ କୁବେର ଙ୍କ ଫଟ ଘରର ମୁଖ୍ୟ ଦ୍ୱାର ର ଆଗରେ ଲଗାନ୍ତୁ ।

ଏବଂ ତା ସହିତ ଯଦି ସ୍ୱସ୍ତିକ୍ ଚିହ୍ନ ଲଗାଇବେ ମଧ୍ୟ ଭଲ। ଏହା ଦ୍ୱାରା ଘରେ ନନର ଅଭାବ ଦେଖା ଦେବ ନାହିଁ। ଚତୁର୍ଥ ଉପାୟ ରେ , ଯେଉଁଠି ଘରର ସମସ୍ତ ଲୋକ ବସୁଥିବେ ସେଠାରେ ପିରାମିଡ୍ କୁ ରଖନ୍ତୁ। ସେ ଚାନ୍ଦି ହଉ କି ପିତ୍ତଳ ହଉ କି ତମ୍ଭା। ଏହା ରଖିବା ଦ୍ୱାରା ଘରେ ଶୁଭ ହୋଇଥାଏ ଓ ଘର ଲୋକ ଙ୍କ ଆୟ ବଢିଥାଏ। ପନ୍ଚମ ଉପାୟ ରେ , ତମ୍ଭା ରେ ତିଆରି କଇଁଛ କିମ୍ବା ତମ୍ଭାରେ ତିଆରି ମାଛ କୁ ଘରର କୋଉ କୋଣ ରେ ରଖି ଦିଅନ୍ତୁ। ଏହା ଦ୍ୱାରା ଘରେ କିଛି ଅଭାବ ଅସୁବିଧା ରହିବ ନାହିଁ। ଧୀରେ ଧୀରେ ଆୟ ବୃଦ୍ଧି ହେବା କୁ ଲାଗିବ।

ଗୋଟିଏ ସେୟାର କରି ଏହି ପୋଷ୍ଟକୁ ସମସ୍ତଙ୍କ ପାଖେ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ , ତଳେ ଗୋଟିଏ ଲାଇକ କରିବାକୁ ଭୁଲିବେନି, ଏମିତିକା କାମିକା କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *