ସମସ୍ତେ କ୍ରିକେଟ ଖେଳ ବିଷୟରେ ଜାଣିବାରେ ବ୍ୟସ୍ତ ହେଲେ କେହିବି ଭାରତ ପାଇଁ ଘଟିଥିବା ଏହି ଗର୍ବର କଥା ଜାଣୁ ନାହାନ୍ତି : ନିଶ୍ଚୟ ପଢନ୍ତୁ

କିଛି ଲେଖିବା  ପୂର୍ବରୁ ଦୟାକରି ଅନୁରୋଧ କରୁଛୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ, ମାତ୍ର 2 ମିନିଟ ଦେଶ ପାଇଁ ପଢନ୍ତୁ ।

ଯେଉଁ  ଦେଶରେ ସବୁ ଲୋକ କ୍ରିକେଟ ପ୍ରେମରେ ପାଗଳ, ସେହି ଦେଶର ଅନ୍ୟ ଖେଳର ଖେଳାଳୀ ମାନେ ବିଶ୍ବ ଦରବାରରେ ଭାରତର ନାଁ କୁ ଉଚା କରୁଛନ୍ତି ଏହା ପ୍ରତି କାହାର ବି ନଜର ନାହିଁ । ହଁ ବନ୍ଧୁ ଗଣ କ୍ରିକେଟ ଖେଳକପ ସମସ୍ତେ ପସନ୍ଦ କରନ୍ତି, ଏହା ଭଲ କଥା ହେଲେ, ହେଲେ କେବଳ କ୍ରିକେଟକୁ ସବୁ ସମର୍ଥନ ଦେଇ ଅନ୍ୟ ଖେଳ, ଯାହା ବିଶ୍ବ ଦରବାରରେ ଭାରତକୁ ଏକ ନୁଆ ଓ ଉର୍ନ୍ନତ ପରିଚୟ ଦେଉଛି ଭୁଲିଯିବା ଠିକ ନୁହେଁ । ହଁ ବନ୍ଧୁ ଗଣ ଏ ଦୁଇ ଦିନ ତଳେ ଭାରତ ପାଇଁ କିଛି ଏମିତି ଘଟଣା ଘଟିଛି, ଯାହା ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ, ହେଲେ କେହିବି ଭାରତୀୟ କିମ୍ବା ଭାରତୀୟ ମିଡିଆ ଏହି ଖବର ଅଧିକ ମାତ୍ରାରେ ପ୍ରସାରିତ କରି ନାହାନ୍ତି ।

ଏହି ନିକଟରେ ଆଯୋ ଜିତ ହୋଇଥିବା ଅନ୍ତର୍ଜାତୀୟ ଏସିଆ ସାଇକେଲ ଚାଳନ ପ୍ରତିଯୋଗିତାରେ, ଭାରତୀୟ ସେଇକେଲ ଚାଳକ ଓ ଚାଳୀକା ମାନେ ଭାରତକୁ ଏକ ନୁଆ ପରିଚୟ ଦେଇଛନ୍ତି । ଭାରତୀୟ ଚାଳକ ମାନେ ଏହି ପ୍ରତିଯୋଗୀତାରେ 6ଟି ସ୍ବର୍ଣ୍ଣ ପଦକ , 5 ଟି ରୌପ୍ୟ ପଦକ ଓ 2 ଟି ବ୍ରୋଞ୍ଜ ପଦକ ଜିତି ଭାରତକୁ ଗର୍ବୀତ କରିଛନ୍ତି । ହେଲେ ଏହି ଖବର କୌଣସି ଟେଲିଭିଜନ କିମ୍ବା ମିଡିଆ ହାଉସ ପ୍ରସାରିତ କରୁ ନାହାନ୍ତି । ସମସ୍ତେ କେବଳ କ୍ରିକେଟର ପ୍ରଚାର ପ୍ରସାର କରୁଛନ୍ତି । ଦୟାକରି ମିଡିଆକୁ ଅପେକ୍ଷା କରନ୍ତୁ ନାହିଁ। ଏବେ ହିଁ ଏ ପୋଷ୍ଟକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।

ଅନ୍ତର୍ଜାତୀୟ ସ୍ତରରେ ଗୋଟିଏ ପ୍ରତିଯୋଗିତାରେ 13 ଟି ପଦକ ଜିତିବା କୌଣସି ଛୋଟ କଥା ନୁହେଁ । କୌଣସି ଦେସ ଆଜି ପର୍ଯ୍ୟନ୍ତ ଏମିତି ସଫଳତା ପାଇ ନାହିଁ । ଏ ପର୍ଯ୍ୟନ୍ତ ହୋଇଥିବା ସାଇକେଲ ଚାଳନାରେ, 200 ମିଟର ପୁରୁଷ ବିଭାଗରେ ଏସୋ ଆଲବେନ କାଜକିସ୍ତାନ କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଜେମସ୍ ସିଙ୍ଗ ବୋଞ୍ଜ ପଦକ ଜିତିଛନ୍ତି ।

ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଚାଳକ ମାନେ ବି ନିଜର ପ୍ରଭୁତ ଜାହିର କରିଛନ୍ତି । ସେ ବିଶ୍ବରେ ଦେଖାଇ ଦେଇଛନ୍ତି କି ଭାରତୀୟ ମହିଳା କୌଣସି ଗୁଣରେ କମ ନୁହଁନ୍ତି । ମହିଳା ବର୍ଗରେ ହୋଇଥିବା ସାଇକେଲ ଚାଳନାରେ, ଭାରତୀୟ ମହିଳା ଦଳରୁ ଇଲାଇଟ କିରନ୍ ଗୋଲ୍ଡ ମେଡାଲ ଜିତିଛନ୍ତି ।

ମହାରାଷ୍ଚ୍ରର ଝିଅ ମୟୁରି 200 ମି ସାଇକେଲ ଚାଳନାରେ ସମସ୍ତହ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ଜିତିବା ସହ, ଗୋଟିଏ ନୁଆ ରେକଡ ସୃଷ୍ଠି କରିଛନ୍ତି । ମାତ୍ର 12 ସେକଣ୍ଡରେ 200 ମି ସାଇକେଲ ଚାଳନା କରି ସେ ବିଶ୍ବ ରେକଡର ହକଦାର ୋଇ ପାରିଛନ୍ତି ।

ହେଲେ ଭାରତ ପାଇଁ ଏତେ ସବୁ ସନ୍ମାନ ଓ ଗର୍ବ ଆଣିଥିବା ଏହି ଖେଳାଳୀ ମାନଙ୍କ ଚର୍ଚା ଆଜି କେଉଁଠି ବି କରାଯାଉ ନାହିଁ । କ୍ରିକେଟ ପରି ଅନ୍ୟ ଖେଳକୁ ବି ସମାନ ଅଧିକାର ସମାନ ଭଲ ପାଇବା ଦିଆଜିବା ଆବଶ୍ୟକ, ତାହେଲେ ଜାଇଁ ଅଲ୍ମପିକ୍ସ ପରି ଅନ୍ତର୍ଜାତୀୟ ଖେଳରେ ଭାରତୀୟ ଖେଳାଳୀ ମାନେ ଆମକୁ ଗର୍ବୀତ କରି ପାରିବେ ।

ଆମେ ଜାଣିଛୁ ବହୁତ ଲୋକ ଶେସ ପର୍ଯ୍ୟନ୍ତ କେବେବି ପଢିନଥିବେ । କାରଣ ସେମାନଙ୍କୁ କେବଳ ବ୍ରିକେଟ ପସନ୍ଦ , ଦେଶ ନୁହେଁ । ଏବେ ଯାଏ ପଢିଥିବା ଦେଶ ପ୍ରେମୀ ବନ୍ଧୁଙ୍କ ଆମେ ଆନୁରୋଧ କରୁଛୁ, ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସବୁ ଲୋକଙ୍କ ପାଖେ ପହଞ୍ଚାନ୍ତୁ । ଯୋଉଁ ମାନେ ଆମ ଦେଶ ପାଇଁ ଏତେ ଗର୍ବ ଆଣିଛନ୍ତି, ସେମାନଙ୍କ ପାଇଁ ସେୟାର କରିବା ପାଇଁ 5 ସେକେଣ୍ଡ ନିଶ୍ଚୟ ଦିଅନ୍ତୁ ।

ଯଦି ଆମର କାମ ଆପଣଙ୍କୁ ପସନ୍ଦ ଆସୁଥାଏ, ତେବେ ଗୋଟିଏ ଲାଇକ କରି ଆମକୁ ଉସ୍ଚାହିତ କରିବେ । ବନ୍ଦେ ଉତ୍କଳ ଜନନୀ ।

 

Leave a Reply

Your email address will not be published. Required fields are marked *