ଫୁଣିଥରେ କ୍ୟାପଟେନ ପଦକୁ ଫେରିଲେ ସମସ୍ତଙ୍କର ପ୍ରିୟ ଏମ.ଏସ ଧୋନି : ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଭାରତର ସବୁଠୁ ସଫଳତମ କ୍ରିକେଟର ଓ କ୍ୟାପଟେନ ରୁପେ ପରିଚିତ, ସମସ୍ତଙ୍କର ଅତି ପ୍ରିୟ ଏମ୍. ଏସ ଧୋନି କିଛି ଦିନ ତଳେ କ୍ୟାପଟେନ ପଦବୀ ଛାଡିବା କଥା ସମସ୍ତେ ଜାଣିଥିବେ  I  ହେଲେ ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଫୁଣି ଥରେ କ୍ୟାପଟେନ ପଦବୀ ସମ୍ଭାଳିଛନ୍ତି ଧୋନୀ  I  କ୍ୟାପଟେନ ରୁପରେ ଏ ତାଙ୍କର 200 ତମ ମ୍ୟାଚ  I  ଧୋନୀ କ୍ୟାପଟେନ ହେବା ଖବର ଶୁଣି ଏବେ ଚାରି ଆଡି ଯୋର ସୋରରେ ଚର୍ଚା ଜାରି ରହିଛି  I

କ୍ୟାପଟେନ ରୁପରେ ଧୋନୀଙ୍କ ଷ୍ଟାଡିୟମ ଭିତରକୁ ପଶିବାର ଦୃଶ୍ୟ ବହୁତ ରୋମାଞ୍ଚକର ଥିଲା  I  ଧୋନୀ ଯେତେବେଳେ ଟଚ ପକାଇବାକୁ ପଡିଆକୁ ଆସିଲେ, ସେତେବେଳେ ଚାରିଆଡେ ଧୋନୀ ଧୋନୀ ଶବ୍ଦରେ ପଡିଆ କମ୍ପି ଉଠିଥିଲା  I କେତେକ କ୍ରିକେଟ ପ୍ରେମୀଙ୍କ ମତ ଅନୁସାରେ 2019 ବିଶ୍ବକପରେ ଧୋନୀ ଫୁଣି କ୍ୟାପଟେନ ଭାର ସମ୍ଭାଳି ପାରନ୍ତି ବୋଧେ ହୁଏ  I  ଏ କଥାକୁ ନେଇ ଏବେ ଚାରି ଆଡେ ଚର୍ଚ ଜୋର ଧରିଛି  I

ଯଦି ଆପଣ ଧୋନୀଙ୍କୁ ପସନ୍ଦ କରନ୍ତି, ତେବେ ଏବେ ହିଁ ଏ ପୋଷ୍ଟକୁ ସେୟାର କରି ତଳେ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ  I

Leave a Reply

Your email address will not be published. Required fields are marked *