ଆଜି ଭାରତ ଓ ଆଫଗାନିସ୍ତାନ ମ୍ୟାଚ, ମ୍ୟାଚ ପୂର୍ବରୁ ହୋଇଗଲା ଏହି ବଡ ଜିନିଷ,ନିଶ୍ଚୟ ଜାଣି ରଖନ୍ତୁ

ଆଜି ଏସିଆ କପରେ ହେବାକୁ ଯାଉଛି ଏକ ରୋମାଞ୍ଚକର ମୁକାବିଲା । ସେପଟେ 4 ଟିରୁ 4 ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶ୍ରାର୍ଷରେ ରହି ଭାରତୀୟ ଟିମ ଫାଇନାଲ ପାଇଁ ନିଜର ସ୍ତିତ ଦୃଢ କରି ସାରିଥିବା ବେଳେ, ଆଜି ଭାରତଠୁ ମ୍ୟାଚ ଜିତି ଫାଇନାଲ ଲକ୍ଷରେ ରହିବ ଆଫଗାନିସ୍ତାନ । ଏସିଆ କପ ଆରମ୍ଭରୁ ଯୋଉଁ ଟିମକୁ ସବୁଠୁ ଦୁର୍ବଳ ମନା ଯାଉଥିଲା, ପ୍ରଥମେ ପାକିସ୍ତାନକୁ ହରେଇ ପରେ ବାଙ୍ଗଲାଦେଶ କୁ ହରାଇବା ପରିସ୍ତିତ ପଯ୍ୟନ୍ତ ଯାଇ ପାରିଥିବା ଆଫଗାନିସ୍ତାନ ଟିମର ମନୋ ବଳ ଏବେ ଦୃଢ ରହିଅଛି । ଭାରତକୁ ହରାଇ ଫାଇନାଲ ପାଇଁ ନିଜର ପଥ ପରିଷ୍କାର କରିବା ପାଇଁ ଆଫଗାନିସ୍ତାନ ଅଣ୍ଟା ଭିଢିଥିବା ବେଳେ, ଭାରତ ନିଜର ଦୃଢତା ବଜାଇ ରଖିଛି ।

ଏହି ସମୟରେ ସାମ୍ମାକୁ ଆସିଛି ଗୋଟିଏ ବଡ ଖବର । ଯେହେତୁ ଆଜିର ମ୍ୟାଚ ଟି ଭାରତ ପାଇଁ ଏତେ ଗୁରୁତ୍ବ ପୂର୍ଣ୍ଣ ନୁହେଁ, ତେଣୁ ଗୁଜବ ଉଠୁଛି କି ଭାରତୀୟ ଟିମ ରେ ଆଜି କିଛି ନୁଆ ଖେଳାଳୀ ଖେଳି ପାରନ୍ତି ବୋଲି । ହେଲେ ଏ ବିଷୟରେ ଏବେ ପର୍ଯ୍ୟନ୍ତ BCCI ତରଫରୁ କୌଣସି ସୁଚନା ମିଳି ନାହିଁ । ହୁଏତ ବିଶ୍ବକପ ପ୍ରସ୍ତୁତି ପାଇଁ ଦଳରେ କିଛି ନୁଆ ଖେଳାଳୀ ସାମିଲ ହେବା ଘଟଣା ଏବେ ଚାରି ଆଡେ ଚର୍ଚାର ବିଷୟ ପାଲଟିଛି ।

ଭାରତଠୁ ଦୁଇ ଦୁଇ ଥର ମ୍ୟାଚ ହାରିବା ପରେ ପାକିସ୍ତାନ ଏବେ ଭାରତଠୁ ପ୍ରତିଶୋଧ ନେବା ଲକ୍ଷରେ ୍ଅଛି । ପାକିସ୍ତାନ ଚାହୁଁଛି କି ଆଜିର ମ୍ୟାଚରେ ଆଫଗାନିସ୍ତାନ ହାରି ଯାଉ । ଆଫଗାନସ୍ତାନ ହାରିଲେ ପାକିସ୍ତନ ଫାଇନାଲକୁ ଜିବାର କିଛି ସମ୍ଭାବନ ଆଶା କରି ପାରିବ । ସେପଟେ ପାକିସ୍ତାନ ଭାରତଠୁ ଜିତି ଫାଇନାଲକୁ ଜିବା ପାଇଁ ଜୋର ଦାର ପ୍ରସ୍ତୁତି ଜାରି ରଖିଛି ।

କିଛି ବଡ ଖବର କାଗଜ ଅନୁସାରେ ଆଗାମୀ ଦିନରେ ଜାଡେଜାଙ୍କ ପରେ କିଛି ଜୁବରାଜଙ୍କ ଭଳି ପୁରଣା ଖେଳାଳୀ ଦଳରେ ସାମିଲ ହେବାର ସମ୍ଭାବନା ସୃଷ୍ଠି ହୋଇଛି । ସେ ଯାହାବି ହେଉ ଆମ ଭାରତୀୟ ଟିମ ପାକିସ୍ତାନକୁ ହରେଇ ଫାଇନାଲ ରେ ପ୍ରବେଶ କରିଥିବାରୁ ଆମେ ବହୁତ ଖୁସି ଅନୁଭବ କରୁ ଅଛୁ । ଜଦି ଆପଣ ବି ପାକିସ୍ତାନର ଏ ହାରରେ ଖୁସି ଅଛନ୍ତି, ତେବେ ଏ ପୋଷ୍ଟକୁ ଗୋଟିଏ ସେୟାର ନିଶ୍ଚୟ କରି, ତଳେ ଭାରତୀୟ ଟିମ ପାଇଁ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ । ଜୟ ଭାରତ

Leave a Reply

Your email address will not be published. Required fields are marked *