ଭାରତ କରିଦେଲା ଏପରି କାମ ଯାହା ପୁରା ବିଶ୍ୱ ରେ କୌଣସି ଦେଶ କରିପାରି ନ ଥିଲେ, ପଢନ୍ତୁ ପୁରା ଖବର

ଭାରତରେ 2014 ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନକୁ ଆସିବା ପରେ ଭାରତ ବିଭିନ୍ନ ଦିଗରେ ଅନେକ ସଫଳତା ଲାଭ କରିଛି  I ନିକଟରେ ଭାରତ ଏମିତି ଏକ କ୍ରିତିମାନ ସ୍ତାପନ କରିଛି ଯାହା ପୁରା ବିଶ୍ବ ଆଗରେ ଭାରତକୁ 4 ରି ପାଦ ଆଗକୁ ନେଇ  ଯାଇଛି  I

ଦୁନିଆ ରେ ଏପରି ଅନେକ ଜିନିଷ ଅଛି ଯାହା ସାଧାରଣ ମନୁଷ୍ୟ ପାଖ ରେ ସହଜ ହେଇ ନ ଥାଏ I ଭାରତ ରେ ବୈଜ୍ଞାନିକ ମାନେ ଅନେକ ସମୟ ରେ ଅନେକ ପରୀକ୍ଷଣ ଜାରି ରଖିଥାନ୍ତି I ଏବଂ ଅନେକ ପରୀକ୍ଷଣ ରେ ସଫଳତା ବି ପାଇଛନ୍ତି I ଆଜି ଭାରତ ଏପରି ଏକ ପରୀକ୍ଷଣ ରେ ସଫଳ ହେଇଚି ଯାହା ସାଧାରଣ ଲୋକଙ୍କ ପକ୍ଷ ରେ ସମ୍ଭବ ହେଇ ନ ଥାଏ I

ଭାରତ ଏପରି କିଛି କି ଭାରତ ଅନ୍ତରୀକ୍ଷ କ୍ଷେତ୍ର ରେ ବିଶେଷ ସଫଳତା ପ୍ରାପ୍ତି କରିଛି I ଭାରତ ର ଚନ୍ଦ୍ରଜାନ ଚନ୍ଦ୍ର ରେ ପାଣି ର ସନ୍ଧାନ ପାଇପାରିଛି I ଆପଣ ଚନ୍ଦ୍ରମା ରେ ପାଣି ପାଇପାରିବେ I ଭାରତ ପାଁଇ ଏହା ବହୁତ ବଡ଼ ସଫଳତା ଅଟେ I

ଭାରତ ର ଏକ ଚନ୍ଦ୍ରଜାନ ଯାହା ଚନ୍ଦ୍ରମା ର ପରିକ୍ରମ କରୁଛି ଏହା ଚନ୍ଦ୍ର ପୃଷ୍ଠା ରେ ବରଫ ର ସନ୍ଧାନ କରିଛି I ଅନ୍ତରୀକ୍ଷ ର ସବୁଠାରୁ ବଡ଼ ଅକାଦେମୀ ନାସା ବି ଏହି କଥାର ସ୍ୱୀକାର କରିଛି I ଏବଂ ନାସା ଭାରତୀୟ ଇସ୍ରୋ ଙ୍କୁ ଏହି ବଡ଼ ସଫଳତା ପାଁଇ ହକଦାର ବୋଲି କହିଛି I

ନାସା ଏହା ବି କହିଛି କି ମାନବ ଇତିହାସ ର ଏହା ସବୁଠାରୁ ବଡ଼ ଗବେଷଣା ଅଟେ I ଭାରତୀୟ ବୈଜ୍ଞାନିକ ଏହି ସନ୍ଧାନ ରେ ବେଶ ଖୁସି ମଧ୍ୟ ଅଟନ୍ତି I ଏବଂ ଏହି କାରଣ ରୁ ସାରା ଦୁନିଆ ରେ ବର୍ତମାନ ଭାରତ ନିଜ ର ଜ୍ଞାନ କୌଶଳ ରେ ଶ୍ରେଷ୍ଠ ପ୍ରମାଣିତ ହେଇଚି I

ଜଦି ଆପଣ ଭାରତର ଏମିତି ସଫଳତାରେ ନିଜକୁ ଗର୍ବୀତ ମନେ କରୁଛନ୍ତି ତେବେ, ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଏବଂ ତଳେ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ.

Leave a Reply

Your email address will not be published. Required fields are marked *