ଏହି 6 ଗୋଟି ଜିନିଷ ପେଟ୍ରୋଲ ପମ୍ପରେ ମିଳିଥାଏ ସମ୍ପୂର୍ଣ ମାଗଣାରେ, ଯଦି କେହି ନିୟନ୍ତି ପଇସା ତ ହୋଇଯିବ ଲାଇସେନ୍ସ ରଦ୍ଧ

petrol-pump

ଆମ ସମସ୍ତଙ୍କ ଜୀବନରେ ଗାଡି ଏକ ପ୍ରଧାନ ଅଙ୍ଗ ହୋଇଗଲାଣି  । ତେଲ ରେଟ ହୁ ହୁ ହୋଇ ବଢିବା ପରେ ମଧ୍ୟ ଆମେ ଗାଡି ଚଲେଇବ ଛାଡୁ ନାହୁଁ  । ଗାଡି ଚାଲିବା ମାନେ ପେଟ୍ରୋଲର ଆବଶ୍ୟକ , ଆଉ ପେଟ୍ରୋଲ ପକାଇବା ପାଇଁ ଆମେ ସବୁବେଳେ ପୋଟ୍ରୋଲ ପମ୍ପକୁ ଯାଇଥାଉ  । ହେଲେ ଆପଣ ଜଦି ପେଟ୍ରୋଲ ପମ୍ପ ଯାଉଥାନ୍ତି, ତେବେ ଏ କଥା ନିଶ୍ଚୟ ଜାଣି ରଖନ୍ତୁ ଯେ, ପେଟ୍ରେଲ ପମ୍ପରେ ତଳେ ଆମେ ଲେଖିବାକୁ ଯାଉଥିବା 6 ଟୁ ଜିନିଷ ସମ୍ପୁର୍ଣ୍ଣ ରୁପେ ମାଗଣା ମିଳେ  । ଏହି 6 ଟି ଜିନିଷ ପାଇଁ ପେଟ୍ରୋଲ ପମ୍ପ ମାଲିକ ଆପଣଙ୍କଠୁ ପଇସା ନେଇ ପାରିବେନି  । ଜଦି ନିଅନ୍ତି ତେବେ ତାଙ୍କ ଲାଇସେନ୍ସ ରଦ ହୋଇଯିବ  । ଜାଣନ୍ତୁ ସେ 6 ଟି ଜିନିଷ କଣ  ।

ଭାରତ ସରକାର ଙ୍କ ର ଦ୍ୱାରା ପ୍ରତୋକ କାର୍ଯ୍ୟ କୁ ଏକ ନିୟମ ଆଧାର ରେ କରାଯାଇଥାଏ I କିନ୍ତୁ ଏହି ନିୟମ ସମ୍ପର୍କ ରେ କିଛି ଲୋକେ ସମ୍ପୂର୍ଣ ରୂପେ ଅବଗତ ନ ହେବାରୁ ଲୋକେ ଏହା ର ଲାଭ ପାଇପାରି ନ ଥାନ୍ତି I ସାଧାରଣ ଭାବ ରେ ଆମ କୁ ଯଦି କୌଣସି ଜିନିଷ ଆବଶ୍ୟକ ତ ଆମେ ଏଥିପାଇ ପଇସା ଦେଇଥାଉ I କିନ୍ତୁ ପେଟ୍ରୋଲ ପମ୍ପ ରେ ଏପରି କିଛି ଲାଭ ପାଇବାକୁ ଆମେ କୌଣସି ବି ପଇସା ଖର୍ଚ୍ଚ କରିବାକୁ ପଡି ନ ଥାଏ I

ଯଦି ଏହି ସବୁ ଜିନିଷ ପାଁଇ ପେଟ୍ରୋଲ ପମ୍ପ ରେ କେହି ଆପଣ ଙ୍କୁ ପଇସା ମାଗେ ତ ଆପଣ ତାଙ୍କ ବିରୋଧ ରେ ଅଭିଯୋଗ ବି କରିପାରିବେ I ପେଟ୍ରୋଲ ପମ୍ପ ରେ ମାଗଣା ରେ ମିଳିଥାଏ ଏହି ଜିନିଷ I

ପେଟ୍ରୋଲ ପମ୍ପ ରୁ ଆପଣ ଯେତେବେଳେ ବି ଚାହିଁଲେ ଏକ ଇମରଜେନ୍ସି କଲ କରିପାରିବେ I ଏପରି କଲ ଯେପରି କି ପୋଲିସ , ଆମ୍ବୁଲାନ୍ସ କୁ ଡାକି ପାରିବେ I କିମ୍ୱା କୌଣସି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କ ର ପରିଜନ କୁ ବି କଲ କରିପାରିବେ I

ଫାଷ୍ଟ ଆଣ୍ଡ କୀଟ ପରି ଜିନିଷ ବି ଏଠାରେ ମାଗଣା ରେ ମିଳିଥାଏ I ଯଦି ଏହି ପେଟ୍ରୋଲ ପମ୍ପ ପାଖ ରେ କୌଣସି ଦୁର୍ଘଟଣା ର ଶିକାର ହେଇଥାଏ ତ ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କ ର ଏହା ଦାଇତ୍ୱ କି ମାଗଣା ରେ ସେହି ବ୍ୟକ୍ତି ଙ୍କ ର ଫାଷ୍ଟ ଆଣ୍ଡ କୀଟ ରେ ଚିକିତ୍ସା କରିବେ I

ଟାୟାର ରେ ପମ୍ପ ଯଦି କମ ଅଛି ତ ଆପଣ ମାଗଣା ରେ ଏଠାରେ ଟାୟାର ରେ ପମ୍ପ ଦେଇପାରିବେ I ଏଥିପାଇ ଆପଣ ଙ୍କୁ କୌଣସି ବି ପଇସା ଦେବାକୁ ପଡିବ ନାହିଁ I

ପିଇବା ପାଣି ବି ଆପଣ ଏଠାରେ ଚାହିଁଲେ ଆପଣ ମାଗଣା ରେ ପିଇ ପାରିବେ ଏଥିପାଇ ବି ଏଠାରେ ଆପଣ ଙ୍କୁ କୌଣସି ପଇସା ଦେବାକୁ ପଡିବ ନାହିଁ I

ଶୌଚାଳୟ ବି ଆପଣ ଚାହିଁଲେ ବ୍ୟବହାର କରିପାରିବେ ଏଥିପାଇ ଆପଣ ଙ୍କୁ କୌଣସି ବି ପଇସା ଦେବାକୁ ପଡିବ ନାହିଁ I

କ୍ୱାଲିଟି ଟେଷ୍ଟ – ଯଦି ଆପଣ ଙ୍କୁ କୌଣସି ପେଟ୍ରୋଲ ପମ୍ପ ର ପେଟ୍ରୋଲ ର ଗୁଣବତା କୁ ନେଇ ସନ୍ଦେହ ଥାଏ ତ ଏହା ର କ୍ୱାଲିଟି ଟେଷ୍ଟ ପାଁଇ ଆପଣ ଦାବି କରିପାରିବେ I

ଯଦି ଆପଣଙ୍କୁ ଆମର ଏ କଥା ଠିକ ଲାଗିଥାଏ, ତେବେ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଅବଗତ କରାନ୍ତୁ, ଉପର ପେଜ ଲାଇକ ବଟନରେ ଗୋଟିଏ ଲାଇକ ନିଶ୍ଚୟ କରିବେ.

Leave a Reply

Your email address will not be published. Required fields are marked *