ମୋବାଇଲ କଭରର ସଉକ ରଖୁଥିଲେ ପଢ଼ି ନିଅନ୍ତୁ ଏହି ଖବର , ଫୋନ୍ ସହିତ ୟୁଜର୍ସଙ୍କୁ ମଧ୍ୟ ଏହି ପ୍ରକାରରେ ପହଂଚାଇଥାଏ କ୍ଷତି

ଆଜିକାଲିର ଦୁନିଆରେ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି, ଆଉ ସେହି ମୋବାଇଲକୁ ସୁରକ୍ଷୀତ ରଖିବା ପାଇଁ ବିଭିନ୍ନ ପ୍ରକାରର କଭର ବି ବ୍ୟବହାର କରୁଛନ୍ତି, ହେଲେ କଣ ଆପଣ ଜାଣିଛନ୍ତି, ସେହି ମୋବାଇଲ କଭର ଆମ ପାଇଁ କେତେ କ୍ଷତୀ କାରକ, ଆଜିର ଏହି ପୋଷ୍ଟରେ ଆମେ ମୋବାଇଲ କଭରର ବିଷୟରେ କିଛି ଅଜଣା ଆଉ ରହସ୍ୟ ପୁର୍ଣ୍ଣ କଥା ଆପଣଙ୍କୁ କହିବାକୁ ଯାଉଛୁ. ତେବେ ଶେଷ ଯାଏ ନିଶ୍ଚୟ ପଢନ୍ତୁ, ଆଉ ସତର୍କ ରହିବା ସହ ଶୁରକ୍ଷୀତ ରୁହନ୍ତୁ.

ସ୍ମାର୍ଟଫୋନ୍ କିଣିବା ପରେ ୟୁଜର୍ସ ମୋବାଇଲ କଭର ନିଶ୍ଚୟ କିଣନ୍ତି । ମୋବାଇଲ କଭର ଫୋନ୍ କୁ କ୍ଷତି ହେବାରୁ ବଂଚାଇଥାଏ । ଏହାର ଯେତିକି ଫାଇଦା ଅଛି ସେତିକି କ୍ଷତି ମଧ୍ୟ । ଫୋନରେ ମୋବାଇଲ କଭର ଲାଗିଥିଲେ, ଫୋନ୍ ଗରମ ହୋଇଯାଏ ଓ ଯେବେ ଏଥିରୁ କଲ୍ କରାଯାଏ ଫୋନ୍ ର ଉତ୍ତାପ ଆମ ମସ୍ତିଷ୍କ ପର୍ଯ୍ୟନ୍ତ ପହଂଚେ । କେବଳ ଏତିକି ନୁହେଁ ଫୋନ୍ ରେ କଭର ଲଗାଇଲେ ମୋବାଇଲର ରେଡିଏସନ୍ ମାତ୍ରା ବଢ଼ିଯାଏ । ଏହା ବହୁତ କ୍ଷତିକାରକ ହୋଇପାରେ ।

  1. • ମୋବାଇଲ ଖରାପ ହୋଇପାରେ : ଏହା ଦ୍ୱାରା ମୋବାଇଲ ୟୁଜର୍ସଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଫୋନ୍ ଖରାପ ହେବାର ସମ୍ଭାବନା ଥାଏ । ଯଦି ୟୁଜର୍ସ ମେଟାଲ କଭର ବ୍ୟବହାର କରୁଛନ୍ତି, ତେବେ ତାକୁ ଫୋନରୁ ରିମୁଭ କରିବାରେ ବହୁତ ସମସ୍ୟାର ସାମନା କରିବାକୁ ପଡିଥାଏ ।
  2. • ଫୋନ୍ ର ସ୍କ୍ରିନ୍ କୁ ପହଂଚିପାରେ କ୍ଷତି : ବେଳେବେଳେ କଭର ଏତେ ସକ୍ଷମ ନଥାଏ ଯେ, ଫୋନ୍ ପଡିଯିବାପରେ ତାକୁ ଭାଙ୍ଗିବାରୁ ବଂଚାଇପାରିବ ।
  3. • ଫୋନ୍ ହୋଇପାରେ ଓଭରହିଟ୍ : କିଛି ଏମିତି ମୋବାଇଲ କେସ୍ ଥାଏ ଯାହା ଖରାପ ଗୁଣାତ୍ମକ ମାନର ପ୍ଲାଷ୍ଟିକରେ ତିଆରି ହୋଇଥାଏ । ଏହା ଦ୍ୱାରା ଫୋନ୍ ବ୍ୟାଟେରୀ ଉପରେ ପ୍ରଭାବ ପଡିପାରେ । ଏହା ଦ୍ୱାରା ଫୋନ୍ ଗରମ ହୋଇଯାଏ ଓ ସେଥିରେ ନିଆଁ ଲାଗିବାର ସମ୍ଭାବନା ବଢ଼ିଯାଏ ।
  4. • ସିଗନାଲକୁ ବ୍ଲକ୍ କରିଦିଏ : କିଛି ସ୍ମାର୍ଟଫୋନ୍ ନେଟୱର୍କ କ୍ୱାଲିଟି ଉପରେ ପ୍ରଭାବ ପକାନ୍ତି । ଯଦି ଫୋନ୍ ରେ କେସ୍ ଲାଗିଥାଏ, ତେବେ ଫୋନ୍ ରେ ନେଟୱର୍କର ବହୁତ ଅସୁବିଧା ହୋଇଥାଏ ।

ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ସଚେତନ କରାନ୍ତୁ ଓ ନିଜେ ସଚେତନ ହୁଅନ୍ତୁ.

Leave a Reply

Your email address will not be published. Required fields are marked *