ନିଜ ଫୋନକୁ ପ୍ୟାଣ୍ଟ ପକେଟରେ ରଖୁଛନ୍ତି କି ? ତେବେ ନିଶ୍ଚୟ ପଢନ୍ତୁ ଏ ଖବର

mobile-pocket

ଆଜିକା ଦୁନିଆରେ ସମସ୍ତଙ୍କ ପାଖରେ ମୋବାଇଲ ଫୋନ ଅଛି I ବିନା ମୋବାଇଲରେ ଜୀବନ କଲ୍ପନା କରି ହେଉନି I ସକାଳୁ ଉଠିବା ପରଠୁ ରାତିରେ ସୋଇବା ପର୍ଯ୍ୟନ୍ତ ଆମେ ମୋବାଇଲର ବହୁଳ ଭାବରେ ବ୍ୟବହାର କରିଥାଉ I ହେଲେ ବେଳେ ବେଳେ ଆମେ ମୋବାଇଲ ବ୍ୟବହାର ବେଳେ ଏମିତି କିଛି ଭୁଲ କରୁ ଯାହା ଆମର ବହୁତ କ୍ଷତୀ ଘଟାଇ ଥାଏ I ହଁ ବନ୍ଧୁ ଗଣ ମୋବାଇଲର ଅତ୍ୟଧିକ ବ୍ୟବହାର ଆମ ଶରୀର ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ I  ଏବେର ଦୁନିଆରେ ବିନା ମୋବାଇଲ ରେ ଜୀବନ କଳ୍ପନା କରି ହେଉନାହିଁ I ଏବେ ମଧ୍ୟ ଆପଣ ମୋବାଇଲ ରେ ଏହି ପୋଷ୍ଟକୁ ପଢୁଛନ୍ତି I କିନ୍ତୁ ଆପଣ ଜାଣନ୍ତି କି, ମୋବାଇଲର ଏହି ସାମାନ୍ୟ ଭୁଲ ଆମର କ୍ଷତୀ ଘଟାଏ I

ପୂର୍ବ ରୁ ଲ୍ୟାଣ୍ଡ ଫୋନ ର ବ୍ୟବହାର ହେଉଥିଲା ତ ସେତେବେଳେ ଫୋନ ସର୍ବଦା ଆମ ପାଖ ରୁ ଟିକେ ଦୁରେଇ ରହୁଥିଲା କିନ୍ତୁ ଆଜିକା ସମୟ ରେ ଲୋକେ ମୋବାଇଲ ଫୋନ ର ବ୍ୟବହାର ବହୁଳ ମାତ୍ର ରେ କରିଲେଣି ଯାହା ଦ୍ୱାରା କି ଏହା ଆପଣ ଙ୍କ ର ଶରୀର ର ପାଁଇ କ୍ଷତିକାରକ ହେଇଥାଏ I

ତେବେ ଜାଣିରଖନ୍ତୁ କି ଫୋନ କୁ ଅଧିକ ସମୟ ନିଜ ପାକେଟ ରେ ରଖିବା ଦ୍ୱାରା ଏହା ଆପଣ ଙ୍କ ର ଶରୀର ପାଁଇ ହାନିକାରକ ହେଇଥାଏ I ସୂଚନା ମୁତାବିକ ପାକେଟ ରେ ଅଧିକ ସମୟ ମୋବାଇଲ ରଖିବା ଦ୍ୱାରା ଏଥିରୁ ବାହାରୁଥିବା 7 ଗୁଣ ରେଡ଼ିଏସନ ଶରୀର ପାଁଇ ହାନିକାରକ ହେଇଥାଏ I ଏହି ରେଡ଼ିଆସନ ଦ୍ୱାରା ଶରୀର ରେ ଟ୍ୟୁମର ଓ ଡିନଏ ସମ୍ବନ୍ଧିତ ନାନା ରୋଗ ବି ହେଇଥାଏ I

ସ୍ଵାସ୍ତ୍ୟ ବିଶେଷଜ୍ଞ ଙ୍କ କହିବା ଅନୁସାରେ ଫୋନ କୁ ପକେଟ ରେ ରଖିବା ଦ୍ୱାରା ଏହା ର ପ୍ରଭାବ ଆମ ହାଡ଼ ଉପରେ ବି ପଡିଥାଏ ଯାହା କି ହାଡ଼ କୁ କମଜୋର କରିଥାଏ I କିନ୍ତୁ ଯଦି ଆପଣ ଫୋନ କୁ ପଛ ପାକେଟ ରେ ରଖନ୍ତି ତ ରେଡ଼ିଆସନ ର ମାତ୍ରା କିଛି ଅଂଶ ରେ କମିଥାଏ I ତେଣୁ ଯଥା ସମ୍ଭବ ଆପଣ ଫୋନ କୁ ନିଜ ଠାରୁ ଦୂର ରେ ରଖିବାକୁ ଚେଷ୍ଟା କରନ୍ତୁ I

ଯଦି ଆପଣଙ୍କୁ ଆମ କଥା ଠିକ ଲାଗିଥାଏ, ତେବେ ଗୋଟିଏ ସେୟାର କରି ସବୁ ଲୋକଙ୍କୁ ଅବଗତ କରାନ୍ତୁ, ତଳେ ଏହି ପୋଷ୍ଟକୁ ଲାଇକ କରନ୍ତୁ, ଏବଂ ଉପର ଲାଇକ ବଟମରେ କ୍ଲିକ କରି ଆମ ପେଜକୁ ଲାଇକ ମଧ୍ୟ କରନ୍ତୁ.

Leave a Reply

Your email address will not be published. Required fields are marked *