ବାପାଙ୍କ ଜୀବନ ବଞ୍ଚେଇବା ପାଇଁ ଏହି ଝିଅଟି ଯାହା କଲା , ତା ଜାଣିକରି ଆପଣ କାନ୍ଦି ପକାଇବେ – ନିଶ୍ଚିନ୍ତ ପଢନ୍ତୁ ବାପା ପାଇଁ ଝିଅର ଭଲ ପାଇବା କେତେ ଅଧିକ ଜାଣିବା ପାଇଁ

ଏମିତି କିଏ ଜଣେ କହିଥିଲେ କି ଦୁନିଆଁରେ ମଣିଷ ପାଇଁ ମାତାପିତା ସବୁ କିଛି ଅଟନ୍ତି । ଦୁନିଆଁରେ ସବୁଠାରୁ ଅଧିକ ଧନ ମାତା ପିତା ହେବା ଦ୍ୱାରା ମିଳିଥାଏ , ଆମ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଭାଗ ଅଟନ୍ତି , ଯାହାକୁ ଆମେ ସବୁଠୁ ଅଧିକ ପସନ୍ଦ କରୁଛେ । କିନ୍ତୁ ଆଜି କାଲିର ସମୟରେ ଏହି କଥା କେଉଁଠି ହଜି ଗଲାଣୀ , କିନ୍ତୁ ଆଜି ଆମେ ଏହିପରି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ମାତା ପିତାଙ୍କ ମଧ୍ୟରେ ପିଲାଙ୍କ ଭଲ ପାଇବା ଦେଖାଉଛି , ଜଣେ ଯୁବତୀଙ୍କ କାହାଣୀ ଅଟେ , ଯିଏକି ନିଜ ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଲିଭର ଦେଇଦେଲା

ଦୁନିଆଁରେ ବହୁତ ଲୋକ ପୁଅର ସନ୍ଧାନରେ ରହିଥାନ୍ତି , ଓ ବୁଝିଥାନ୍ତି କି ଝିଅମାନେ ତାଙ୍କ ପାଇଁ ବୋଝ ଅଟନ୍ତି , ସେତାଙ୍କୁ ଛାଡିକରି ଚାଲିଯିବେ, ଆଉ କିଛି ଲୋକ ଏମିତି ବି ଭାବିଥାନ୍ତି କି ସେ କିଛି କାମରେ ଆସିବେ ନାହିଁ , କିନ୍ତୁ ଏମିତି ସମୟ ଆସିଯାଏ କି ଝିଅମାନେ ପୁଅମାନଙ୍କ ଠାରୁ ଅଧିକା କିଛି କରିଦିଅନ୍ତି , ଏମିତି ଏକ ଘଟଣା ଏବେ ଦେଖିବାକୁ ମିଳିଥିଲା । ଏହା ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି । ଏହି ଝିଅ ନିଜ ଶରୀରର ଏକ ଭାଗ ନିଜ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଦେଇଥିଲେ ।

ଆମେ ଯେଉଁ ଝିଅ ବିଷୟରେ କଥା ହେଉଛେ ସେ ଝିଅର ନାଁ ପୂଜା ବିଜାରନିୟା ଅଟେ , ପୁଜା ବାପାଙ୍କ ଏକ ଲିଭର୍ ଖରାପ ହୋଇଯାଇଥିଲା , ଡାକ୍ତର କହିଲେ କି ତାଙ୍କ ଲିଭର୍ ବଦଳାଇବାକୁ ପଡିବ , ଯଦି ଏମିତି ନକରାଯାଏ ତେବେ ବଞ୍ଚିବା କଷ୍ଟକର ହୋଇଯିବ , ତାପରେ ପୁଜା ସେହି କାମ କରିଦେଖାଇଦେଲେ । ଯାହାକୁ ପୁଅମାନେ ଡରିଥାନ୍ତି । ପୁଜା ତାଙ୍କ ଶରୀରର ଏକ ଲିଭର୍ ଦାନ କରିଥିଲେ । ଏହା ପରେ ପୁଜା ଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ତ କରିବା ଡାକ୍ତର ଏତେ ପ୍ରଭାବିତ ହୋଇଥିଲେ କି ନିଜ ଫେସ୍ ବୁକ୍ ରେ ଏକ ପୋଷ୍ଟ କରିଥିଲେ , ଲୋକମାନେ ଏହି କଥାର ଜାନକାରୀ ଦେଇଥିଲେ । ଡାକ୍ତର କହିଲେ କି ପୁଜାର ଏତେ ବଡ ସର୍ଜରୀ କରିବାରେ ଟିକେ ହେଲେ ବି ଭୟ କରିନଥିଲେ ,

ପୂଜାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ତ କରିଥିବା ଡାକ୍ତର ନିଜ ଫେସ୍ ବୁକ୍ ପୋଷ୍ଟରେ ଲୋକଙ୍କୁ ଏହି ଜାନକାରୀ ଦେଲେ କି ବହାଦୁର ଝିଅ ଅସଲ ଜୀବନ୍ରେ ଏକ ସଚ୍ଚା ହିରୋ କମ୍ ନୁହେଁ ଯିଏକି ଭାଗ୍ୟ, ଡର , ଓ ଅସମ୍ଭବ ପରି ଶବ୍ଦକୁ ଭରସା କରନ୍ତି ନାହିଁ , ଏହା ସେହି ଲୋକଙ୍କ ପାଇଁ ଏକ ସବକ ଅଟେ ଯିଏକି ଝିଅମାନଙ୍କୁ ବେକାର ବୋଲି ଭାବିଥାନ୍ତି , ଆପଣଙ୍କୁ କହିଦେବୁ କି ଝିଅଟି ପ୍ରକୃତରେ ଏହି ଦୁନିଆଁ ଆଗରେ ଏକ ମିଶାଲ୍ ସୃଷ୍ଟି କରିଛନ୍ତି , ଝିଅମାନେ ସମୟ ଆସିଲେ ପୁଅମାନଙ୍କ ଠାରୁ ଅଧିକା ସାହାସ ଦେଖେଇଥାନ୍ତି ,

ଯଦି ଏ ଝିଅର ଏ ପରି କର୍ଯ୍ୟ ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଗୋଟିଏ ସେୟାର କରି ଏ ଝିଅ ବିଷୟରେ ସମସ୍ତଙ୍କୁ ଜଣାନ୍ତୁ. ଝିଅ ପାଇଁ ତଳେ ଗୋଟିଏ ଲାଇକ କରିବେ.

Leave a Reply

Your email address will not be published. Required fields are marked *